ଜୀବନରେ କେହି ଆପଣଙ୍କ ମହତ୍ତ୍ଵ କଣ ଜାଣି ପାରୁନାହାନ୍ତି କି ଶୀଘ୍ର ଦେଖନ୍ତୁ ଆଉ କରନ୍ତୁ ଏହି ଗୋଟିଏ କାମ ଆଉ ଦେଖନ୍ତୁ ଚମତ୍କାର

 
ପ୍ରତିଦିନ ତୁମ ଜୀବନରେ ଅନେକ ସୁଯୋଗ ଥାଏ ଯେତେବେଳେ ତୁମେ ନିଜ ସ୍ଥାନରେ ଠିକ୍ ରୁହନ୍ତି ଏବଂ ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କୁ ବୁଝନ୍ତି ନାହିଁ।ଯଦି କେହି ତୁମର ମୂଲ୍ୟ ବୁଝନ୍ତି ନାହିଁ ତେବେ ଏହି ପାଞ୍ଚୋଟି କାର୍ଯ୍ୟ କରିବା ନିହାତି ଆବଶ୍ୟକ।ଫେରାଇ ଆଣିବାକୁ କିଛି ସମୟ ଲାଗିବ, କିନ୍ତୁ ଏହି ପଦ୍ଧତି କରିବା ଆବଶ୍ୟକ।
(୧) ଯେଉଁ ବ୍ୟକ୍ତି ଆପଣଙ୍କ ଜୀବନ ରୁ ଛାଡ଼ି ଚାଲିଯିବାକୁ ଚାହୁଁଛନ୍ତି ସେମାନଙ୍କୁ ଖୁସିରେ ଯିବାକୁ ଦିଅନ୍ତୁ।ଏମିତି କରିଲେ ଆପଣମାନେ ବହୁତ ଖୁସି ରେ ରହିବେ।ସମସ୍ତେ ଆପଣଙ୍କୁ ସମ୍ମାନ ମଧ୍ୟ ଦେବେ।ଆପଣଙ୍କ ମନରେ ରେ ହଜାର ହଜାର ଉତ୍ତେଜନା ଚାଲିଛି, ଯଦିଓ ଆପଣ ଭିତରେ କାନ୍ଦୁଛନ୍ତି, ଭାଙ୍ଗି ଯାଇଛନ୍ତି,କିନ୍ତୁ ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତି ଜଣଙ୍କ ଆପଣଙ୍କୁ ସମ୍ମାନ ଦେଉ ନାହିଁ,ଆପଣଙ୍କ କଥାକୁ ବୁଝୁ ନାହାଁନ୍ତି ତେବେ 
ସେ ତାଙ୍କ ରାସ୍ତାରେ ଯାଉଛନ୍ତି।
ଆପଣ ନିଜ ରାସ୍ତାରେ ଯିବା ଉଚିତ।ତାଙ୍କୁ ହୃଦୟରୁ ସବୁଦିନ ପାଇଁ କାଢି ଦେବା ଅତ୍ୟନ୍ତ କଷ୍ଟକର ହେବ।ତାଙ୍କୁ ମୋବାଇଲ ରୁ ହଟାଇ ଦିଅ ସୋସିଆଲ ମିଡିଆ ରୁ ନିଜ ମନରୁ ବାହାର କରିଦିଅ।
(୨) ଯିଏ ଆପଣଙ୍କ ସହିତ ସବୁବେଳେ ଛିଡ଼ା ହୋଇଛନ୍ତି ତାଙ୍କ ସହିତ ରହିବାକୁ ଚେଷ୍ଟା କରନ୍ତୁ।ଯିଏ ଆପଣଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତୁମ ସହିତ ଛିଡା ହେବାକୁ ଯାଉଛି ସେହି ବ୍ୟକ୍ତି ତୁମ ବ୍ୟତୀତ ଆଉ କେହି ହୋଇପାରିବ ନାହିଁ।ଯେତିକି ସମୟ ତାଙ୍କୁ ଦେଉଥିଲେ ସେତିକି ସମୟ ନିଜକୁ ଦେବା ଉଚିତ।ଭଲ ଭଲ ସ୍ଥାନ ବୁଲିବାକୁ ଯାଆନ୍ତୁ।ନିଜ ଜୀବନକୁ ଏଞ୍ଜୟ୍ କରନ୍ତୁ।
(୩)ଶାନ୍ତ ରହିବାକୁ ଚେଷ୍ଟା କର।ଯେତେବେଳେ ନିଜ ବିଷୟରେ ଚିନ୍ତା କରିବେ ସେତେବେଳେ ଶାନ୍ତ ରହିବେ।ଶାନ୍ତ ରହି ଲଢିବା ଶିଖନ୍ତୁ।ନିଜ ଉପରେ ଭରସା ରଖନ୍ତୁ ଆଉ ଆଗକୁ ବଢ଼ି ଚାଲନ୍ତୁ।
(୪) ତୁମର କ୍ୟାରିଅର୍ ଉପରେ ଫୋକୋସ କରିବା ଉଚିତ।ଏବଂ ଯେଉଁ କାର୍ଯ୍ୟ କରୁଛନ୍ତି ସେଥିରେ ଖୁସି ରୁହନ୍ତୁ।ନିଜ ଲକ୍ଷ୍ୟ କୁ ପାଇବା ପାଇଁ ଦିନରାତି ଲାଗି ପଢନ୍ତୁ।ବ୍ୟସ୍ତ ରେ ରୁହନ୍ତୁ।ଏମିତି କରିଲେ କିଏ ଯଦି ଆପଣଙ୍କୁ କିଛି କହିବେ ତାହେଲେ ଆପଣଙ୍କୁ କଷ୍ଟ ହେବ ନାହିଁ।
(୫)ଯେଉଁ ବ୍ୟକ୍ତି ଆପଣଙ୍କର ଭାଲ୍ୟୁ ବୁଝି ନାହିଁ,ସବୁବେଳେ ଛୋଟ ଭାବୁଥାନ୍ତି,ସେହି ବ୍ୟକ୍ତି ନିଜ ଜୀବନରେ ପୁଣିଥରେ ଆଣିବେ ନାହିଁ।କାରଣ ଆପଣ ନିଜକୁ ବଦଳେଇ ଦେଇଛନ୍ତି,କିନ୍ତୁ ସେହି ବ୍ୟକ୍ତି ଜଣଙ୍କ ବଦଳି ଛନ୍ତି କି ନାହିଁ ତାହା ଆପଣମାନେ ଜାଣି ନଥିବେ।