ମିଛେଇ ପୁନମ ପାଣ୍ଡେ ର ପରଦା ଫାସ - ସାମାନ୍ୟ ଟିକେ ଲୋକ ଲୋଚନ କୁ ଆସିବାକୁ କହିଲା ମୁଁ ମରିଯାଇଛି...

 
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ପୁନମ ପାଣ୍ଡେ ଙ୍କ ମୃ-ତ୍ୟୁ ମାମଲା ବିଷୟ ରେ।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି। ପୁନମ ପାଣ୍ଡେ ଯିଏ କି ଜଣେ ଅଭିନେତ୍ରୀ।
ଗତ କାଲି ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଜଣା ପଡ଼ି ଥିଲା କି ତାଙ୍କର ମୃ-ତ୍ୟୁ ହୋଇ ଯାଇଚି।ତାଙ୍କ ଦଳ ଏ ନେଇ ସୂଚନା ଦେଇଥିଲେ।କିନ୍ତୁ ଏହା ସତ କି ମିଛ ସେ ବିଷୟ ରେ କିଛି ସୂଚନା ଦିଆ ଯାଇ ନ ଥିଲା।ଆଜି ସକାଳେ ପୁନମ ପାଣ୍ଡେ ନିଜେ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଥିଲେ କି ସେ ଜୀବିତ ଅଛନ୍ତି।ତାଙ୍କର କିଛି ବି ହୋଇ ନାହିଁ।
ହେଲେ ଏବେ ତାହାକୁ ନେଇ ସେ ଖୁବ୍ ଚର୍ଚ୍ଚା ରେ ଅଛନ୍ତି।ଏ ନେଇ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ମୁହଁ ଖୋଲିଛନ୍ତି।ଓଡ଼ିଆ ସିନେ ଜଗତ ର ନାମୀଦାମୀ ଅଭିନେତ୍ରୀ ଅନୁ ଚୌଧୁରୀ କହିଥିଲେ କି ପୁନମ ଏଭଳି କରିବା ଠିକ୍ ନୁହେଁ।
ଆଜି ସକାଳୁ ପୁନମ କହିଥିଲେ କି ଲୋକ ଙ୍କୁ ସଚେତନ କରିବା ପାଇଁ ସେ ଏଭଳି କରିଛନ୍ତି।ତାଙ୍କ ଟିମ୍ ର ଏଭଳି କାର୍ଯ୍ୟ କୁ ସମସ୍ତେ ନା ପସନ୍ଦ କରିଛନ୍ତି।ସାମାନ୍ୟ ଚର୍ଚ୍ଚା ରେ ରହିବା ପାଇଁ ଏତେ ତଳ କୁ ଖସି ଯିବା ଠିକ୍ ନୁହେଁ।
ଆମେ ଯେତେବେଳେ ଏହି ଖବର ପ୍ରଥମେ ପାଇ ଥିଲୁ ଡରି ଯାଇ ଥିଲୁ।ମାତ୍ର ୩୨ ବର୍ଷ ବୟସ ରେ ସେ କର୍କଟ ରୋଗ ରେ ଆକ୍ରାନ୍ତ ଥିଲେ।ବର୍ତ୍ତମାନ ସମୟ ରେ କର୍କଟ ରୋଗ ଭଲ ହୋଇ ପାରୁଛି।ଏଥିପାଇଁ ଲୋକ ମାନେ ଆହୁରି ଅଧିକ ସଚେତନ ହେବା ଆବଶ୍ୟକ।
ଏଥିପାଇଁ ଏସବୁ କରିବାର ଆବଶ୍ୟକତା ନାହି।ସବୁ କର୍କଟ ରୋଗୀ ଙ୍କ ର ଇଚ୍ଛା ଥାଏ ବଞ୍ଚିବା ପାଇଁ। ପୁନମ ଏଭଳି କରି ସେମାନଙ୍କ ମନ ରେ ବହୁତ କଷ୍ଟ ଦେଇଛନ୍ତି।ଲୋକ ମାନଙ୍କ ଭାବନା ସହିତ ଖେଳିଛନ୍ତି।ଚର୍ଚ୍ଚା ରେ ରହିବା ପାଇଁ ଏସବୁ କାମ ଭୁଲ ଅଟେ।
ବର୍ତ୍ତମାନ୍ ସମୟ ରେ ଆପଣ ମାନେ ଯାହା କଲେ ବି ଚର୍ଚ୍ଚା ରେ ରହିବେ।ଏହି ଫେକ ନିଉଜ କୁ ନେଇ ଭାଇରାଲ କରିବା ଉଚିତ ନୁହେଁ।ଲୋକ ଙ୍କ ମନ ରେ ତାଙ୍କ ପ୍ରତି ଘୃଣା ଚାଲି ଆସିବ।ଏଥିପାଇଁ ଲୋକ ମାନଙ୍କୁ ସଚେତନ କରିବା ଜରୁରୀ।ଆଗକୁ ଯେପରି ଆଉ ଏପରି କେହି କରିବେ ନାହିଁ।