ପୃଥିବୀର ଏହି ୫ ଟି ରହସ୍ୟ ଦେଖି ମୁଣ୍ଡରେ ହାତ ଦିଅନ୍ତି ବୈଜ୍ଞାନିକ ଦେଖନ୍ତୁ ଏହି ଦୃଶ୍ୟ
Updated: Nov 1, 2023, 18:08 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣଙ୍କ ମନରେ ଅନେକ କଥା ଆସିବ ଆଉ ଏଭଳି କିଛି ଘଟଣା ଆପଣମାନେ ଏହି ଭିଡିଓରେ ଦେଖିପାରିବେ ଯାହା ଆପଣଙ୍କୁ ଅନେକ କିଛି କଥା ଜଣାଇବ ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଆଶ୍ଚର୍ଯ୍ୟ କରିଲା ଭଳି ଘଟଣା ବିଷୟରେ ସୂଚନା ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଜିନିଷ କ୍ୟାମେରାରେ କଏଦ ହେଇଥିବାର ଦେଖିପାରିବେ ଯାହା ଦେଖିଲେ ଆପଣ ବି ଅନେକ କିଛି କଥା ଜାଣିପାରିବେ । ଏହି ୫ ପ୍ରକାରର ଜିନିଷ କ୍ୟାମେରାରେ କଏଦ ହୋଇଛି ।
୧) ହେଡଲେସ ଫିସ - ଜଣେ ମହିଳା ପାଣି ଭିତରେ ପହଁରିବା ସମୟରେ ଦେଖିଥିଲେ ଏଭଳି ଏକ ମାଛ ଯାହାର ମୁଣ୍ଡ ନଥିଲା । ଆଉ ଏହି ମାଛ ଖାଦ୍ୟ ଖୋଜିବା ପାଇଁ ଆସିଥିଲା ।
୨) କ୍ରୋଜ ଇନଭାଡିଂ - ଜାପାନର ଏକ ସହରରେ ଏକ ସ୍ଥାନ ଅଛି ଯେଉଁଠାରେ ଅନେକ କାଉଙ୍କୁ ଦେଖିବାକୁ ମିଳିଥିଲା । ଆଉ ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତାପରେ କିଛି ସମୟ ପରେ ସେଠାରେ ଥିବା କାଉମାନେ ଚାଲି ଯାଇଥିଲେ କାହାର କିଛି କ୍ଷତି କରି ନଥିଲେ ।
୩) ଡାରିଓକୋଷ୍ଟା - ଜଣେ ପାଇଲଟ ତାଙ୍କ ଜୀବନର ଅଧିକ ସମୟ ଆକାଶ ମାର୍ଗରେ ବିତାଇଛନ୍ତି । ସେ ସବୁଠାରୁ କମ ସମୟ ମାଟି ଉପରେ ବିତାଇଛନ୍ତି । ଏହି ବ୍ୟକ୍ତି ଜଣକ ଅର୍ଥାତ୍ ଡାରିଓକୋଷ୍ଟା ଏକ ଟର୍ନଲ ମଧ୍ୟରେ ତାଙ୍କ ପ୍ଲେନକୁ ଉଡ଼ାଇ ଥିଲେ । ଏହି ବ୍ୟକ୍ତି ଜଣକ ଏହି ସ୍ଥାନରେ ପ୍ଲେନ୍ ଉଡାଇବାରେ ସଫଳ ହୋଇଥିଲେ ।
୪) ସ୍ଲିପଙ୍ଗ ୱିଥ ସ୍ନେକ - ଜଣେ ବ୍ୟକ୍ତି ତାଙ୍କ ବେଡ଼ରେ ଶୋଇଥିଲେ ତାଙ୍କୁ ଅଲଗା ପ୍ରକାରର ଲାଗୁଥିଲା । ଆଉ ସେ ଯେତେବେଳେ ବେଡ ଖୋଲି ଦେଖିଲେ ସେହି ବେଡ ଭିତରେ ଅନେକ ସାପ ଥିଲେ । ଆଉ ସେହି ସାପ କୌଣସି କ୍ଷତି କରିନଥିଲେ ବ୍ୟକ୍ତି ଜଣଙ୍କର ।
୫) ହ୍ୱାଇଟ ହ୍ୱେଲ କାଲ୍ଫ - ଏକ ଜଳାଶୟରେ ଏଭଳି କିଛି ଜିନିଷ ଦେଖିବାକୁ ମିଳିଥିଲା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ବା ଏହି ପ୍ରକାରର ମାଛ ଦେଖିପାରିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।