ଆଉ ରହିଲା ଅଳ୍ପ ସମୟ ୨୦୫୦ ଭିତରେ ବୁଡ଼ି ଯିବ ଏହି ସବୁ ଜାଗା ଏବେଠୁ ଜାଣି ରଖନ୍ତୁ କେଉଁ କେଉଁ ଜାଗାରେ ଲାଗିଛି ନାଲି ସଂକେତ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ଆଶ୍ଚର୍ଯ୍ୟ କର ବିଷୟ ସମ୍ଵନ୍ଧରେ କହିବାକୁ ଯାଉଛୁ। ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଏହା ହେଉଛି ମୁମ୍ବାଇ ଆଉ କିଛି ଦିନ ପରେ ସମୁଦ୍ର ମଧ୍ୟରେ ଲୀନ ହୋଇଯିବ।୨୦୫୦ ମସିହା ସମୟବେଳକୁ ଏହା ସଂପୂର୍ଣ୍ଣ ଭାବରେ ଦେଖିବାକୁ ମିଳିବ।
ଯେତେବେଳେ ମୁମ୍ବାଇ ରେ କେହି ରହୁ ନଥିଲେ ସେତେବେଳେ ଏଠାରେ ମାଛଧରାଳି ମାନେ ରହୁଥିଲେ। ଏହାପରେ ସେ ରହୁଥିବା ସ୍ଥାନ କୁ ସମୁଦ୍ର ଜଳ ମାଡ଼ି ଆସିବା ପରେ ସେ ସେମାନେ ସବୁ ସେଠାରୁ ଉଠି ପଳାଇଲେ। ଏବେ ୧୦ ବର୍ଷ ମଧ୍ୟରେ ମୁମ୍ବାଇର ପ୍ରାୟ ୧୮ ଇଞ୍ଚ୍ ର ଏରିଆ ଜଳ ମଗ୍ନ ହୋଇ ଯାଇଥିଲା। ଏବଂ ଏହା ଧୀରେ ଧୀରେ ବଢ଼ି ବଢ଼ି ଯାଉଛି। ଏହାର ଗୋଟେ କାରଣ ଲଗାତାର ଗଛ କାଟିବା ଦ୍ବାରା ମଧ୍ଯ ହୋଇଥାଏ।
ଗଛ କାଟିବା କାରଣରୁ ଗରମ ବଢୁଛି ଓ ଗରମ ହେବା ଦ୍ବାରା ବରଫ ମଧ୍ୟ ତରଳି ବାରେ ଲାଗୁଛି। ବରଫ ତରଳିବା ଦ୍ବାରା ତାହା ପାଣି ରେ ପରିଣତ ହୁଏ ଓ ମୁମ୍ୱାଇ ର ତିନି ପାର୍ଶ୍ଵ ରୁ ଜଳ ଘେରି ରଖିଛି। ଯେବେ ଯେବେ ବରଫ ତରଳି ଥାଏ ସେତେବେଳେ ମୁମ୍ବାଇ ର ଜଳ ସ୍ଥର ଏକ ଇଞ୍ଚ୍ ଲେଖା ବଢ଼ି ମଧ୍ୟ ଥାଏ।
ଏବେ ସମୟ ଥାଉ ଥାଉ ଆମେ ଯଦି ସତର୍କ ହେବା ନାହିଁ ତେବେ ଖୁବ କମ ଦିନ ମଧ୍ୟରେ ମୁମ୍ୱାଇ ର ନମୋ ନିଶାନ କିଛି ରହିବ ନାହିଁ। ସମଗ୍ର ଜଳ ମଗ୍ନ ହୋଇଯିବ ମୁମ୍ବାଇ । ଏବଂ ସାବଧାନତା ସବୁ ଅବଲମ୍ବନ ନକଲେ ଆଉ ମାତ୍ର ୨୮ ବର୍ଷ ମଧ୍ୟରେ ଜଳରେ ସଂପୂର୍ଣ୍ଣ ଭବେ ଲୀନ ହୋଇଯିବ ଭାରତର ଏକ ପ୍ରଧାନ ସହର ମୁମ୍ବାଇ।