ଜହ୍ନ କୁ ଯାତ୍ରା କରିବେ ମହିଳା, ସରିଲାଣି ସମସ୍ତ ପ୍ରସ୍ତୁତି

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏବେ ଚନ୍ଦ୍ର ଜଗତକୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ । ଏବେ ନାସା ତରଫରୁ ଏହି ଖବର ଆସିଛି । ଏହି ଖବର ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଚନ୍ଦ୍ର ଜଗତକୁ ନେଇ ଏକ ଖବର ଆସିଛି । 
ଏବେ ଏହି ଖବରକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । ଏବେ ନାସା କରିଛି ବଡ ଘୋଷଣା । ଯୁଗ ବଦଳିବା ସହିତ ବିଜ୍ଞାନ ମଧ୍ୟ ବଦଳି ଯାଇଛି । ବିଜ୍ଞାନ ଦିନକୁ ଦିନ ବହୁତ ଅଗ୍ରଗତି କରିଲାନି ।
ବିଜ୍ଞାନ ଦ୍ଵାରା ଅନେକ ଖବର ସାମ୍ନାକୁ ଆସୁଛି । ଆଗରୁ ଥରେ ଚନ୍ଦ୍ରକୁ ମଣିଷ ପଠା ଯାଇଥିଲା । ଆଉ ଏବେ ପୁଣି ୫୦ ବର୍ଷ ପରେ ମଣିଷ ପଠାଯିବ ବୋଲି ନାସା ତରଫରୁ ସୂଚନା ମିଳିଛି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣ ଜାଣିପାରିବେ ।
ବର୍ତ୍ତମାନ ସମୟରେ ନାରୀ ଏବଂ ପୁରୁଷ ସମସ୍ତେ ସମାନ । ପୁରୁଷ ଯାହା କରୁଛି ନାରୀ ତାହା କରି ପାରିବ । ନାରୀ ଜାତି ଏବେ ସବୁଥିରେ ଆଗୁଆ ଅଛି । ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଏହି ମହିଳା ଜଣକ ।
ଏହି ମହିଳା ଜଣକ ପ୍ରଥମ ମହାକାଶଚାରୀ ଭାବରେ ଚନ୍ଦ୍ରକୁ ଯାତ୍ରା କରିବେ । ଏହି ମହିଳା ଜଣଙ୍କର ନାମ ହେଉଛି ଖ୍ରୀଷ୍ଟେନା କୋଚ । ସେ ପ୍ରଥମ ମହିଳା ମହାକାଶଚାରୀ ଭାବରେ ଚନ୍ଦ୍ରକୁ ଯାଉଛନ୍ତି । ସେ ୨୦୧୩ ମସିହାରେ ନାସାରେ ଜଣେ ଫ୍ଲାଇଟ ଇଞ୍ଜିନିୟର ଭାବରେ ଯୋଗ ଦେଇଥିଲେ ।
ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସେ ପୂର୍ବରୁ କାମ କରିଛନ୍ତି । ଏହାସହ ସେ ମହାକାଶରେ ୩୨୮ ଦିନ କାଟି ସାରିଛନ୍ତି । ତାଙ୍କ ପାଖରେ ଏହି ଅଭିଜ୍ଞତା ରହିଛି । ୨୦୨୪ ମସିହା ଶେଷ ଆଡ଼କୁ ବା ୨୦୨୫ ମସିହା ଆରମ୍ଭରେ ଏହି ଯାତ୍ରା ହେବ ବୋଲି ଜଣାପଡିଛି ।
ଏହି ଯାତ୍ରା କରିବେ ଚାରି ଜଣ ମହାକାଶଚାରୀ । ଚନ୍ଦ୍ରକୁ ଯତ୍ରା କରିବେ ଏହି ଚାରି ଜଣ । ଏହି ଯାତ୍ରା କରୁଥିବା ଲୋକମାନଙ୍କ ଭିତରୁ ୩ ଜଣ ଆମେରିକାର ଏଵଂ ଜଣେ କାନାଡାର ବୋଲି ଜଣାପଡିଛି । ଏହି ଯାତ୍ରା ୧୦ ଦିନ ହେବ ବୋଲି କୁହାଯାଇଛି ।