ଗାତରେ ପଶି ମରିଗଲେ ସୁନ୍ଦରୀ ଯୁବତୀ ଦେଖନ୍ତୁ କେମିତି ହେଲା ଏମିତି ଦୁ-ର୍ଘ-ଟଣା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
ବନ୍ଧୁଗଣ ଆଜିକାଲି ଅନଲାଇନ ଯୁଗରେ ଦେଖିବାକୁ ମିଳୁଛି ବିଭିନ୍ନ ପ୍ରକାର ଘଟଣା। ଆଜିକାଲି ଅନଲାଇନ ସହିତ ଅନେକ ଯୁବପିଢୀ ଜଡ଼ିତ। ଏଥିପାଇଁ ଅନେକ ଦୁ-ର୍ଘ-ଟ-ଣା ଘଟୁଥିବାର ଦେଖିବାକୁ ମିଳୁଛି। ଆଜିକାଲି ଯୁବତୀ ମାନେ ରିଲ୍ସ କରି ସୋସିଆଲ ମିଡିଆରେ ଫଲୋର୍ସ ବଢେଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇ ଦୁ-ର୍ଘ-ଟ-ଣା ସ୍ଥାନକୁ ଯାଇ ମଧ୍ୟ ରିଲ୍ସ ବନାଉଛନ୍ତି। ଯାହାଫଳରେ ଅନେକ ଯୁବପୀଢ଼ିଙ୍କ ମୃ-ତ୍ୟୁ ହେଉଥିବା ଘଟଣା ମଧ୍ୟ ଦେଖିବାକୁ ମିଳୁଛି। ବନ୍ଧୁଗଣ ଏବେ ଦେଖିବାକୁ ମିଳିଛି ଯେ, କାରକୁ ବ୍ୟାକ କରୁଥିବା ବେଳେ ଖାଇକୁ ଖସି ପଡିଥିଲା ଯୁବତୀଙ୍କ କାର। 
ଜଣେ ଯୁବତୀ ରିଲ୍ସ କରିବା ସମୟରେ କାରଟିକୁ ବ୍ୟାକ କରିବା ସମୟରେ ସେ ବ୍ରେକ ମାରିବାକୁ ଭୁଲି ଯାଇଥିଲେ ଯାହାଫଳରେ କାରଟି ଖାଇକୁ ଖସି ପଡିଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃ-ତ୍ୟୁ ହେଇଥିଲା। ଆପଣ ଭିଡିଓଟିକୁ ଦେଖି ଜାଣିପାରୁଥିବେ ଯେ ଦୁ-ର୍ଘ-ଟ-ଣାଟି ବହୁତ୍ ଭୟାନକ ହେଇଥିଲା ବୋଲି। ସୂଚନା ମୁତାବକ ଉକ୍ତ ଯୁବତୀଙ୍କ ନାଁ ହେଉଛି ଶ୍ୱେତା ଦୀପକ ସୁର୍ବାସେ। ଆଉ ତାଙ୍କ ବୟସ ହେଉଛି ୨୩। ଶ୍ଵେତା ରିଲ୍ସ କରିବାରେ ବ୍ୟସ୍ତ ଥିବାବେଳେ ସେ କାରଟିକୁ ବ୍ୟାକ୍ କରିବା ସମୟରେ ବ୍ରେକ ମାରିବାକୁ ଭୁଲି ଯାଇଥିଲେ। 
ଏହାପରେ ୩ ଫୁଟ ଗଭୀର ଖାଇକୁ ଶ୍ୱେତାଙ୍କ କାର ଖସି ପଡିଥିଲା। ସେହି ଠାରେ ହିଁ ଘଟଣାସ୍ଥଳରେ ଶ୍ଵେତାଙ୍କର ଜୀବନ ଚାଲିଯାଇଥିଲା। ମହାରାଷ୍ଟ୍ର ଖୁଲତାବାଦ୍ ଅଧୀନରେ ଥିବା ଏକ ମନ୍ଦିର ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଶ୍ଵେତାଙ୍କ ଘର ହେଉଛି ସୁର୍ବାସେର ଛତ୍ରପତି ସମ୍ବାଜୀ ନଗରରେ। ଶ୍ଵେତା ରିଲ୍ସ କରିବାରେ ବ୍ୟସ୍ତ ଥିବା ବେଳେ ଏଭଳି ଘଟଣା ଘଟିଥିଲା। ଏହାପରେ ପୋଲିସକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।