ବ୍ୟାଟେରୀରେ ଗଡୁଛି ନନ୍ଦିଘୋଷ ରଥ ଦେଖନ୍ତୁ ଏହି ଦୃଶ୍ୟ ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ Jay Jaganatha

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେ ଖିପାରିବେ କି ବ୍ୟାଟେରୀ ସାହାଯ୍ୟରେ ରଥ ଗଡୁଛି । ଆପଣମାନେ ତ ରଥଯାତ୍ରା ଏବଂ ରଥକୁ ନେଇ ଅନେକ କିଛି ଖବର ଆସୁଥିବାର ଦେଖିଥିବେ । ଆପଣମାନେ ସମସ୍ତେ ପବିତ୍ର ରଥଯାତ୍ରା ଅବସରରେ ଅନେକ ଖବର ପାଉଥିବେ । ଆପଣମାନେ ଏବେ ଆସିଥିବା ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇବା ସହ ବ୍ୟାଟେରୀ ରଥ ଦେଖିପାରିବେ ।
କିଛି ଲୋକଙ୍କ ଭିତରେ ଏଭଳି କଳା ଭରି ରହିଥାଏ ଯାହା ଦେଖାଇବା ପାଇଁ କିଛି ସମୟ ଲାଗିଥାଏ । ଏବେ ଛୋଟ ପିଲାଟିଏ ଏଭଳି ରଥ ନିର୍ମାଣ କରିଛି ଯାହା ଦେଖିବାକୁ ବହୁତ ସୁନ୍ଦର ହୋଇଛି । ଏହି ରଥ ବହୁତ ସୁନ୍ଦର ଦେଖା ଯାଉଛି ଆଉ ଏହି ରଥ ବ୍ୟାଟେରୀ ସାହାଯ୍ୟରେ ଗଡୁଛି । ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଦିଗପହଣ୍ଡି ଅଞ୍ଚଳର ଜଣେ ବାଳକ ରଥ ନିର୍ମାଣ କରିଛନ୍ତି । ଆଉ ଏହି ବାଳକ ଜଣକ ବହୁତ ସୁନ୍ଦର ରଥ ନିର୍ମାଣ କରିଛନ୍ତି ଯାହାକୁ ନେଇ ଏବେ ସେ ଚର୍ଚ୍ଚାରେ ରହିଛନ୍ତି ।
ଏହି ବାଳକ ଜଣକ ହେଉଛନ୍ତି ଜଣେ କାରିଗର । ଏହି ବାଳକ ଜଣକ କହିଛନ୍ତି ସେ ୟୁଟ୍ୟୁବରୁ ଏହି ରଥ ତିଆରି କରିବା ଶିଖିଥିଲେ । ଆଉ ଏହି ରଥ ତିଆରି କରିବା ପାଇଁ ସେ ଅନେକ ଦିନରୁ ଲାଗି ପଡ଼ିଥିଲେ । ଏହି ବାଳକ ଜଣକ ସ୍କୁଲ ଯାଆନ୍ତି ଆଉ ଟ୍ୟୁସନ୍ ମଧ୍ୟ ଯାଇଥାନ୍ତି । ଆଉ ସେ ସ୍କୁଲ ଆଉ ଟ୍ୟୁସନରୁ ଆସି ନିଜ ପାଠପଢି ମଧ୍ୟ ରଥ ତିଆରି କରିବା ପାଇଁ ସମୟ ଦେଇଥାନ୍ତି । ଏହି ବାଳକ ଜଣକ ଏକ ଛୋଟ ରଥ ତିଆରି କରିଛନ୍ତି । ସେ ପାଠପଢା ସହିତ ଏହି କାରୁକାର୍ଯ୍ୟ କରିଥାନ୍ତି । ଆଉ ଏଭଳି ଏହି ବାଳକ ଜଣକ ଏବେ ଚର୍ଚ୍ଚାରେ ଅଛନ୍ତି ।
ଏହି କୁନି ରଥରେ ବ୍ୟାଟେରୀ ଲାଗିଛି । ଆଉ ସେ ଅକ୍ଷୟ ତୃତୀୟ ଠାରୁ ଏହି ରଥ ନିର୍ମାଣ କରୁଥିଲେ । ଏହି ବାଳକ ଜଣକ ନାମ ହେଉଛି ଦିପଙ୍କର । ଏହି ବାଳକ ଜଣକର ପରିବାର ତାଙ୍କୁ ବହୁତ ସପୋର୍ଟ କରନ୍ତି । ଏହି ବାଳକ ଜଣକ ଏଭଳି ରଥ ତିଆରି କରି ଏବେ ଚର୍ଚ୍ଚାରେ ରହିଛନ୍ତି । ଏହି ବାଳକ ଜଣକର ଏହି କାମକୁ ନେଇ ଏବେ ସବୁଠି ପ୍ରଶଂସା ହେଉଛି । ଏହି ବାଳକ ଜଣକ ପାଠପଢା ସହିତ ଏଭଳି କାରୁକାର୍ଯ୍ୟ କରିବାକୁ ନେଇ ଏବେ ସେ ଚର୍ଚ୍ଚାକୁ ଆସିଛନ୍ତି । ସେ ଏହି ଛୋଟ ରଥରେ ବ୍ୟାଟେରୀ ଲଗାଇ ଲାଇଟ୍ ଲଗାଇଛନ୍ତି । ଆଉ ଏହି ରଥ ବ୍ୟାଟେରୀ ସାହାଯ୍ୟରେ ଗଡୁଛି ।