ସ୍ଵାମୀ ଠାରୁ ଅଲଗା ରହୁଥିବା କିଛି ସ୍ତ୍ରୀ ଲୋକ ମାନେ ପ୍ରତିଦିନ ରାତି ରେ କରନ୍ତି ଏଭଳି ଅନୈତିକ କାଣ୍ଡ

 
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଏବେ ସମାଜ ରେ ଲୋକ ମାନଙ୍କ ମଧ୍ୟ ରେ କିପରି ସମ୍ପର୍କ ରହିଛି।ସ୍ବାମୀ ସ୍ତ୍ରୀ ପରସ୍ପର କୁ ବିବାହ କରୁଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ଝଗଡ଼ା ହୋଇ ସେମାନେ ଅଲଗା ହେଇ ଯାଉଛନ୍ତି।ଏହାକୁ ଛାଡ ପତ୍ର ବା ଡିଭୋରସ କୁହା ଯାଏ।
ନିଜ ପରିବାର ବନ୍ଧୁ ବାନ୍ଧବ କାହାରି କଥା ଶୁଣୁ ନାହାନ୍ତି ସେମାନେ।ଏହା ପରେ ସେମାନେ ବହୁତ ଚିନ୍ତା ରେ ରହୁଛନ୍ତି।ବେଳେବେଳେ ଆ-ତ୍ମ-ହ-ତ୍ୟା ଭଳି ଖରାପ କାମ କରି ବସିଛନ୍ତି।ଯେତେ ବୁଝାଇଲେ ବି କିଛି ବି ଫରକ୍ ପଡୁନି।ଆମେ ଆପଣ ଙ୍କୁ ସେହିଭଳି କିଛି ଟିପ୍ସ ଦେବାକୁ ଯାଉଛୁ।
ନିଜ ଭାବନା କୁ ବୁଝନ୍ତୁ ଯଦି ଆପଣ ଙ୍କ ଭିତରେ ଏପରି କିଛି ଭାବନା ରହିଛି।ତାକୁ ଅନ୍ୟ ମାନଙ୍କ ନିକଟ ରେ ପ୍ରକାଶ କରନ୍ତୁ।ଯଦି ଆପଣ ଆପଣ ଙ୍କ ମନ ର କଥା ନିଜ ଭିତରେ ରଖିବେ ଏହା ଆପଣ ଙ୍କୁ ବହୁତ କଷ୍ଟ ଦେବ।
ଏହା ଅନ୍ୟ ମାନଙ୍କୁ କହିଦେଲେ ମନ କୁ ଶାନ୍ତି ଆସିବ। ଯାହା କିଛି ହେଇ ଯାଇଚି ତାକୁ ସ୍ବୀକାର କରନ୍ତୁ।ଆଉ ଆଗକୁ ଆସୁ ଥିବା ନୂଆ ଜୀବନ ଆଡ଼କୁ ଯାଆନ୍ତୁ।ପୁରୁଣା କଥା ଭାବି ଭାବି ନିଜେ କୌଣସି ଭୁଲ କାମ କରି ବସାନ୍ତୁ ନାହିଁ।ଯାହା କି ଭବିଷ୍ୟତ ରେ ଆପଣ ଙ୍କୁ ବହୁତ କଷ୍ଟ ଦେବ।
ଅନ୍ୟ ମାନଙ୍କର ସାହାର୍ଯ୍ୟ ନିଅନ୍ତୁ।ନିଜ ସାଙ୍ଗ ସାଥୀ ବାପା ମା ଙ୍କୁ ଜଣାନ୍ତୁ।ସେହି ମାନେ ହିଁ କିଛି ଆପଣ ଙ୍କୁ ସାହାର୍ଯ୍ୟ କରି ପାରିବେ ଆଉ ସେମାନେ ହିଁ ଆଗକୁ ଯିବାକୁ ଆପଣ ଙ୍କୁ ସାହାର୍ଯ୍ୟ କରିବେ।ସବୁବେଳେ ଆଶା କରନ୍ତୁ କି
ମୋତେ ଭବିଷ୍ୟତ ରେ କିଛି ନା କିଛି ମିଳିବ।ମନ ରେ ସକାରାତ୍ମକ ଚିନ୍ତାଧାରା ଥିଲେ ସବୁ ଜିନିଷ ସହଜ ହୋଇ ଯିବ।ଏହି ଭାବନା ହିଁ ଆଗକୁ ଯିବ ପାଇଁ ପ୍ରେରଣା ଦିଏ।ଆଗକୁ ଭଲ ରୁ ଆହୁରି ଭଲ ଜୀବନ ଆପଣ ବିତାଇବେ।
ସମସ୍ତେ କୁହନ୍ତି ଛାଡ଼ପତ୍ର ପରେ ଜୀବନ ରେ ଆଉ ଖୁସୀ ନ ଥାଏ।ହେଲେ ଏହା ଭୁଲ।ଆପଣ ଏକୁଟିଆ ହେଲେ ବି ଆଗକୁ ବଢ଼ିବାକୁ ପ୍ରୟାସ କରନ୍ତୁ।ଖରାପ ଲୋକ ଙ୍କ ଠାରୁ ଦୂରେଇ ରୁହନ୍ତୁ।
ସେହିମାନେ ଆପଣ ଙ୍କ ଭାବନା କୁ ତଳ କୁ ତଳ କୁ ଟାଣିବେ।ଆତ୍ମ ନିର୍ଭର ହୁଅନ୍ତୁ।କିଛି କରିବାକୁ ପ୍ରୟାସ କରନ୍ତୁ।ଦେଖିବେ ଭବିଷ୍ୟତ ରେ ସବୁ କିଛି ଠିକ୍ ହୋଇ ଯିବ।