ଦୁନିଆରେ ଅଛି ଏମିତି କିଛି ରେଳ ପଥର ମାର୍ଗ ଯେଉଁଠି ଯିବାକୁ ଲୋକମାନେ ଭୟ କରନ୍ତି ଦେଖନ୍ତୁ ଆଉ କୁହନ୍ତୁ ଆପଣ ଏହି ରେଳ ମାର୍ଗରେ ଯାଇ ପାରିବେ କି ?

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଏବଂ ସବୁ ଅଞ୍ଚଳକୁ ନେଇ ଆସୁଥିବା ଖବର ବିଷୟରେ ଜାଣିଥିବେ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆପଣମାନେ ସମସ୍ତେ ତ ରେଳ ଯାତ୍ରା ବିଷୟରେ ଜାଣିଥିବେ । ଏବେ ସବୁ ଆଡେ ସୁବିଧା ସୁଯୋଗ ହୋଇଗଲାଣି ।
ଲୋକମାନେ ଆଉ ଅସୁବିଧାରେ ଚଳିବାକୁ ପସନ୍ଦ କରୁ ନାହାଁନ୍ତି । ଲୋକମାନେ ସବୁବେଳେ ଅନେକ ମାର୍ଗରେ ଯିବାଆସିବା କରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଟ୍ରେନ ଦେଖିପାରିବେ ଯାହା ହେଉଛି ସବୁଠାରୁ ଖତରନାକ । ଟ୍ରେନ ଯାତ୍ରା ବେଳେବେଳେ ବହୁତ ଭୟାନକ ହୋଇଥାଏ ।
ଯେତେବେଳେ ଟ୍ରେନ ସୁଡ଼ଙ୍ଗ, ପାହାଡ ଏବଂ ଅନ୍ୟ ରାସ୍ତା ଦୁଇ ଯାଉଥିବ ସେହି ସମୟରେ ବହୁତ ଭୟ ଆସିଥାଏ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ରେଳୱେ ଟ୍ରାକ ଦେଖିବେ ଯାହା ଆପଣ ଦେଖିଲେ ଭୟଭୀତ ହୋଇ ଆଶ୍ଚର୍ଯ୍ୟ ହୋଇଯିବେ ।
୧) ହ୍ୱାଇଟ ପାସ୍ ଆଣ୍ଡ ୟୁକୋନ ରୋଟ - ଏହି ଟ୍ରାକ ୧୭୨ କିଲୋମିଟର ଲମ୍ବା ଅଟେ । ଏହା ପାହାଡ ମଝିରେ ଯାଇଛି । ଯେଉଁଠାରେ ବରଫ ପଡ଼ିଥାଏ । ଏହା କାନାଡା ଆଉ ଆମେରିକା ଯାଇଥାଏ । 
୨) ରାମେଶ୍ଵରମ ରେଲୱେ ଟ୍ରାକ - ଆମ ଭାରତରେ ମଧ୍ୟ ଖତରନାକ ରେଳୱେ ଟ୍ରାକ ରହିଛି । ଏହା ସମୁଦ୍ର ଉପରେ ବନା ଯାଇଛି । ୨.୦୬ କିଲୋମିଟର ଲମ୍ବ ଅଟେ । ଏହା ସମୁଦ୍ର ମଝିରେ ଅବସ୍ଥିତ । ଏହି ଟ୍ରାକରେ ଯାତ୍ରା କରିଲେ ଭୟ ଲାଗିଥାଏ ।
୩) ଟ୍ରେନ ଟୁ ଦି କ୍ଲାଉଡସ ଆର୍ଜେଣ୍ଟିନା କୋଷ୍ଟ - ଏହା ସବୁଠାରୁ ଭୟାନକ ରେଲୱେ ଟ୍ରାକ ଅଟେ । ଏହା ୧୯୪୦ ମସିହାରେ ତିଆରି ହୋଇଥିଲା । ଏହାକୁ ତିଆରି କରିବା ପାଇଁ ୨୭ ବର୍ଷ ଲାଗିଥିଲା । ଏହା ପାହାଡ ଦେଇ ଗତି କରିଥାଏ । 
୪) ମାକଲଙ୍ଗ ରେଳୱେ ମାର୍କେଟ ଟ୍ରାକ - ଏହି ଟ୍ରାକ ଥାଇଲାଣ୍ଡର ଏକ ମାର୍କେଟ ଦେଇ ଗତି କରୁଛି । ଏହା ମାର୍କେଟ ଠାରୁ ଏକ ଫୁଟରୁ କମ୍ ଦୂରରେ ଚାଲିଥାଏ । ଏହା ବହୁତ ଖତରନାକ ଅଟେ । 
୫) ଡେଥ ରେଳୱେ - ଏହି ରେଳୱେ ଟ୍ରାକ ୪୫୦ କିଲୋମିଟର ଲମ୍ବ ଅଟେ । ଥାଇଲାଣ୍ଡ ସରକାର ବର୍ମା ଏବଂ ଥାଇଲାଣ୍ଡକୁ ଯୋଡିବା ପାଇଁ ଏହି ରେଳୱେ ଟ୍ରାକ କରିଥିଲେ । ୧୯୪୭ ମସିହାରେ ଏହି ଟ୍ରାକ ବନ୍ଦ କରାଯାଇଥିଲା । ତାପରେ ୧୦ ବର୍ଷ ପରେ ପୁଣି ଏହା ଖୋଲା ଗଲା । ଏହା ବହୁତ ଭୟାନକ ଅଟେ ।
୬) ଆସୋ ମିନାମି ଟ୍ରେନ ବ୍ରିଜ - ଏହା ଦୁନିଆର ସବୁଠାରୁ ଖତରନାକ ରେଳୱେ ଟ୍ରାକ ଅଟେ । ଏହା ଜାପାନ ଦେଶରେ ଅଛି । ଜ୍ଵଲାମୁଖି ଏହି ରେଳୱେ ଟ୍ରାକ ଦ୍ଵାରା ଦେଖାଯାଇଥାଏ । 
୭) ଡେଭିଲ୍ସ ନୋଜ, ଇକୁଆଡ୍ର - ଏହା ବହୁତ ଭୟାନକ ଅଟେ । ୧୯୦୨ ମସିହାରେ ଏହି ଟ୍ରାକ ବନା ଯାଇଥିଲା । ଏହା ବହୁତ ଖତରନାକ ଅଟେ । ଏହି ରେଳୱେ ଟ୍ରାକ ତିଆରି ହେବା ସମୟରେ ଅନେକ କର୍ମଚାରୀ ମୃ-ତ୍ୟୁବରଣ କରିଛନ୍ତି ।