ସ୍ଵାମୀ ନଥିବା ବେଳେ ପଶିଲା ପ୍ରେମିକ ଆଉ ତା ପରେ ଦେଖନ୍ତୁ କେମିତି ରେ-ଡ ହାଣ୍ଡରେ ଧରିଲା ସ୍ଵାମୀ ଶେଷରେ କଲା ଏମିତି ଦେଖନ୍ତୁ ଏହି Viral Video

 
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜି କାଲିର ଯୁବ ପିଡି ବିବାହ ର ପବିତ୍ର ବନ୍ଧନକୁ ନିଜର ଦେହର ଭୋକ ଆଗରେ ଅପବିତ୍ର କରିବାରେ ଟିକିଏ ବି ପଛ ଘୁଞ୍ଚା ଦେଉ ନାହାନ୍ତି।
ବିବାହ ପରେ ନିଜ ସାଥି ସହ ଧୋକା ଦେବାରେ ପୁଅ ହେଉ ଅଥବା ଝିଅ କିଏ ବି କାହା ଠାରୁ କମ ନୁହନ୍ତି। ଅଫେୟର କରିବା ଏବେ ସାଧାରଣ କଥା ହୋଇଗଲାଣି। ଆପଣମାନେ ଜାଣିଥିବେ ଆଜିକାଲି ସମାଜରେ ଏଭଳି ଘଟଣା ଘଟୁଛି ଯାହାକୁ ଦେଖିଲେ ନିନ୍ଦା କରିବେ।
ବର୍ତ୍ତମାନ ସମୟରେ ଏପରି ଏକ ନିନ୍ଦନୀୟ ଘଟଣା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଜଣେ ମହିଳା ତାଙ୍କ ସ୍ବାମୀ ଯେତେବେଳେ କାମରେ ଚାଲି ଯାଇଥାନ୍ତି ସେହି ସମୟରେ ତାଙ୍କ ପ୍ରେମିକ ଙ୍କୁ ଘରକୁ ଡ଼ାକି ତାଙ୍କ ସହିତ ପ୍ରେମ ସମ୍ପର୍କ ରଖୁଛନ୍ତି।
କିନ୍ତୁ ଏହିସବୁ ଘଟଣା ବିଷୟରେ ତାଙ୍କ ସ୍ବାମୀ କିଛି ଜାଣି ପାରୁନଥିଲା। ତେବେ ବନ୍ଧୁଗଣ ଆପଣ ମାନେ ଏହି ଭିଡିଓ ରେ ଜଣେ ସ୍ତ୍ରୀ ର କଳାକାରନାମା ଦେଖିବାକୁ ପାଇବେ। 
ନିଜ ସ୍ୱାମୀକୁ ଅନେକ ଭଲ ପାଇବା ଦେଇ ଘରୁ ଅଫିସ୍ କୁ ପଠାଉଛନ୍ତି। ଏହାପରେ ସ୍ଵାମୀ ଅଫିସ ଗଲାପରେ ସ୍ତ୍ରୀ ଜଣକ ନିଜ ପ୍ରେମିକ କି ଫୋନ୍ କରି ଘରକୁ ଡାକୁଛନ୍ତି। ଏହାପରେ ପ୍ରେମିକ ମଧ୍ୟ ପହଞ୍ଚି ଯାଇଛି ପ୍ରେମିକା ସହିତ ଖେଳ କରିବା ପାଇଁ।
ଏହାପରେ ସ୍ଵାମୀ ଜଣକ କିଛି ବାଟ ଯାଇଛନ୍ତି ନା ନାଇଁ କିଛି ଜିନିଷ ଭୁଲି ଯାଇଥିବାରୁ ଘରେ ଆସି ପହଂଚିଛନ୍ତି। ଘରେ ପହଞ୍ଚି ସ୍ଵାମୀ ଜଣକ ସ୍ତ୍ରୀ କୁ ଫୋନ୍ କରିବାରୁ ସ୍ତ୍ରୀ ଫୋନ୍ ଉଠେଇ ନଥିଲେ। 
ତାପରେ ସ୍ଵାମୀ ଜଣକ ଘର ଭିତରେ କଣ ଚାଲିଛି ବୋଲି ଜାଣିବାକୁ ବହୁତ୍ ଚେଷ୍ଟା କଲେ। କିନ୍ତୁ କିଛି ସମୟ ପରେ ସ୍ତ୍ରୀ ଜଣକ ନିଜ ପ୍ରେମିକ କୁ ଘର ବାହାରକୁ ଛାଡ଼ିବା ପାଇଁ ଆସିଥିଲେ। ଠିକ୍ ସେହି ସମୟରେ ସ୍ଵାମୀ ଜଣକ ନିଜ ସ୍ତ୍ରୀ କୁ ତାର ପ୍ରେମିକ ସହ ଦେଖି ଦେଇଥିଲେ।
ମହିଳା ଜଣଙ୍କ ବିବାହିତ ହୋଇ ମଧ୍ୟ ଏଭଳି ନି-ନ୍ଦ-ନୀ-ୟ କାମ କରୁଥିବାର ଦେଖିବାକୁ ମିଳିଛି।ବର୍ତ୍ତମାନ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।