Movie prime

ପୁଣି ଘଟଣା ନେଲା ନୂଆ ମୋଡ଼ ଫସି ଯିବେକି ଅଭିନେତ୍ରୀ ରିୟା ଦେ !!!

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅଭିନେତ୍ରୀ ରିୟା ଦେଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ । ଆପଣମାନେ ଏବେ ରିୟା ଦେଙ୍କୁ ନେଇ ଆସିଥିବା ଅଭିଯୋଗ ବିଷୟରେ ତ ଜାଣିଥିବେ । ତାଙ୍କ ଘରେ ଜଣେ ନାବାଳିକା କାମ କରୁଥିଲେ । ଆଉ ଏବେ ସେ ଅଭିଯୋଗ ଆଣିଛନ୍ତି ।  Bb
ଏହି ଅଭିଯୋଗ ଆଧାରରେ ଅନେକ କଥା ସାମ୍ନାକୁ ଆସି ସାରିଲାଣି । ଲୋକମାନେ ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା କରୁଛନ୍ତି । ଏହି ଝିଅ ଜଣକ ହେଉଛନ୍ତି ବର୍ଷା । ବର୍ଷାଙ୍କ ବୟସ ୧୭ ବର୍ଷ ଥିବା ବେଳେ ସେ କାମ କରୁଥିଲେ ଆଉ ଏବେ ସେ ୧୮ ବର୍ଷ ୬ ମାସ ହୋଇ ସାରିଲାଣି । ଏବେ ବର୍ଷା କେଉଁଠାରେ ଅଛନ୍ତି ସେ ବିଷୟରେ ଜଣା ପଡୁ ନାହିଁ । ତାଙ୍କ ଝିଅ କେଉଁଠାରେ ଅଛନ୍ତି ତାହା ପଚାରିବା ପରେ ଅନେକ କଥା ସାମ୍ନାକୁ ଆସୁଛି । ବର୍ଷା ଯେତେବେଳେ କହିଥିଲେ କି ସେ ଘରକୁ ଯିବେ କିନ୍ତୁ ତାଙ୍କୁ ରିୟା ଘରକୁ ଛାଡନ୍ତି ନାହିଁ ।
Jj
ଏବେ ଓଡ଼ିଶାବାସୀ ଅନେକ କଥା ଭାବିବା ସହ ଅନେକ କିଛି କଥା ସାମ୍ନାକୁ ଆସୁଛି । ଏବେ ଝିଅ ନ ଆସିବା ପର୍ଯ୍ୟନ୍ତ କିଛି କରିହେବ ନାହିଁ । ଆଉ ରିୟା ଦେ କହିଛନ୍ତି ସତ୍ୟର ଜୟ ହେବ । ଆଉ ଏହି ଘଟଣା ସବୁ ମିଛ ବୋଲି ସେ କହିଛନ୍ତି । ବର୍ଷା ହେଉଛି ଗରିବ ଛୁଆ ସେ ଅନେକ କଷ୍ଟ କରିଛି । ଆଉ ତାକୁ ନ୍ୟାୟ ମିଳିବ । ରିୟା ଏବଂ ତାଙ୍କ ସ୍ଵାମୀ ଏହି ଝିଅ ଜଣକ ସହିତ ଅନେକ ଅତ୍ୟାଚାର କରିଛନ୍ତି । ଆଉ ରିୟା ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରିଛନ୍ତି । ଏବେ ତାଙ୍କ ସହିତ ଦେଖା କରିବାକୁ ଛାଡ଼ୁ ନାହାଁନ୍ତି । 
 
ପୋଲିସ କହୁଛନ୍ତି ତାଙ୍କ ଘରଲୋକ ଆସିଲେ ସେ ଛାଡିବେ । କିନ୍ତୁ ବର୍ଷାଙ୍କ ବଡ ଭଉଣୀ ଆସିଛନ୍ତି କିନ୍ତୁ ସେ ତାଙ୍କୁ ଘରକୁ ଛାଡ଼ୁ ନାହାଁନ୍ତି । ଏବେ ଜଣେ ଯୁବତୀ ଏହି ବିଷୟରେ ଅନେକ କଥା କହିବା ସହ ବର୍ଷାଙ୍କୁ ନ୍ୟାୟ ଦେବାକୁ କହିଛନ୍ତି । ଦେଖାଯାଉ ଏହି ଘଟଣାର ସଠିକ୍ ତଦନ୍ତ ହେବା ପରେ ସତ୍ୟ ଘଟଣା କଣ ତାହା ସାମ୍ନାକୁ ଆସିବ । ସତ୍ୟର ଜୟ ହେବ । ସତ୍ୟ ଘଟଣା ଜଣାପଡିବା ପରେ ଅନେକ କିଛି କଥା ଜଣାପଡ଼ିବ । ଆଉ ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଦେଖାଯାଉ ଏହି ଘଟଣା ଆଗକୁ କେଉଁ ମିଡ ନେଉଛି ।