ବୋହୂ କୁ ସ୍ଵାମୀ ର ପରିଚୟ ଦେଇ ଧର୍ଷଣ କଲା ସମ୍ପର୍କୀୟ ମାମୁଁ, ସତ ଜଣା ପଡିବାରୁ ଫେରାର ହେଲା ମାମୁଁ

 
ନମସ୍କାର ପାଠକ ବନ୍ଧୁ।ପ୍ରେମ ହେଉଛି ଚିରନ୍ତନ୍।ଦୁଇ ଜଣ ଭିତରେ ଯେତେ ଝଗଡା ହେଇ ଥାଉ ନା କାହିଁକି କେବଳ ପ୍ରେମ ହିଁ ସେମାନଙ୍କୁ ପାଖକୁ ଆଣି ପାରିବ।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନ ର ଅଜମେର୍ ଜିଲ୍ଲା ରେ।
ଏହା ଏକ କୋର୍ଟ ର ବିଷୟ।ଯେଉଁ ଠାରେ କି ଦୁଇ ଜଣ ପତ୍ନୀ ଦିର୍ଘ ୧୦ ବର୍ଷ ହେଲାଣି ପରସ୍ପର ସହ କଥା ହେଉ ନଥିଲେ।ପାରିବାରିକ କଳହ ଯୋଗୁ ସେମାନେ ପରସ୍ଲର ଠାରୁ ସମ୍ପୁର୍ଣ୍ଣରୂପେ ଅଲଗା ହୋଇ ଯାଇଥିଲେ।ଅନେକ କୋର୍ଟ କଚେରି ଦଉଡ଼ି ଲେଣି।ହେଲେ କେହି ତାଙ୍କ ଭିତରେ ସେହି ଝଗଡା ର ସମାଧାନ କରି ପାରୁ ନ ଥିଲେ।
ସୁଚନାଯୋଗ୍ୟଯେ ଯେ ମହିଳା ଜଣକ ତାଙ୍କ ସ୍ଵାମି ମ୍କ ସହିତ ହସ ଖସି ରେ ରହୁଥିଲେ।କିଛି ଦିନ ପର୍ଯ୍ୟନ୍ତ ତାଙ୍କ ସମ୍ପର୍କ ବହୁତ ଭଲ ଥିଲା।ହେଲେ ତାର ଠିକ ପରବର୍ତି ସମୟ ରେ କୌଣସି ଏକ କଥା କୁ ନେଇକି ଝଗଡା ହେଲା।ମହିଳା ଜଣକ ଏହି ଘଟଣା କୁ ସହି ପାରି ନଥିଲା।
ସେ ତାଙ୍କ ଘରୁ ଚାଲି ଯାଇଥିଲେ।ଏବଂ ତାଙ୍କୁ ଛାଡ ପତ୍ର ଦେବାପାଇଁ କୋର୍ଟ ରେ ବିଚାର ଚାଲିଲା।ବର୍ତ୍ତମାନ ସମୟ ରେ ଦେଖା ଯାଉଛି ଯେ ଝଗଡା ର ଠିକ ୧୦ ବର୍ଷ ପରେ ସେମାନେ ଦୁଇ ଜଣ ପୁଣି ଏକାଠି ହୋଇଛନ୍ତି।ଯାହାକୁ ଦେଖି ସମସ୍ତେ ବହୁତ ଖୁସି ହୋଇ ଯାଇଥିଲେ।
କୋର୍ଟ ରେ ତାଙ୍କ ବିଚାର ଚାଲୁ ଥିଲା।ବିଚାର ସରିବା ପରେ କୋର୍ଟ ସେମାନଙ୍କୁ ଏକାଠି ରହିବା ପାଇଁ ନିର୍ଦେଶ ଦେଇ ଥିଲେ।ଯିଏ ଦିନେ ପରସ୍ପର ସହିତ ରହିବାପାଇଁ ପସନ୍ଦ କରୁ ନ ଥିଲେ ଏ କଥା ଶୁଣି କାନ୍ଦି ପକେଇଲେ।
ହାତ ଧରା ଧରି ହୋଇ ସେମାନେ ବହୁତ କାନ୍ଦିଲେ।କୋର୍ଟ ରେ ସେମାନେ ପ୍ରତିଜ୍ଞା କଲେ ଯେ ସେମାନେ ଆଉ କେବେ ବି ଅଲଗା ହେବେ ନାହିଁ।ଯାହାକୁ ଦେଖି ସମସ୍ତେ ଆଶ୍ଚଯ୍ୟ ହେବା ସହିତ ଖୁସି ହୋଇ ଗଲେ।
କୋର୍ଟ ସେମାନଙ୍କ ପାଇଁ ଏମିତି କିଛି କଲା ଯାହା ଦ୍ଵାରା ସେମାନେ ବହୁତ ଖୁସି ହୋଇଗଲେ।ସେହି ଠାରେ ସେମାନେ ମାଳ ପିନ୍ଧା ପିନ୍ଧି ହେଲେ।ପରସ୍ପର କୁ ଭୁଲ ମାଗିଲେ।
ଜୀବନ ରେ ଆଉ ପରସ୍ପର ଠାରୁ ଅଲଗା ହେବେ ନାହିଁ ବୋଲି ସେମାନେ କହିଲେ।ଏପରି ପରିସ୍ଥିତି ଦେଖି ସେଠାରେ ଉପସ୍ଥିତ ଲୋକ କାନ୍ଦି ପକାଇ ଥିଲେ।