ପାକିସ୍ଥାନ ରେ ଗୃହଯୁଦ୍ଧ ଆଶଙ୍କା : ଖାଇବା ପାଇଁ ପୀଟାପିଟି ହେଲେ ସାଧାରଣ ଜନତା..

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ଙ୍କୁ ଏବେ ଡର ଲାଗୁଛି। ସେ ତାଙ୍କର ମୁହଁ ରେ ବାରମ୍ବାର ଭାରତର ନାମ ନେଉଛନ୍ତି। ଭାରତର ଗୁଇନ୍ଦା ବିଭାଗ ର ନାଁ ନେଉଛନ୍ତି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏଭଳି କରୁଛନ୍ତି
ପାକିସ୍ତାନ ର କାମଚଳା ପ୍ରଧାନମନ୍ତ୍ରୀ ଅନୱର୍ ଉଲ୍ ହକ୍ କକ୍କର। ବଲୁଚିସ୍ଥାନ ବିଦ୍ରୋହ ଦେଶରେ ଏବେ ଯେଭଳି ଗୃହ ଯୁଦ୍ଧର ରୂପ ନେଲାଣି ଏହାକୁ ନେଇ ଭୟଭୀତ ହୋଇଛନ୍ତି ପାକ ପ୍ରଧାନମନ୍ତ୍ରୀ।
ଏହି ବିଦ୍ରୋହ ଏବେ ପାକ୍ ସରକାର ଙ୍କ ରାତିର ନିଦ କୁ ହଜାଇ ଦେଇଛି। ବଲୁଚିସ୍ଥାନ ଲୋକେ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତାଙ୍କ ମତାରେ ବଲୁଚିସ୍ଥାନ ଉପରେ ପାକ ସରକାର ଙ୍କ ଅନ୍ୟାୟ ଦିନକୁ ଦିନ ବଢ଼ି ବଢ଼ି ଚାଲିଥିବା ବେଳେ
ଏହାକୁ ବିରୋଧ କରି ପ୍ରତିବାଦ କରିଛନ୍ତି ସେଠାକାର ଲୋକେ। ସେଠାକାର ଲୋକଙ୍କୁ ହ-ତ୍ୟା କରିବା ଓ ସମସ୍ତ ସୁବିଧା ସୁଯୋଗ ରୁ ସେମାନଙ୍କୁ ବଞ୍ଚିତ କରିବା ଭଳି ଅନେକ ଅଭିଯୋଗ ପାକିସ୍ତାନ ସରକାର ଙ୍କୁ ବିରୁଦ୍ଧରେ ହୋଇଛି।
ଏହାକୁ ନେଇ ଗତ ଏକ ମାସରୁ ଅଧିକ ସମୟ ହେବ ବିଦ୍ରୋହ ଲାଗି ରହିଛି। ଏହି ବିଦ୍ରୋହ ଏବେ ଗୃହ ଯୁଦ୍ଧର ରୂପ ନେଲାଣି। ହଜାର ହଜାର ସଂଖ୍ୟକ ଲୋକମାନେ ଏବେ ଆନ୍ଦୋଳନର ସମ୍ମୁଖୀନ ହୋଇଛନ୍ତି।
ପାକିସ୍ତାନ ସରକାର ଓ ସେନା ମାନଙ୍କ ବିରୁଦ୍ଧରେ ସେମାନେ ଜୋରଦାର ମଧ୍ଯ ବର୍ଷି ଛନ୍ତି। ସାର୍ବଜନୀନ ସଭା କୁ ଅଙ୍କୁଶ ଲଗାଇବା ସରକାର ଙ୍କୁ ବିରୋଧ କରିବାକୁ ପଡିଛି। ବୋହୁ ସଂଖ୍ୟକ ଲୋକେ ଏବେ ପାକିସ୍ଥାନ କୁ ବିରୋଧ କରିଛନ୍ତି।
ଏଭଳି ଏହି ବିବାଦ ଏବେ ଖୁବ୍ ତେଜିବା ରେ ଲାଗିଛି। ଏହାକୁ ନେଇ ପ୍ରତ୍ୟେକ ଦିନ ଅନେକ ଭିଡିଓ ସବୁ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏବଂ ଏହାକୁ ମଧ୍ୟ ଅନେକ ଲୋକମାନେ ବିରୋଧ କରିଥିବା ନଜର ଆସିଛନ୍ତି।
ତେବେ ଏହି ଘଟଣା ସଂପର୍କରେ ଦେଖି ସାରିବା ପରେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।