ଅଭିଶପ୍ତ କୋ-ହିନୂର୍ ହୀରା କାହାର ଚାଲିଛି ମହା ବିତର୍କ ଦେଖନ୍ତୁ ଏହି ଦୃଶ୍ୟ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଦୁନିଆର ସବୁଠାରୁ ବଡ଼ ଓ ଦାମୀ ହୀରା କୁ ନେଇ ଚର୍ଚ୍ଚା ହେବାରେ ଲାଗିଛି। ଏହାର ପ୍ରକୃତ ମାଲିକ କିଏ ତାହା ଏବେ ପର୍ଯ୍ୟନ୍ତ ମଧ୍ୟ ଜଣା ପଡ଼ି ନାହିଁ। ଏବଂ ଏହାକୁ ନେଇ ବିବାଦ ମଧ୍ୟ ଲାଗି ରହିଛି। କୋହିନୂର୍ ହୀରା ହେଉଛି ଦୁନିଆର ସବୁଠାରୁ ଦାମୀ ହୀରା। ବ୍ରିଟେନ ମ୍ୟୁଜୀୟମ ରେ ଥିବା ଏହି ହୀରା କାହାର ତାହାକୁ ନେଇ ଏବେ ଚାଲିଛି ବିବାଦ।
ପାଞ୍ଚ ବର୍ଷ ତଳର ଏହି ହୀରା କୁ ନେଇ ଚାଲିଛି ତର୍ଜମା ହେଲେ କେବେ ଏହାର ସମାଧାନ ହେବ ତାହା ଜଣା ନାହିଁ।୧୯୫.୬ କ୍ୟାରେଟ ର ଏହି ହୀରା। କିଛି ବର୍ଷ ତଳେ ସଂସ୍କୃତି ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ କୋହିନୁର ଭାରତ ନୁହେଁ ବୋଲି କହିଥିଲେ ସିଲିଶିଟ ର ଜେନେରାଲ ରଞ୍ଜିତ କୁମାର। ଏହି କୋହିନୂର ହୀରା ୧୮୫୦ ଖ୍ରୀଷ୍ଟାବ୍ଦରେ କ୍ୱିନ ଭିକ୍ଟୋରିଆ ଙ୍କୁ ଏହା ଏକ ଉପହାର ସ୍ୱରୂପ ଦିଆ ଯାଇଥିଲା। ମହାରାଜା ରଞ୍ଜିତ ସିଂହ ଇଷ୍ଟ ଇଣ୍ଡିଆ କମ୍ପାନୀ କୁ ଏହା ଦେଇ ଦେଇଛନ୍ତି। ମାତ୍ର ଏହା ଭାରତ ର ନୁହେଁ।
ପ୍ରାୟ ଦୀର୍ଘ ୫୦୦୦ ବର୍ଷ ତଳେ ଭାରତ ପାଖରେ ଥିଲା ଏହି ହୀରା। ଏହି ହୀରା କୁ ପାଇବାକୁ ସବୁ ରାଜା ଓ ମହାରାଜା ମାନଙ୍କର ସ୍ବପ୍ନ ଥିଲା ହେଲେ ଇତିହାସ କହେ ଯେ ଏହାକୁ ଯିଏ ଥରେ ପାଇଛି ସେ କଙ୍ଗାଳ ହୋଇ ଯାଇଛି। ଆହୁରି ମଧ୍ୟ କୁହା ଯାଏ କି ଆମ ରାଜ୍ୟ ଆନ୍ଧ୍ରପ୍ରଦେଶ ରୁ ମିଳିଥିଲା ଏହି ବୋହୁ ମୂଲ୍ୟର ହୀରା। ଆନ୍ଧ୍ରପ୍ରଦେଶ ର ଗୁଣ୍ଟୁର ଖଣିରେ କାମ କରୁଥିବା ଶ୍ରମିକ ମାନଙ୍କ ହାତରେ ଲାଗିଥିଲା ଏହି ହୀରା।
୧୧୦୦ ମସିହାରେ ଏହା କୋଗିନୁର ବୋଲି। ହେଲେ ପରେ ଏହି ହୀରା ଟି ଅଭିଶପ୍ତ ହିରାରେ ପରିଣତ ହେବ ବୋଲି କେହି ମଧ୍ଯ ଜାଣି ନଥିଲେ। ପାର୍ସୀ ଭାଷାରେ କୋହିନୁର୍ ର ଅର୍ଥ ହେଲା ଆଲୋକ ର ପର୍ବତ। ହେଲେ ଏହି ହୀରା ଙ୍କୁ କୌଣସି ରାଜା ଓ ମହାରାଜା ମାନେ ଧାରଣ କରିପାରିବେନି ବୋଲି କୁହା ଯାଇଥିଲା।କେବଳ ମହିଳା ମାନେ ହିଁ ଏହାକୁ ଧାରଣ କଲେ କିଛି ହେବ ନାହିଁ ବୋଲି କୁହା ଯାଇଥିଲା। ସେଥି ପାଇଁ ଏହାକୁ କୁଇନ ଭିକ୍ଟୋରିଆ ବ୍ୟବହାର କରିଥିଲେ ଏବେ ସେଥି ପାଇଁ ତାଙ୍କ ମୁକୁଟରେ ଶୋଭା ପାଇଛି। ଏବଂ ଏହାକୁ ବ୍ରିଟେନ ର ମ୍ୟୁଜୀୟମ୍ ରେ ରଖା ଯାଇଛି।