କଲେଜ ଯିବା ବାହାନା ରେ ନିଜ ପ୍ରେମିକ ରୁମ୍ ଯାଇ ସମ୍ପର୍କ ରଖିଲା ଛାତ୍ରୀ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ କିଭଳି ଘଟଣା ମାନ ଘଟିବାରେ ଲାଗିଛି। ଲୋକ ମାନେ ମଧ୍ୟ କିଛି କରିବା ପୂର୍ବରୁ ନିଜର ସମ୍ପର୍କର ମହତ୍ତ୍ଵ ସମ୍ପର୍କରେ କିଛି ଚିନ୍ତା କରୁ ନାହାଁନ୍ତି।
ତାଙ୍କର ନିଜର କାମନା ବାସନା ସମ୍ମୁଖରେ ସବୁକିଛି ଶେଷ କରି ଦେଉଛନ୍ତି। ତେବେ ଆପଣ ମାନେ ଜାଣିଛନ୍ତି କି ଖୁଡି ଆଉ ପୁତୁରା ହେଉଛି ଏକ ପବିତ୍ର ସମ୍ପର୍କ ମାତ୍ର ଏହି ସମ୍ପର୍କରେ ଲୋକ ମାନେ ଦାଗ ଲଗାଇ ଦେଇଛନ୍ତି।
ଆଜି କାଲି ଲୋକଙ୍କୁ କାହା ସହ ବି ପ୍ରେମ ହୋଇ ଯାଉଛି। ଆଉ ଏଥିପାଇଁ ତାଙ୍କୁ ଟିକେ ହେଲେ ମଧ୍ୟ ଦୁଃଖ ଲାଗୁ ନାହିଁ। ଏବେ ସୋସିଆଲ ମିଡ଼ିଆରେ ଏହି ଖବର ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ସେଠାରେ ଜଣେ ମହିଳା ବିବାହିତ ହୋଇ ତାଙ୍କର ଗୋଟେ ପୁଅ ଓ ସ୍ଵାମୀ ମଧ୍ୟ ଜୀବିତ ଅଛନ୍ତି ହେଲେ ସେ ତାଙ୍କର ପୁତୁରା ସହ ସମ୍ପର୍କ ରଖିଛନ୍ତି।ଆଉ ଯେତେବେଳେ ତାଙ୍କୁ ସମୟ ମିଳେ ସେ ତାଙ୍କର ପୁତୁରା ସହ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇ ଥାଆନ୍ତି।
ଏହି ଘଟଣାଟି ହେଉଛି ଲକ୍ଷ୍ନୌ ଠାରେ ଘଟି ଯାଇଛି। ମହିଳା ଜଣକୁ ୪୫ ବର୍ଷ। ମହିଳା ଜଣକ ଜଣକ ଯେତେବେଳେ ତାଙ୍କର ପୁତୁରା ସହ ଆପତ୍ତି ଜନକ ଅବସ୍ଥାରେ ଥିଲେ ସେତେବେଳେ ତାଙ୍କୁ ସେହି ସ୍ଥାନରେ ତାଙ୍କର ପୁଅ ଓ
ତାଙ୍କର ସ୍ଵାମୀ ଦେଖି ଦେଇଥିଲେ। ଏହାପରେ ସେମାନେ ଦୁହେଁ ଖୁବ ରାଗି ଯାଇଥିଲେ। ଏବଂ ବାପା ସହ ପୁଅ ମିଶି ନିଜ ମାଆ ସହ ସମ୍ପର୍କ ରଖିଥିବା ସେହି ପୁତୁରା ଜଣକୁ ଖୁବ ମାଡ଼ ମାରିଥିଲେ।
ତାଙ୍କୁ ଏଭଳି ମାଡ଼ ମାରିଥିଲେ କି ତାଙ୍କୁ ବାଡେଇ ବାଡେଇ ଜୀବନରୁ ମାରି ଦେଇଥିଲେ। ଆଉ ଏହି ଘଟଣା ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଥିଲା। ସ୍ଥାନୀୟ ଲୋକ ଏହି ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ନିକଟରେ ଯାଇ ଅଭିଯୋଗ କରିଥିଲେ।
ଆଉ ଏହାପରେ ପୋଲିସ୍ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା। ଆଉ ଯେତେବେଳେ ପୋଲିସ ତାଙ୍କୁ ଏଭଳି କାଣ୍ଡ କରିବାର କାରଣ ପଚାରିଥିଲା ସେତେବେଳେ ସେମାନେ ସବୁ ସତ ମାନି ଯାଇଥିଲେ।