ମାଟ୍ରିକ ରେ ୩୫% ନମ୍ବର୍ ରଖି ପାସ କଲେ ପୁଅ ସବୁଆଡେ ବୁଲି ବୁଲି ମିଠା ବାଣ୍ଟିଲେ ବାପା ମା ଦେଖନ୍ତୁ କଣ ଥିଲା ଏହାର ମୁଖ୍ୟ କାରଣ - VIRAl VIDEO

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ସୋସିଆଲ ମିଡିଆରେ ଆପଣମାନେ ଏଭଳି କିଛି ଖବର ଜାଣିବାକୁ ପାଇବେ
ଯାହା ଜାଣିଲେ ଆପଣଙ୍କ ମନରେ ଅନେକ କଥା ଆସିବ । ଆଉ କିଛି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ବିଷୟରେ ଏବେ ଜାଣିପାରିବେ ।
ଏବେ ନିକଟରେ ଦଶମ ପରୀକ୍ଷା ରେଜଲ୍ଟ ବାହାରିଥିଲା । ଆଉ ଏହି କଥା ଆପଣମାନେ ସମସ୍ତେ ତ ଜାଣିଥିବେ । ଏହି ଖବର ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।
ଏବେ ପରୀକ୍ଷା ରେଜଲ୍ଟକୁ ନେଇ କିଛି ଖବର ସାମ୍ନାକୁ ଆସିଛି । ଆଉ ଏହି ଖବର ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଏବେ ଶୁଣିଲେ ଆପଣ ବି ଅନେକ କଥା ଭାବିବେ । 
ଆପଣମାନେ ସମସ୍ତେ ତ ଜାଣିଥିବେ ପିଲାମାନେ ଅଧିକ ନମ୍ୱର୍ ରଖିଲେ ବାପା ମା ଖୁସିରେ ମିଠା ବାଣ୍ଟି ଥାଆନ୍ତି । ଆଉ ଏହି ଭିଡିଓରେ ଆପଣମାନେ ଜାଣିପାରିବେ କି ଗୋଟିଏ ପୁଅ ଦଶମ ପରୀକ୍ଷାରେ ୩୫ ପ୍ରତିଶତ ନମ୍ବର ରଖିଛି ଆଉ ତାର ବାପା ମା ମିଠା ବାଣ୍ଟୁଛନ୍ତି ।
ଏବେ ଏହି ଭିଡିଓରେ ଆପଣମାନେ ଏହି ଖବର ପାଇପାରିବେ । ୩୫ ପ୍ରତିଶତ ନମ୍ବର ଆଣିଲେ ପୁଅ ଆଉ ବାପା ମା ଏହି ନମ୍ୱର୍ ଦେଖି ଖୁସି ଥିଲେ । ଆଉ ସେ ଖୁସିରେ ମିଠା ବଣ୍ଟନ କରିଛନ୍ତି ।
ଆପଣମାନେ ଅନେକ କିଛି ଖବର ଶୁଣିଥିବେ କି ପିଲାମାନେ ନମ୍ବର କମ୍ ନମ୍ବର ରଖିଲେ ତାଙ୍କ ବାପା ମା ତାଙ୍କୁ ଗାଳି କରିଥାନ୍ତି । କିନ୍ତୁ ଏହି ପିଲାଟି କମ୍ ନମ୍ବର ରଖିଥିଲେ ମଧ୍ୟ ତାର ବାପା ମା ଖୁସି ଅଛନ୍ତି । ଏହି ପିଲାଟିର ନାମ ହେଉଛି ବିଶାଳ ।
ସେ ମୁମ୍ବାଇର ଏକ ସରକାରୀ ସ୍କୁଲରେ ପାଠ ପଢୁଛି । ତାଙ୍କ ବାପାଙ୍କ ଇଚ୍ଛା ଥିଲା ପୁଅ ଯେମିତି ହେଲେ ଦଶମ ପରୀକ୍ଷାରେ ପାସ କରନ୍ତୁ । ଆଉ ସେ ଏଭଳି କରିଛନ୍ତି । ଆଉ ସେଥିପାଇଁ ସେ ବହୁତ ଖୁସିରେ ଅଛନ୍ତି ବୋଲି କହିଛନ୍ତି । ଏବେ ଏହି ଭିଡିଓ ଚର୍ଚ୍ଚାକୁ ଆସିଛି ।