୨୫୧ ଟଙ୍କା ନେଇ ଠକିଲେ ୨୦୦ କୋଟି ଦେଖନ୍ତୁ କେମିତି ଚାଲିଛି ଲୁଟ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଜରିଆରେ ଅନେକ ଚୋରି, ଲୁଟ, ଡକାୟତ, ଅପହରଣ ଏବଂ ଅନେକ ଅପରାଧ ବିଷୟରେ ସୂଚନା ପାଉଥିବେ । ଆଉ ଏହି ସୋସିଆଲ ମିଡ଼ିଆ ଲୋକମାନଙ୍କୁ ଅନେକ କଥା ମଧ୍ୟ ଶିଖାଇଥାଏ । ଆଉ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଆମେ ସବୁ ଅଞ୍ଚଳର ଖବର ବିଷୟରେ ଜାଣିପାରୁଛେ । ଆଉ ଏବେ ଏମିତି କିଛି ଲୁଟ ଖବର ସାମ୍ନାକୁ ଆସିଛି ।
ଆଉ ଆଜିକାଲି ଦୁନିଆରେ ତ ଚୋରଙ୍କର ପାଦୃର୍ଭାବ କହିଲେ ନସରେ । ଲୋକମାନେ ଏତେ ଚୋରି ଭଳି ଅପରାଧ କରୁଛନ୍ତି ଯାହା ସୀମା ବାହାରେ । ଆଉ ଲୋକମାନେ କେତେବେଳେ କେଉଁ ପରିସ୍ଥିତିରେ ଲୋକମାନଙ୍କ ଠାରୁ ଟଙ୍କା ପଇସା, ମୋବାଇଲ୍ ଏବଂ ଅନ୍ୟାନ୍ୟ ଜିନିଷ ସବୁ ଲୁଟ କରୁଛନ୍ତି ତାହାର କୌଣସି ପ୍ରମାଣ ବି ମିଳୁନାହିଁ । ଆଉ ଆପଣମାନେ ସମସ୍ତେ ତ ମୋ ବସ ନାଁ ଶୁଣିଥିବେ ।
ଆଉ ଏବେ ଏକ ଘଟଣା ଆସିଛି ଯାହା ଘଟିଛି ଏହି ମୋ ବସ୍ ଭିତରେ । ଚୋର ମାନେ ଏହି ମୋ ବସରେ ପଶି ଅନ୍ୟମନସ୍କ ହୋଇଥିବା ଲୋକମାନଙ୍କ ଠାରୁ ମୋବାଇଲ୍ ଆଉ ଟଙ୍କା ଲୁଟ କରିଛନ୍ତି । ଆଉ ପୋଲିସ ଏହି ଗ୍ୟାଙ୍ଗକୁ ଧରିଛି । ଆଉ ଏବେ ଏହି କେଳା ଗ୍ୟାଙ୍ଗକୁ ଧରିବାରେ ପୋଲିସ ସଫଳ ହୋଇଛି ।ଆଉ ଏହି କେଳା ଗ୍ୟାଙ୍ଗର ଦୁଇଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି । ଆଉ ତାଙ୍କ ପାଖରେ ୫ଟି ମୋବାଇଲ୍ ଫୋନ୍ ଜବତ ହୋଇଛି ।
ଆଉ ତାଙ୍କ ପାଖରୁ ୧୫ ହଜାର ଟଙ୍କା ମଧ୍ୟ ଜବତ ହୋଇଛି ଯାହା ସେମାନେ ଜଣେ କିଡନୀ ରୋଗୀ ଠାରୁ ଲୁଟ କରିଥିଲେ । ଆଉ ଏହି ମୋବାଇଲ୍ ଦୁଇଜଣ ଝିଅଙ୍କର । ଆଉ ଏହି ଘଟଣା ପୋଲିସ ପାଖରେ ଲୋକମାନେ ଜଣାଇବା ପରେ ସେମାନେ ତଦନ୍ତ ଆରମ୍ଭ କରିଥିଲେ । ଆଉ ଏହି କେଳା ଗ୍ୟାଙ୍ଗକୁ ଧରିଥିଲେ । ଆଉ ଏହି ଗ୍ୟାଙ୍ଗରେ କିଛି ମହିଳା ଏବଂ ଛୁଆ ଅଛନ୍ତି ଯାହାର ନାଁ ଆଉ ଠିକଣା ପୋଲିସ ପାଖରେ ଅଛି ଆଉ ବହୁତ ଶୀଘ୍ର ପୋଲିସ ତାଙ୍କୁ ଗିରଫ କରିବ । ଗିରଫ ହୋଇଥିବା ଅପରାଧୀ ଦୁଇଜଣ ଯାଜପୁର ଜିଲ୍ଲାରୁ ବୋଲି ଜଣାପଡିଛି ।