Movie prime

ପୁଣି କାହିଁକି ହାଇକୋର୍ଟ ଗଲେ ଅନୁଭବ ମହାନ୍ତି ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଗୁଡ଼ିକ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ । ଅଭିନେତା ଅନୁଭବ ମହାନ୍ତିଙ୍କ ମାମଲା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏବେ ପର୍ଯ୍ୟନ୍ତ ତାଙ୍କ ମାମଲା କୋର୍ଟରେ ଚାଲିଛି । 
Vg
ଏବେ ଖବର ଆସିଛି କି ଅନୁଭବ ଏତେ ଥର କୋର୍ଟ କାହିଁକି ଯାଉଛନ୍ତି । ନିକଟରେ ଅର୍ଥାତ୍ କିଛିଦିନ ପୂର୍ବରୁ ତାଙ୍କୁ କୋର୍ଟ ସାମ୍ନାରେ ଦେଖା ଯାଇଥିଲା ଆଉ ସେ ଅନେକ କଥା ମଧ୍ୟ କହିଥିଲେ । ଆଉ ଏବେ ପୁଣି ଥରେ ଅନୁଭବ ମହାନ୍ତିଙ୍କୁ କୋର୍ଟରେ ଦେଖାଯାଇଛି । ଏବେ ଚର୍ଚ୍ଚା ହେଉଛି କି ଅନୁଭବ ମହାନ୍ତି କାହିଁକି କୋର୍ଟକୁ ଦୌଡ଼ିଲେ । ଅନୁଭବ ମହାନ୍ତି ଗତ ୧୯ ତାରିଖରେ କୋର୍ଟ ଯାଇଥିଲେ । ଆଉ ଏବେ ପୁଣି କୋର୍ଟରେ ତାଙ୍କୁ ଦେଖିବାକୁ ମିଳିଛି । ଅନୁଭବ ନାଁରେ କେଉଁ ମାମଲା ରୁଜ୍ଜୁ ହୋଇଛି ଆଉ ସେ କଣ ଦୋଷୀ ହେବେ ।
Bb
ଏଭଳି ଅନେକ କଥା ଏବେ ସାମ୍ନାକୁ ଆସୁଛି । ଅନୁଭବ ମହାନ୍ତି କହିଛନ୍ତି କୋର୍ଟର ଯାହା ନିର୍ଦ୍ଦେଶ ରହିବ ସେ ଏହାକୁ ମାନିବେ । ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଘରୋଇ ହିଂସା ମାମଲା ରୁଜ୍ଜୁ କରିଛନ୍ତି । ଆଉ ଏହି ଘଟଣା ପାଇଁ ସେ କୋର୍ଟ ଯାଉଛନ୍ତି । ବର୍ଷାଙ୍କ ବଡ ଭଉଣୀକୁ ପୂର୍ବ ଥର ଜେରା ହୋଇଥିଲା କିନ୍ତୁ ଏହା ସମ୍ପୂର୍ଣ୍ଣ ହୋଇନଥିଲା ଆଉ ସେଥିପାଇଁ ଏହାର ତାରିଖ ଆସିବା ପରେ ସେ କୋର୍ଟକୁ ଯାଇଥିଲେ । ଆଗକୁ ପୁଣି ସେ କୋର୍ଟ ଯିବେ ବୋଲି କହିଛନ୍ତି । 
ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ଏବଂ ତାଙ୍କ ଦୁଇ ସହଯୋଗୀଙ୍କ ନାଁରେ ଅଭିଯୋଗ ଆଣିଥିଲେ । ଏହି ମାମଲାରେ ପୋଲିସ ତଦନ୍ତ କରିବା ପରେ ଏବେ ଏହି ଘଟଣାକୁ ନେଇ କୋର୍ଟରେ ହାଜର କରାଯାଇଛି । ଆଉ ଏବେ ଅନେକ କିଛି କଥା ସାମ୍ନାକୁ ଆସିଛି । ବର୍ଷା ପ୍ରିୟଦର୍ଶିନୀଙ୍କ ବଡ ଭଉଣୀକୁ ଜେରା କରାଯାଇଥିଲା କିନ୍ତୁ ସମୟ ଅଭାବରୁ ଜେରା ଠିକସେ ହୋଇନାହିଁ । ଆଗକୁ ଅଗଷ୍ଟ ୧୯ ତାରିଖ ଦିନ ପୁଣି ଜେରା କରାଯିବ ବୋଲି ସୂଚନା ମିଳିଛି । ଏବେ ଏନେଇ ଅନେକ କଥା ସାମ୍ନାକୁ ଆସୁଛି ।