Russia ବିବାଦରେ ପୁଣି ଆସିଲା ନୂଆ ମୋଡ଼ ଶେଷରେ ଋଷ ବାସୀଙ୍କ ନୂଆ ସଙ୍କଟ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କରୋନା ମହାମାରୀ ପାଇଁ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଅନେଜ ଯୋଜନା ଲୋକ ମାନଙ୍କ ପାଇଁ କରାଯାଇଥିଲା। ଏହି ଯୋଜନା ମଧ୍ୟରୁ ଏକ ଯୋଜନା ହେଉଛି ଗରିବ କଲ୍ୟାଣ ଅନ୍ନ ଯୋଜନା ଯାହାକି ସେହି ସମୟରେ ଆରମ୍ଭ କରାଯାଇ ଥିଲା। ଏହି ଯୋଜନା ଦ୍ୱାରା ମଧ୍ୟ ଆମ ଦେଶରେ ଥିବା ୮୦ କୋଟି ଲୋକ ମାନେ ମାଗଣାରେ ପାଞ୍ଚ କେଜି ଶସ୍ୟ ପାଉଥିଲେ।
ପ୍ରଥମେ ଏହି ଗରୀବ କଲ୍ୟାଣ ଅନ୍ନ ଯୋଜନା କୁ ତିନି ମାସ ପର୍ଯ୍ୟନ୍ତ ଲାଗୁ କରାଯାଇ ଥିଲା। ପରେ ଏହାର ଅବଧି କୁ କେନ୍ଦ୍ର ସରକାର ଛଅ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଯାହାର ଶେଷ ତାରିଖ ମଧ୍ୟ ନିର୍ଦ୍ଧାରିତ କରାଯାଇ ଅଛି ଯାହାକି ହେଉଛି ସେପ୍ଟେମ୍ବର ୩୦। ତେବେ ଯଦି ଆପଣ ମାନେ ଗରୀବ କଲ୍ୟାଣ ଅନ୍ନ ଯୋଜନା ରେ ପାଞ୍ଚ କିଲୋ ଶସ୍ୟ ମାଗଣା ପାଉଛନ୍ତି,
ତେବେ ଏବେ ଆପଣ ମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ଆସିଛି। ଆଜ୍ଞା ହଁ କେନ୍ଦ୍ର ସରକାର ପୁଣି ଥରେ ଗରୀବ କଲ୍ୟାଣ ଅନ୍ନ ଯୋଜନା ର ଅବଧି କୁ ବଢ଼ାଇବାକୁ ଯାଉଛନ୍ତି। ଯାହାଦ୍ଵାରା କି ଆମ ଦେଶରେ ଥିବା ୮୦ କୋଟିରୁ ଅଧିକ ଲୋକ ମାନେ ପୁଣି ଥରେ ପାଞ୍ଚ କେଜି ଶସ୍ୟ ମାଗଣାରେ ପାଇ ପାରିବେ। ତେବେ ଯଦି ଆପଣ ମାଗଣା ଶସ୍ୟ ପାଉଥାନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଖୁସି ଖବର ଅଟେ।
ଏବେ ଏହାର ଅବଧି ସମୟ ବଢିବା ଖବର ଶୁଣି ଅନେକ ଗରିବ ଲୋକଙ୍କ ମୁହଁରେ ହସ ଖେଳି ଯାଇଛି। ଏବଂ ସେମାନେ ମଧ୍ଯ ସରକାର ଙ୍କ ଏଭଳି ନିଷ୍ପତ୍ତି କୁ ବେଶ ପ୍ରଶଂସା ମଧ୍ଯ କରିଛନ୍ତି। ଏହି ଯୋଜନା କେନ୍ଦ୍ର ସରକାରଙ୍କ ପକ୍ଷ ରୁ ଭିନ୍ନ ଏକ ପ୍ରୟାସ ଅଟେ। ତେବେ ଯଦି ଆପଣ ସରକାର ଙ୍କ ଏହି ଯୋଜନା କୁ ପଶନ୍ଦ କରନ୍ତି ତେବେ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ।