ନାତି ଜନ୍ମଦିନ ରେ Mukesh Ambani ସାରିଲେ ଏତେ ଟଙ୍କା ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ ଦେଖନ୍ତୁ କେତେ ଟଙ୍କା ଉଡ଼ାଇଲେ

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ତ ସମସ୍ତେ ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଆମ୍ବନୀଙ୍କୁ ଜାଣିଥିବେ । ସେ ବହୁତ ଧନୀ ଲୋକ ଅଟନ୍ତି । ତାଙ୍କ ପାଖରେ ବହୁତ ଧନ ଅଛି । ଆଉ ସେ ବହୁତ ଭଲ ମଣିଷ । ତାଙ୍କର ଅନେକ ପ୍ରକାରର ବ୍ୟବସାୟ ଅଛି । ଆଉ ଆଜିକା ଯୁଗରେ ଆପଣମାନେ ଯେଉଁ ଜିଓ ସିମ୍ ବ୍ୟବହାର କରୁଛନ୍ତି ତାହାର ଓନର ମଧ୍ୟ ମୁକେଶ ଅମ୍ବାନୀ ଅଟନ୍ତି । ଆଉ ତାଙ୍କ ପାଖରେ ବିଭିନ୍ନ ପ୍ରକାରର ଗାଡ଼ି ଗାଡ଼ି ଅଛି । ଆଉ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ ମଧ୍ୟ ଆପଣମାନେ ସୋସିଆଲ ମିଡିଆରେ ପ୍ରାୟତଃ ଦେଖୁଥିବେ । 


ଆଉ ତାଙ୍କ ପୁଅର ନାମ ଆକାଶ ଅମ୍ବାନୀ ଅଟେ । ଆଉ ଏବେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ପରିମାଣରେ ଭାଇରାଲ୍ ହେଉଛି ଯେଉଁଥିରେ ଆପଣମାନେ ମୁକେଶ ଅମ୍ବାନୀଙ୍କ ସହିତ ଏକ କୁନି ପୁଅକୁ ଦେଖି ପାରୁଥିବେ । ସେହି କୁନି ପୁଅଟି ହେଉଛି ତାଙ୍କ ପୁଅ ଆକାଶ ଅମ୍ବାନୀଙ୍କ ପୁଅ ପ୍ରିନ୍ସ ପୃଥ୍ବୀ । ଆଉ ସେ ମୁକେଶ ଅମ୍ବାନୀଙ୍କ ନାତି ଅଟେ । ନିକଟରେ ଡିସେମ୍ବର ୧୦ ତାରିଖରେ ତାଙ୍କ ନାତିର ଜନ୍ମଦିନ ଥିଲା । ଆଉ ସେ ତାଙ୍କର ନାତି ଜନ୍ମଦିନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବାର ସୂଚନା ମିଳିଛି । 


ତାଙ୍କ ନାତି ଏସିଆର ସବୁଠାରୁ ଧନୀ ବ୍ୟକ୍ତିର ନାତି ଅଟନ୍ତି । ମୁକେଶ ଅମ୍ବାନୀଙ୍କ ନାତିର ଜନ୍ମଦିନରେ ଯେଉଁ କେକ୍ ଆସିଥିଲା ସେଥିରେ ତେଡି ବିୟର ଲାଗିଥିଲା । ଆଉ ସେଠି ଟେଡି ବିୟରରେ ସୁନାର କ୍ରାଉନ୍ ବା ମୁକୁଟ ଲାଗିଥିଲା । ଆଉ ସୁନରେ ତାର ନାମ ଲେଖାଯାଇଥିଲା । ଆଉ ତାର ଜନ୍ମଦିନରେ ଅନେକ କଳାକାର, କ୍ରିକେଟର ଆଉ ରାଜନେତା ମଧ୍ୟ ଆସିଥିଲେ । ଆଉ ସମସ୍ତ ଗେଷ୍ଟ ଗିଫ୍ଟ ଦେଇଥିଲେ ଆଉ ଏହି ଗିଫ୍ଟ ବଦଳରେ ତାଙ୍କୁ ମଧ୍ୟ ରିଟର୍ଣ୍ଣ ଗିଫ୍ଟ ଦେଇଥିଲେ ମୁକେଶ ଅମ୍ବାନୀ । ଆଉ ସେହି ରିଟର୍ଣ୍ଣ ଗିଫ୍ଟରେ ସୁନାର କ୍ରାଉନ ଥିଲା । ଆଉ ତାଙ୍କ ନାତି ନାଁ ଲେଖା ହୋଇଥିଲା ।


ଆଉ ମୁକେଶ ଅମ୍ବାନୀଙ୍କ ନାତିର ଜନ୍ମଦିନରେ ମୁକେଶ ଅମ୍ବାନୀ ଏକ ଓଲୋଭୋ ଏକ୍ସି କାର ଗିଫ୍ଟ ଦେଇଥିଲେ ଯାହାର ମୂଲ୍ୟ ୧.୫ କୋଟି ଟଙ୍କା । ଆଉ ତାର ବାପା ଏକ ଇନ୍ଦୋର ଜିମ୍ ଗିଫ୍ଟ ଦେଇଥିଲେ ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା । ଖେଳନା ଦେଇଥିଲେ ଆଉ ହୀରା ମୁଦି ୩୦ ଲକ୍ଷ ଟଙ୍କାର ଦେଇଥିଲେ । ଅଭିନେତା ସାହାରୁଖ ଖାନ୍ ୨୫ ଲକ୍ଷ ଟଙ୍କାର ଏକ ହୀରା ଲାଗିଥିବା ଏରୋପ୍ଲେନ୍ ଖେଳନା ଦେଇଥିଲେ । ଆଉ ସଲମାନ୍ ଖାନ୍ ୨୪ ଲକ୍ଷ ଟଙ୍କାର ଏକ ହୀରା ଲାଗୁଥିବା ବ୍ରେଶ୍ଲେଟ ଦେଇଥିଲେ । 


ଆଉ ଅଭିଷେକ ଆଉ ଐଶ୍ୱର୍ଯ୍ୟ, ଅମୀର ଖାନ, ପ୍ରିୟଙ୍କା ଚୋପ୍ରା ଓ ନିକ୍, ଆଲିଆ ଭଟ୍ଟ, ରଣବୀର କପୁର ଏବଂ ଦୀପିକା ପାଦୁକନ ଏମିତି ଅନେକ କଳାକାର ଆସି ହିଗ ଦେଇଥିଲେ ମୁକେଶ ଅମ୍ବାନୀଙ୍କ ନାତି ଜନ୍ମଦିନ ପାର୍ଟିରେ ।  ଆଉ ଏହାଛଡା କ୍ରିକେଟର ହରବଚ୍ଚନ ସିଂ, ସଚିନ ତେନ୍ଦୁଲକର ମଧ୍ୟ ଯୋଗ ଦେଇଥିଲେ । ଆଉ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଉପସ୍ଥିତ ହୋଇଥିଲେ । ଆଉ ସମସ୍ତେ ଦାମୀ ଦାମୀ ଗିଫ୍ଟ ମଧ୍ୟ ଦେଇଥିଲେ । ଆଉ ହୋମ୍ କରିବାକୁ ୧୦୦ ପଣ୍ଡିତ ଆସିଥିଲେ ।