ଜଗନ୍ନାଥଙ୍କ ଗୀତ ଗାଉ ଗାଉ ଟଳି ପଡିଲେ ଅତିରିକ୍ତ ଜିଲ୍ଲାପାଳ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଦୁଃଖ ଖବର

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହି ଖବର ଜାଣିପାରିବେ ଯାହା ଶୁଣିଲେ ଆପଣ ଦୁଃଖ ପ୍ରକାଶ କରିବେ । କେତେବେଳେ କାହା ସହିତ କଣ ଯେ ହେବ ସେକଥା କିଏ ବା ଜାଣିଛି । କେତେବେଳେ ଯେ କାହାର ମୃ-ତ୍ୟୁ ଆସି ପହଞ୍ଚିବ ସେକଥା କେହି ବି ଜାଣି ନାହାନ୍ତି । ଏବେ ଏହି ଭିଡିଓରେ ଆପଣମାନେ ଏଭଳି ଏକ ଘଟଣା ଜାଣିପାରିବେ ।
କେତେବେଳେ କେଉଁ ସମୟରେ ମରଣ ମଣିଷକୁ ଆଦରି ନିଏ ସେକଥା ତାକୁ ହିଁ ଜଣାଥାଏ । ଏହି ଘଟଣା ହେଉଛି ଅତିରିକ୍ତ ଜିଲ୍ଲାପାଳ ଜଣକ ସମସ୍ତଙ୍କ ଆଖି ଆଗରେ ଟଳି ପଡିଲେ । ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଉଥିଲେ ଏହି ଅତିରିକ୍ତ ଜିଲ୍ଲାପାଳ ଜଣକ । ଆଉ ସେ ଭଜନ ଗାଉ ଗାଉ ସେହି ସ୍ଥାନରେ ଟଳି ପଡ଼ିଲେ । ମଞ୍ଚ ତଳେ ଅନେକ ଲୋକ ବସିଥିଲେ ଆଉ ସେମାନେ ଏହିସବୁ ଦେଖିବା ପରେ ତାଙ୍କ ଜୀବନ ଛାଡ଼ି ଯାଇଥିଲା । ଏହି ଘଟଣା ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଅଟେ । 
ଏଭଳି ଅଘଟଣ ଘଟିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ । ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର ଦାସଙ୍କ ହୃଦଘାତରେ ଦେହାନ୍ତ ହୋଇଛି । ପାରଳାଖେମୁଣ୍ଡିରେ ସରକାରଙ୍କ ଏକ କାର୍ଯ୍ୟକ୍ରମ ଚାଲିଥିଲା । ମଞ୍ଚ ଉପରେ ମହାପ୍ରଭୁଙ୍କ ଭଜନ ଗାନ କରାଯାଉଥିଲା । ମଞ୍ଚ ଉପରେ ଅତିରିକ୍ତ ଜିଲ୍ଲାପାଳ ଭଜନ ଗାଉଥିଲେ । ଆଉ ସେ ଭଜନ ଗାଇବା ସମୟରେ ଟଳି ପଡ଼ିଥିଲେ । ତାଙ୍କୁ ଏହାପରେ ସଂଗେସଂଗେ ଗଜପତି ଜିଲ୍ଲା ଏମକେସିବି ମେଡ଼ିକାଲକୁ ନିଆ ଯାଇଥିଲା । ଆଉ ମେଡିକାଲ ଯିବା ରାସ୍ତାରେ ତାଙ୍କର ମୃ-ତ୍ୟୁ ହୋଇଯାଇଥିଲା ।
ସେ ମେଡିକାଲ ଯିବା ରାସ୍ତାରେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏହି ଘଟଣା ବା ଖବର ପାଇ ସମସ୍ତେ ମନଦୁଃଖ କରିଛନ୍ତି । ତାଙ୍କର ମୃ-ତ୍ୟୁ ଖବର ଶୁଣି ବରିଷ୍ଠ ଅଧିକାରୀ ଏବଂ ସହକର୍ମୀମାନେ ଦୁଃଖ ପ୍ରକାଶ କରିଛନ୍ତି । ହଠାତ୍ ଏଭଳି ଘଟିଯିବ ସେକଥା କିଏ ବା ଜାଣିଥିଲା । ଅତିରିକ୍ତ ଜିଲ୍ଲାପାଳଙ୍କ ମୃ-ତ୍ୟୁରେ ଏବେ ଭାଙ୍ଗି ପଡିଛନ୍ତି ସମସ୍ତେ । ଅତିରିକ୍ତ ଜିଲ୍ଲାପାଳଙ୍କ ମୃ-ତ୍ୟୁ ଖବର ଶୁଣି ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇବା ସମୟରେ ଏଭଳି ଘଟଣା ଘଟିଥିଲା । ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।