Movie prime

ବନ୍ଦ ଘରେ ପିଉସୀ ନାନିକୁ ଧରି ଶୋଇଥିଲା ପୁତୁରା ହଠାତ୍ କବାଟ ଭାଙ୍ଗି ପଶିଲେ ଗାଁ ଲୋକ ଆଉ ତାପରେ

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସମାଜରେ ଏବେ ଦେଖିବାକୁ ମିଳିଛି କି ଯୁବକ ଜଣଙ୍କର ବୟସ କମ୍ ଆଉ ଯୁବତୀ ଜଣଙ୍କର ବୟସ ଅଧିକ । ଆଉ ସେମାନେ ପିଉସୀ ଆଉ ପୁତୁରା ହେବେ । ଏହି ସମ୍ପର୍କରେ ଥାଇ ମଧ୍ୟ ସେମାନେ ପରସ୍ପରକୁ ଭଲ ପାଉଥିଲେ । ପିଉସୀ ଆଉ ପୁତୁରା ପରସ୍ପରକୁ ଭଲ ପାଉଥିଲେ । ଆଉ ସେମାନେ ଭଲ ପାଇବା ପରେ ଏଭଳି କିଛି ଘଟଣା ଘଟିଯାଇଛି ।
Gg
ଏହି ପିଉସୀ ନାନୀର ବୟସ ୨୧ ବର୍ଷ ହୋଇଥିବା ବେଳେ ପୁତୁରା ଜଣଙ୍କର ବୟସ ୧୬ ବର୍ଷ । ଏହି ୧୬ ବର୍ଷର ପୁତୁରା ୨୧ ବର୍ଷୀୟ ପିଉସୀ ନାନୀକୁ ପ୍ରେମ କରୁଥିଲା ଆଉ ସେମାନେ ପ୍ରେମ କରି ଏକାଠି ରହିଥିଲେ । ଆଉ ଏକାଠି ରହି ପରସ୍ପର ସହ ସମ୍ପର୍କ ରଖୁଥିବା ବେଳେ ଗାଁ ଲୋକମାନେ ତାଙ୍କୁ ଧରି ପକାଇଥିଲେ । ଆଉ ଏହାପରେ ଏଭଳି କିଛି ଘଟଣା ଘଟି ଯାଇଥିଲା । ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ପିଉସୀ ନାନୀ ଆଉ ପୁତୁରା ଜଣଙ୍କୁ ଆପଣମାନେ ଏହି ଭିଡିଓରେ ଦେଖିପାରିବେ ।
Vv
ପିଉସୀ ନାନୀ ଜଣକ ପୁତୁରାକୁ ପ୍ରେମ କରିଛନ୍ତି ଆଉ ସ୍ଵାମୀ କରିବେ ବୋଲି ଭାବିଥାନ୍ତେ । ଏହି କଥା ମଧ୍ଯ କେହି ଜାଣି ନଥିଲେ । ପୁତୁରା ମଧ୍ୟ ପିଉସୀ ନାନୀକୁ ବିବାହ କରିବ ବୋଲି କହୁଥିଲା । ପିଉସୀ ନାନୀ ଆଉ ପୁତୁରା ଏକାଠି ବୁଲିଲେ ମଧ୍ଯ କେହି ସନ୍ଦେହ କରନ୍ତି ନାହିଁ । ଏହି ପୁତୁରା ଆଉ ପିଉସୀ ନାନୀ ପରସ୍ପରକୁ ଭଲ ପାଉଥିଲେ ବୋଲି କେହି ପରିବାର ଲୋକ ଜାଣି ନଥିଲେ । ଆଉ ହଠାତ୍ ସେମାନେ ଘରୁ ଫେରାର ହୋଇ ଯାଇଥିଲେ । ଘରୁ ଫେରାର ହୋଇଯିବା ପରେ ଏବେ ଏଭଳି ଘଟଣା ଘଟିଛି ।
ଏହି ଦୁଇଜଣଙ୍କ ମୃ-ତଦେହ ଏକ ବନ୍ଦ କୋଠରୀ ଭିତରୁ ମିଳିଛି । ଏହି ଦୁଇଜଣ ପ୍ରେମୀ ଯୁଗଳ ବନ୍ଦ ଘର ଭିତରେ ଏଭଳି କିଛି କରିଛନ୍ତି ନା ତାଙ୍କୁ କିଏ ହ-ତ୍ୟା କରିଛି ଏନେଇ ପ୍ରଶ୍ନ ଆସୁଛି । ଏହି ଦୁଇଜଣଙ୍କ ମୃ-ତଦେହ ଦେଖି ଏବେ ଝିଅର ପରିବାର ଲୋକେ ପୁଅର ଘର ଲୋକ ତାଙ୍କୁ ହ-ତ୍ୟା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ଏହି ଘଟଣା ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ଠାରୁ ୧୩ କିମି ଦୂରରେ ଦେଖିବାକୁ ମିଳିଛି । ଏହି ଶିମିଳିପାଳ ଗାଁରେ ଘଟିଛି । ଏବେ ଝିଅ ଘରଲୋକ ପୁଅ ଘରଲୋକଙ୍କ ଉପରେ ଅଭିଯୋଗ ଆଣିବା ପରେ ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Around The Web