ମ-ରି-ଗଲେ ୩୬୧ ହେଲେ ଭଗବାନଙ୍କ ଏମିତି କୃପା ହେଲା ବଞ୍ଚିଗଲେ ଏହି ୪ ଛୁଆ
Updated: Aug 4, 2024, 19:17 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଭଗବାନଙ୍କ ଦୟାରୁ ଚାରିଜଣ ଶିଶୁ ବଞ୍ଚି ଯାଇଛନ୍ତି । ଯମ ଏହି ଚାରିଜଣ ଶିଶୁଙ୍କୁ ନେଇପାରିଲେ ନାହିଁ ଆଉ ସେମାନେ ବଞ୍ଚି ଯାଇଛନ୍ତି ।
ଯମ ସହ ଲଢ଼ି ମୃତ୍ୟୁ ମୁଖରୁ ପାହାଡ ଗୁମ୍ଫାରୁ ଚାରିଜଣ ଶିଶୁଙ୍କୁ ଝାଂପି ଆଣିଲେ । ବନ ବିଭାଗ ଠିକ୍ ସମୟରେ ଆସି ପହଞ୍ଚି ଏହି ଶିଶୁମାନଙ୍କୁ ରକ୍ଷା କରିଥିଲେ । ଦେବଦୂତ ସାଜି ପହଞ୍ଚି ଗଲେ ବନ କର୍ମଚାରୀ । ଆଉ ସେମାନେ ଚାରିଜଣ ଶିଶୁଙ୍କୁ ବଞ୍ଚାଇ ଦେଲେ । କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ଯେ ପର୍ଯ୍ୟନ୍ତ କାହା ଉପରେ ଭଗବାନଙ୍କ ହାତ ରହିଛି ତାହାର କିଛି କ୍ଷତି ହେବ ନାହିଁ । ଠିକ୍ ସେମିତି କିଛି ଦେଖିବାକୁ ମିଳିଥିଲା ଏହି ପାହାଡ ଗୁମ୍ଫାରେ ।
ଭୂସ୍ଖଳନ ଯୋଗୁଁ ୩୬୦ ରୁ ଅଧିକ ଲୋକଙ୍କର ମୃ-ତ୍ୟୁ ହୋଇଥିବା ବେଳେ ଏହି ଚାରିଜଣ ଶିଶୁ ବଞ୍ଚି ଯାଇଛନ୍ତି । ଆଉ ଭଗବାନ ତାଙ୍କୁ ବଞ୍ଚେଇ ଦେଇଛନ୍ତି । ଅହରହ ବର୍ଷା ଆଉ ଖରାକୁ ଖାତିର ନକରି ଖସୁଥିବା ପାହାଡ ଉପରୁ ବନ ବିଭାଗର କର୍ମଚାରୀ ଉଦ୍ଧାର କରିଛି । ପାଞ୍ଚ ଦିନ ପରେ ତାଙ୍କୁ ଉଦ୍ଧାର କରାଯାଇଛି । ଏହି ଭୂସ୍ଖଳନ ଦ୍ଵାରା ଅନେକ ଗାଁ ଫସି ଯାଇଛି । ଅନେକ ଗାଁ ଧୂଳିସାତ ହୋଇଯାଇଛି । ଲଗାଣ ବର୍ଷା ପାଇଁ କେରଳରେ ତାଣ୍ଡବ ଲୀଳା ହୋଇଛି ।
କେରଳର ଏହି ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ଏଭଳି ଅବସ୍ଥା ହୋଇଥିବାର ଜଣାପଡ଼ିଛି । ଯେଉଁଥିରେ ଭୟଭୀତ ହୋଇ ଚାରିଜଣ ସୁଡୁବାଉ ତାଙ୍କ ବାପା ମା ପାହାଡ ଉପରକୁ ଚଢ଼ି ଯାଇଥିଲେ । ଆଉ ପାଞ୍ଚ ଦିନ ସେଠାରେ ରହିବା ପରେ ଛୁଆଙ୍କ ମାଆ ଖାଦ୍ୟ ଅନ୍ୱେଷଣରେ ଆସିଥିଲେ । ଆଉ ସେଠାରେ ବନ ବିଭାଗର କର୍ମଚାରୀଙ୍କୁ ଦେଖି ସବୁ କଥା କହିଥିଲେ ଆଉ ତାଙ୍କୁ ବନ ବିଭାଗ ପାହାଡ଼ର ଗୁମ୍ଫାରୁ ଉଦ୍ଧାର କରିଥିଲେ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ଏବେ ଏହାକୁ ନେଇ ଅନେକ କଥା ଆସୁଛି ।