ବଡ ଖବର M Venkaiah Naidu ହେବେ ରାଷ୍ଟ୍ରପତି ହେଇଗଲା ବଡ ଖେଳ ଦେଖନ୍ତୁ କେମିତି ଚାଲିଛି ପ୍ରସ୍ତୁତି

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ରାଷ୍ଟ୍ର ପ୍ରତି ନିର୍ବାଚନ ପାଖେଇ ଆସିଲାଣି। ଏନେଇ ଆଗାମୀ ରାଷ୍ଟ୍ରପତି ପଦ କିଏ ପାଇବ ସେ ନେଇ ଚର୍ଚ୍ଚା ଜୋରଦାର ହେଉଛି। ସୂଚନା ମୁତାବକ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ରାଷ୍ଟ୍ର ପତି ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ। ବିଜେଡି ସମେତ ୱେଇଏସର୍ କଂଗ୍ରେସ ଭେଙ୍କିୟା ନାଇଡୁ ଙ୍କୁ ବୋଧ ହୁଏ ସମର୍ଥନ କରି ପାରନ୍ତି। ରାଷ୍ଟ୍ରପତି ପଦବୀ ଏଯାଏଁ ଘୋଷଣା କରାଯାଇ ନାହିଁ।

ଏନଡିଏ ଆସନ୍ତା ସପ୍ତାହରେ ରାଷ୍ଟ୍ର ପତି ପାର୍ଥି ଘୋଷଣା କରିବାକୁ ଥିବା ବେଳେ। ଚଳିତ ମାସ ୨୬ ଓ ୨୭ ରେ ନାମାଙ୍କନ ପତ୍ର ଦାଖଲ କରିବେ ଉପଯୁକ୍ତ ପାର୍ଥି ମାନେ। ଏହି ନାମାଙ୍କନ ପତ୍ର ଦାଖଲ ସମୟରେ ଆମ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସେଠାରେ ମଧ୍ୟ ଉପସ୍ଥିତ ରହିବେ। ବିଜେପି କାହାକୁ ସପୋର୍ଟ କରିବ ଏଯାଏଁ ଜଣା ପଡ଼ି ନାହିଁ। ସୂଚନା ମୁତାବକ ବିଜେପି ଦକ୍ଷିଣ ଭାରତ ରୁ କେଉଁ ଏକ ପାର୍ଥି କୁ ସପୋର୍ଟ କରି ପାରେ।

ସାଧାରଣ ନିର୍ବାଚନ ପାଇଁ ମଧ୍ୟ ବିଜେପି ଦକ୍ଷିଣ ଭାରତ ଉପରେ ଫୋକସ ରଖିଛି।ଭେଙ୍କିୟା ନାଇଡୁ ଯଦି ରାଷ୍ଟ୍ରପତି ପାର୍ଥି ହୁଅନ୍ତି ତେବେ ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ସମେତ ରାଜ୍ୟ ତାଙ୍କୁ ସପୋର୍ଟ କରିବେ ବୋଲି ଜଣା ପଡିଛି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ  ମଧ୍ୟ ଭେଙ୍କିୟା ନାଇଡୁ ଙ୍କୁ ସମର୍ଥନ କରି ପାରନ୍ତି ବୋଲି କୁହା ଯାଇ ଅଛି।

ସେ ଉପରାଷ୍ଟ୍ରପତି ଥିବା ବେଳେ ମଧ୍ୟ କେନ୍ଦ୍ର ସରକାର ଙ୍କୁ ବିପଦରେ ପକାଇଲା ଭଳି ମଧ୍ୟ କୌଣସି ହଇରାଣ କରି ନାହାଁନ୍ତି। ରାଜ୍ୟ ସଭା ଅଧକ୍ଷ ଭାବରେ ମଧ୍ୟ ରାଜ୍ୟ ସରକାର ଙ୍କୁ ଅନେକ ସାହାଯ୍ୟ ମଧ୍ୟ କରିଛନ୍ତି। ଏଥି ପାଇଁ ତାଙ୍କ ପ୍ରତି କେନ୍ଦ୍ର ସରକାର ମଧ୍ୟ ଖୁସି ଅଛନ୍ତି। ତେଣୁ ଜଣା ପଡୁଛି କି ବୋଧ ହୁଏ ତାଙ୍କୁ ରାଷ୍ଟ୍ରପତି ପଦ ମିଳିପାରେ। ତେବେ ଦେଖାଯାଉ ଆଗକୁ ରାଷ୍ଟ୍ରପତି ପାର୍ଥୀ କିଏ ହେଉଛି ଓ କେଉଁ ଦଳ କାହାକୁ ସମର୍ଥନ କରୁଛି।