ଟ୍ରେନ ଲାଇନରୁ ଯିବା ଆଗରୁ ମଧୁଙ୍କ ଶେଷ କଥା ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ
Jul 27, 2024, 17:38 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ତ ସବୁଆଡେ ସାମ୍ବାଦିକା ମଧୁମିତାଙ୍କ ଆତ୍ମ-ହ-ତ୍ୟା ଖବର ଆସୁଛି । ସାମ୍ବାଦିକା ମଧୁମିତା ଏବେ ଆଉ ଏହି ଦୁନିଆରେ ନାହାଁନ୍ତି । ଯେଉଁଦିନ ସେ ଏହି କାମ କରିଲେ ସେହିଦିନ ସେ ତାଙ୍କ ସ୍କୁଟିରେ ଯାଇଥିଲେ । ଆଉ ସ୍କୁଟିରେ ଯିବାର ଭିଡିଓ ସାମ୍ନାକୁ ଆସୁଛି । ସାମ୍ବାଦିକା ଜଣକ ହୃଦୟରୁ ଭଲ ମଣିଷ ଥିଲେ । ସେ ଏଭଳି କାମ କରିବେ ବୋଲି କେହି କେବେ ଭାବି ନଥିଲେ ।
ସାମ୍ବାଦିକା ମଧୁମିତା ବହୁତ ଭଲ ଥିଲେ । ଆଉ ସେ ତାଙ୍କ ସ୍ୱାମୀଙ୍କ ବିଷୟରେ ଏଭଳି କଥା ଜାଣିବା ପରେ ତାଙ୍କୁ ବହୁତ କଷ୍ଟ ହୋଇଥିଲା । ଆଉ ଏହିପରେ ସେ ତାଙ୍କ ଇନଷ୍ଟାଗ୍ରାମରେ କିଛି ପୋଷ୍ଟ କରିଥିଲେ । ସେ ସମସ୍ତଙ୍କୁ କ୍ଷମା ମାଗିଥିଲେ । ଇନଷ୍ଟାଗ୍ରାମରେ ମଧୁମିତା ପୋଷ୍ଟ କରିଥିଲେ ମମି ମୋତେ କ୍ଷମା କରିଦେବୁ । ଏହି ପୋଷ୍ଟ ଦେଖିବା ପରେ ମଧୁମିତାଙ୍କ ପରିବାର ଅନେକ କଥା ମନରେ ଭାବିଥିଲେ । ଆଉ ସେ ମଧୁମିତାଙ୍କ ପାଖକୁ କଲ୍ କରିଥିଲେ କିନ୍ତୁ ସେ କଲ୍ ଉଠାଇ ନଥିଲେ । କାରଣ ସେ ସେତେବେଳେ ସ୍କୁଟି ଧରି ଯାଉଥିଲେ ।
ସେ ସ୍କୁଟି ଧରି ମାଷ୍ଟର କ୍ୟାଣ୍ଟିନ ଆଡ଼କୁ ଯାଇଥିଲେ । ଆଉ ତାପରେ ଦେଖିଲା ବେଳକୁ ରେଳ ଧାରଣାରେ ତାଙ୍କର ମର ଶରୀର ପଡ଼ିଥିଲା । ତାଙ୍କର ମୁଣ୍ଡ, ଦେହ , ହାତ, ଗୋଡ଼ ସବୁ ଅଲଗା ହୋଇ ଯାଇଥିଲା । ସେ ସବୁଦିନ ପାଇଁ ପ୍ରାଣ ହରାଇ ଦେଇଥିଲେ । ବାହାଘରକୁ ମାତ୍ର ୪ ମାସ ହୋଇଥିଲା ଆଉ ସେ ଖୁସିରେ ଥିବାର ଦେଖେଇ ହେଉଥିଲେ ମଧ୍ୟ ସେ ଭିତରୁ ଭାଙ୍ଗି ପଡ଼ିଥିଲେ । ସ୍ବାମୀ ଜଣଙ୍କର ଏଭଳି କାମ ଦେଖି ସବୁଦିନ ପାଇଁ ଛାଡ଼ିଦେଲେ ତାଙ୍କ ଜୀବନ । ସ୍ଵାମୀ ଜଣକ ତାଙ୍କୁ ବିବାହ କରିବା ପୂର୍ବରୁ ଆଉ ପରେ ଅନେକ ଝିଅଙ୍କ ସହିତ ସମ୍ପର୍କ ରଖିଥିଲେ ।
ମଧୁ ଯେତେବେଳେ ଏହି ବିଷୟରେ ଜାଣିବା ପରେ ତାଙ୍କୁ ପଚାରିଥିଲେ ଏହି ବିଷୟରେ ସେତେବେଳେ ସ୍ଵାମୀ ଜଣକ କହିଥିଲେ ସେ ଏଭଳି କାମ କରିବେ ଆଉ ଅଧିକ କିଛି କହିଲେ ସେ ତାଙ୍କୁ ଛାଡପତ୍ର ଦେଇଦେବେ । ଏହାସହ ସେ ତାଙ୍କୁ ମାଡ ମାରିଥିଲେ । ମଧୁମିତା ଏଭଳି ନିଜ ଜୀବନ ହାରିବା ପୂର୍ବରୁ ଶେଷ ଥର ପାଇଁ ଏହି କଥା ସେ ତାଙ୍କ ସ୍ବାମୀଙ୍କୁ ପଚାରିଥିଲେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଶେଷ ଥର ସେ କଣ ତାଙ୍କ ସ୍ବାମୀଙ୍କୁ କହିଥିଲେ ଆଉ ସେ କଣ କହିଥିଲେ ତାହା ଜାଣିପାରିଲେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।