କେଜରିୱାଲ କହିଲେ - ବିଜେପି ରୁ ମତେ ମିଳିଛି ୧୨୫ କୋଟି ଟଙ୍କା ର ଅଫର୍ : ଏମାନେ ମତେ କଣ ଭାବୁଛନ୍ତି କି...

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିହାର ରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ବିବାହର ଆମ୍ ଆଦମୀ ପାର୍ଟି ଭାରତୀୟ ଜନତା ପାର୍ଟି ମଧ୍ୟରେ ଆଣିଛି ଗୁରୁତର ଅଭିଯୋଗ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦାବୀ କରିଛନ୍ତି ଯେ ନିର୍ବାଚନ ପୂର୍ବରୁ ତାଙ୍କର କିଛି ବିଧାୟକ ଙ୍କୁ ୨୫ କୋଟି ଟଙ୍କାର ଅଫର୍ ଦିଆ ଯାଇଥିଲା। ଆଉ ଏହାର ପ୍ରମାଣ ମଧ୍ୟ ଖୁବ ଶୀଘ୍ର ସାର୍ବଜନୀନ ହେବ।
ତେବେ ଆପ ବିଜେଡ଼ି ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିବା ପ୍ରଥମ ଘଟଣା ନୁହେଁ। ଏନେଇ ଟୁଇଟ୍ କରି କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ତାଙ୍କର ସତ ଜଣ ବିଧାୟକ ଙ୍କ ସହ ଯୋଗାଯୋଗ କରିଥିଲେ।
ଏଥି ସହ କେଜରିୱାଲ ଙ୍କୁ ଗିରଫ କରାଯିବା ନେଇ ମଧ୍ୟ କହିଥିଲେ। ଏଭଳି କରି ତାଙ୍କର ବିଧାୟକ ମାନଙ୍କୁ ଭାଙ୍ଗିବେ। ସେ କହିଥିଲେ କି ୨୧ ଜଣ ବିଧାୟକ ଙ୍କ ସହ ଆଲୋଚନା ମଧ୍ୟ ହୋଇ ସାରିଛି।
ବାକି ଅନ୍ୟ ମାନଙ୍କ ସହ ମଧ୍ୟ ଖୁବ ଶୀଘ୍ର କଥାବାର୍ତ୍ତା କରାଯିବ। ଏହା ପରେ ସେମାନେ ଦିଲ୍ଲୀ ର ଆମ ଆଦମୀ ପାର୍ଟି ସରକାର କୁ ହଟାଇ ଦେବେ। କିଛି ଏଭଳି ଅଭିଯୋଗ ବିଜେପି ବିରୁଦ୍ଧରେ ଆମ୍ ଆଦମୀ ପାର୍ଟି ଆଣିଛି।
୨୫ କୋଟି ଟଙ୍କା ନେଇ ବିଜେପି ବିଧାୟକ ଙ୍କୁ ପ୍ରତିଦ୍ବନ୍ଦିତା କରିବା ପାଇଁ ଅଫର୍ ଦିଆ ଯାଇଛି। ଏକଥା ନିଜେ ଟୁଇଟର ରେ ପୋଷ୍ଟ କରି କହିଛନ୍ତି। ସେମାନେ ଏଯାଏଁ କେବଳ ୭ ଜଣ ବିଧାୟକଙ୍କ ସହ ଯୋଗାଯୋଗ କରିଛନ୍ତି।
ସେ କହିଛନ୍ତି ଦିଲ୍ଲୀ ଆମ୍ ଆଦମୀ ଙ୍କୁ ହଟାଇବା ପାଇଁ ଏବେ ଷଡ଼ଯନ୍ତ୍ର କରୁଛି ବିଜେପି। ଗତ ନଅ ବର୍ଷ ମଧ୍ୟରେ ଆପ୍ ସରକାର କୁ ହଟେଇବା ନେଇ ବିଜେପି ଅନେକ ଷଡ଼ଯନ୍ତ୍ର କରିଥିଲା।
ଅନେକ ଥର ମଧ୍ୟ ବିଜେପି ନାମରେ ଆପ ଅଭିପୋଗ ଆଣି ସାରିଛି। ତେବେ ଏହି ଘଟଣା ବର୍ତ୍ତମାନ୍ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।