୧୪ ବର୍ଷର ନାବାଳକ କାହିଁକି କଲା ଏମିତି ଦେଖନ୍ତୁ ଘଟିଲା ସାଙ୍ଘାତିକ କାଣ୍ଡ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଖବର ଶୁଣିଲେ ମୁଣ୍ଡରେ ହାତ ଦେବେ । ଏହି ଖବର ହେଉଛି ଜଣେ ନାବାଳକ ଯାହାର ବୟସ ମାତ୍ର ୧୪ ବର୍ଷ । ଏହି ୧୪ ବର୍ଷର ନାବାଳକ ଯାହା କରିଛି ତାହା ଆପଣମାନେ କେବେ ଭାବିପାରିବେ ନାହିଁ । 
ଏହି ନାବାଳକ ଜଣକ ଦୁଇଦିନରେ ତିନୋଟି ଜୀବନ ନେଇଛି । ଏହି କଥା ଶୁଣି ବା ଘଟଣା ଶୁଣି ଗ୍ରାମବାସୀ ଏବଂ ଥାନା ପୋଲିସ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଦୁଇଦିନରେ ନାବାଳକ ନେଇଗଲା ତିନି ଜଣଙ୍କ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇ ଚାଲିଲା ଅଭିଯୁକ୍ତ ଜଣକ । ଭଦ୍ରକ ଜିଲ୍ଲାରେ ଗତକାଲି ଜଣେ ମାଆକୁ ଦୁ-ଷ୍କ-ର୍ମ କରି ଏବଂ ତାର ଝିଅକୁ ପଥରରେ ଛେଚି ଦେଇ ହ-ତ୍ୟା କରି ଦେଇଥିଲା । ଏହି ଅଭିଯୁକ୍ତ ଜଣକ ତାର ଆଇକୁ ବି ମାରି ଦେଇଛି । ଏହି ଅଭିଯୁକ୍ତ ଜଣକ ନିଜ ଆଇକୁ ବି ମାରିବା ପୂର୍ବରୁ ଭୁଲିଗଲା । 
ଭଦ୍ରକ ଜିଲ୍ଲା ଜଳନ୍ତା ଅଞ୍ଚଳର ସୁକାନ୍ତି ହୁଣ୍ଡା ଏବଂ ତାଙ୍କ ଝିଅ ମେଡିକାଲ ଯାଇଥିଲେ । ଆଉ ସେ ମେଡିକାଲରୁ ଫେରିବା ସମୟରେ ତାଙ୍କୁ ଏହି ନାବାଳକ ଜଣକ ମାରି ଦେଇଛି । ଏହି ନାବାଳକ ଜଣକ ମାଆକୁ ଦୁ-ଷ୍କ-ର୍ମ କରି ଏବଂ ଝିଅକୁ ପିଟିପିଟି ମାରି ଦେଇଛି । ଏବେ ଏହି ଘଟଣାର ତଦନ୍ତ କରାଯାଉଛି । ପୋଲିସ୍ ଏହି ଘଟଣାର ତଦନ୍ତ କରିବା ପରେ ଅନେକ କଥା ଜଣାପଡିଛି । ଏହି ନାବାଳକ ଜଣଙ୍କୁ ପୋଲିସ ଗିରଫ କରିଛି । ଗାଁ ଲୋକମାନେ ଏକାଠି ହୋଇ ଏହି ନାବାଳକ ଜଣଙ୍କୁ ପୋଲିସ ହାତକୁ ଧରାଇ ଦେଇଥିଲେ ।
ଏହାପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ପୋଲିସ ତାଙ୍କୁ ଗିରଫ କରି ଏବେ ତଦନ୍ତ ଆରମ୍ଭ କରିଛି । ଏହି ନାବାଳକ ଜଣଙ୍କର ଆଇ ନିଖୋଜ ଥିବାର ଖବର ଆସିଥିଲା ଆଉ ପରେ ଜଣାପଡ଼ିଥିଲା କି ଏହି ନାବାଳକ ଜଣକ ତାର ଆଇକୁ ମଧ୍ୟ ମାରିଦେଇଛି । ଏହି ନାବାଳକ ଜଣଙ୍କର ବୟସ ମାତ୍ର ୧୪ ବର୍ଷ ଆଉ ସେ ଏଭଳି କାମ କରିଛି। ଏବେ ଏହି ସବୁ ଘଟଣାକୁ ନେଇ ପୋଲିସ ତଦନ୍ତ କରି ଥାନାରେ ଅଭିଯୋଗ ହୋଇଥିବା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।