ସମସ୍ତଙ୍କ ଲୋକପ୍ରିୟ ଅଭିନେତ୍ରୀ Rani Panda ଖୋଲିଲେ ନୂଆ ମାଛ ଦୋକାନ ! ଆସନ୍ତୁ ଦେଖିବା କଣ ଚାଲିଛି ଏଠାରେ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ରାନୀ ପଣ୍ଡା ହେଉଛନ୍ତି ଯାତ୍ରା ଜଗତର ଏକ ଆଗ ଧାଡ଼ିର ଅଭିନେତ୍ରୀ। ସେ ସର୍ବଦା ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାର ବିଷୟ ପାଲଟି ଥାଆନ୍ତି।
କାରଣ ସେ ଏଭଳି କିଛି କଥା କହିଥାନ୍ତି ଯାହା ପାଇଁ ସେ ଚର୍ଚ୍ଚା କୁ ଚାଲି ଆସନ୍ତି। ସେ ନିର୍ଭୟ ଭାବରେ ରୋକ୍ ଠୋକ୍ ମଧ୍ୟ କଥା କୁହନ୍ତି। ତାଙ୍କର କଥା କୁ କେତେକ ଲୋକ ମଧ୍ଯ ବେଶ ପସନ୍ଦ କରନ୍ତି।
କିଛି ଲୋକ ମାନେ ମଧ୍ୟ ରାନୀ ପଣ୍ଡା ଙ୍କୁ ଖୁବ ସମାଲୋଚନା କରିଥାଆନ୍ତି। ହେଲେ ରାନୀ ପଣ୍ଡା ଙ୍କୁ ଏହି ସମସ୍ତ କଥାରୁ କୌଣସି ପ୍ରଭାବ ପଡି ନଥାଏ। ସେ ସମସ୍ତଙ୍କୁ ମଧ୍ୟ ରୋକ୍ ଠୋକ୍ ଜବାବ ଦିଅନ୍ତି।
ସେ ବଡ଼ ବଡ଼ ନେତା ହୁଅନ୍ତୁ ଅବା ଅଭିନେତା ରାନୀ ପଣ୍ଡା କାହାରିକୁ ହେଲେ ମଧ୍ୟ ଡରନ୍ତି ନାହିଁ। କାରଣ ସେ ଜାଣିଛନ୍ତି କି ସେ ଯାହା କରୁଛନ୍ତି ତାହା ଠିକ୍ କରୁଛନ୍ତି। ଅନେକ ସଂଘର୍ଷ କରିବା ପରେ ହିଁ ସେ ଆଜି ଏହି ସ୍ଥାନରେ ଅଛନ୍ତି।
ଏହି ସଫଳତା ପାଇବା ପଛରେ ତାଙ୍କର ଅନେକ ଦୁଃଖଭରା କାହାଣୀ ଅଛି। ତେବେ ଆପଣ ମାନେ ଜାଣିଥିବେ କି ରାନୀ ପଣ୍ଡା ସୋସିଆଲ ମିଡ଼ିଆ ରେ ପ୍ରାୟ ସମୟରେ ଏକ୍ଟିଭ୍ ରୁହନ୍ତି।
ଏବଂ ସେ ଅନେକ ଫଟୋ ଏବଂ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରନ୍ତି ଯାହାକି ଦର୍ଶକ ମାନଙ୍କୁ ଖୁବ ପଶନ୍ଦ ଆସିଥାଏ। ହେଲେ ସୋସିଆଲ ମିଡ଼ିଆ ରେ ଏବେ ରାନୀ ପଣ୍ଡା ଙ୍କ ଫଟୋ ଓ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି।
ସେଥିରେ ରାନୀ ପଣ୍ଡା ଙ୍କୁ ଏକ ମାଛ ବାଲି ଭୂମିକାରେ ଦେଖିବାକୁ ମିଳିଛି। ଏବଂ ରାନୀ ପଣ୍ଡା ମାଛ ବାଲି ହୋଇ ମାଛ ମଧ୍ଯ ବିକୁ ଛନ୍ତି। ଏହା ମାଛ ବାଲି ଭାବରେ ରାନୀ ପଣ୍ଡା ଯେଉଁ ଫଟୋ ସୁଟ କରିଛନ୍ତି
 ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଏକାଧିକ ଲୋକ ମାନେ ମଧ୍ୟ ଦେଖି ସାରିଲେଣି। ତେବେ ଆପଣଙ୍କୁ ଏହି ଭିଡିଓ କିଭଳି ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।