ମା-ଟି ତଳେ ଅଛି ଏମିତି ଏକ ସୁନ୍ଦର ଦୁନିଆ ଯାହାକୁ ଆପଣ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ

 
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ହଜାର ବର୍ଷର ପୁରୁଣା ରହସ୍ୟମୟ ସହର ବର୍ତମାନ ମାଟି ତଳେ ଦେଖିବାକୁ ମିଳିଛି।
ଦୁନିଆରେ ଏପରି ଜିନିଷ ରହିଛି ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ କେହି ଜାଣି ନାହାଁନ୍ତି।ଏପରି ଏକ ସ୍ଥାନ ରହିଛି ଯାହାର ନାମ ହେଉଛି ଲେକ୍ କ୍ୟାଣ୍ଡି।ଏହି ସ୍ଥାନଟି ରହସ୍ୟମୟ ଏବଂ ରୋମଞ୍ଚକ ଅଟେ।
ଏହି ସ୍ଥାନର ଜଙ୍ଗଲ ପାଣି ରେ ବୁଡି ହୋଇ ରହିଛି।ପାଣି ଭିତରେ ବିଶାଳକାୟ ଗଛ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।କୁହାଯାଏ ଯେ ୧୯୧୧ ମସିହା ରେ ଏହି ଇଲାକା ରେ ଭୟଙ୍କର ଭୂମିକମ୍ପ ହୋଇଥିଲା।
ଏହାର ପାଣି ବହୁତ ଥଣ୍ଡା ହୋଇଥାଏ।ଏହି ସ୍ଥାନ ଟି ପର୍ଯ୍ୟଟକ ମାନେ ଦେଖି ବହୁତ ଖୁସି ହୋଇଥାନ୍ତି।ଏହି ସ୍ଥାନ କୁ ଦୂର ଦୂରରୁ ଅନେକ ଲୋକମାନେ ବୁଲିବା ପାଇଁ ଆସିଥାନ୍ତି। 
ଶୀତ ଦିନରେ ଲୋକମାନେ ମାଛ ଧରିଥାନ୍ତି ବୋଲି ମଧ୍ୟ ଜଣାଯାଏ।ଦୁନିଆରେ ଏପରି ରହସ୍ୟ ରହିଛି ଯିଏ କି କେହି ସମାଧାନ କରି ପାରି ନାହାଁନ୍ତି।ରହସ୍ୟ ଗୁଡ଼ିକ ଜାଣିବା ପାଇଁ ବହୁତ ଚେଷ୍ଟା କରିଥାନ୍ତି।
ଆଉ ଏକ ସ୍ଥାନ ରହିଛି ମେକ୍ସିକୋ।ସୂଚନା ଅନୁସାରେ ମେକ୍ସିକୋ ରେ ଯେଉଁ ସ୍ଥାନ ଦେଖିବାକୁ ମିଳିଛି ତାହା ମାଟି ତଳୁ ମିଳିଛି।ଏହି ସ୍ଥାନ କୁ ପୁରା ଦୁନିଆରେ ପ୍ଲେସ ଅଫ ଗଡ ବୋଲି ମଧ୍ୟ କୁହାଯାଏ।
ଭଗବାନ ଙ୍କ ନାମରେ ଏହି ସ୍ଥାନ ଜଣା ଯାଇଥାଏ।କୁହାଯାଏ ଯେ ଯେତେବେଳେ ବର୍ଷା ହୋଇଥିଲା ସେତେବେଳେ ମାଟି ସବୁ ଧୋଇ ହୋଇ ଯିବାରୁ ମାଟି ଭିତରେ ଥିବା ଏହି ରହସ୍ୟମୟ ସହର ଟି ଉପର କୁ ଚାଲି ଆସିଲା।
ସେହି ଦିନ ଠାରୁ ଲୋକ ମାନଙ୍କୁ ଏହି ସହର ବିଷୟରେ ଜାଣି ଗଲେ। ନଚେତ୍ ଏହି ସହରର ରହସ୍ୟ କେବେ ଜାଣି ପାରି ନଥାନ୍ତେ।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।