ରାଣୀ ପଣ୍ଡାଙ୍କ ଆଖିରେ ଲୁହ ଦେଖନ୍ତୁ ସବୁ ମନ କଥା ଫ୍ୟାନ ମାନଙ୍କୁ କହି ଭୋ ଭୋ ହେଇ କାନ୍ଦିଲେ ରାଣୀ ପଣ୍ଡା - VIRAl VIDEO

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଅନେକ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଆସିଥିବା ଖବର ପାଇପାରିବେ । ଏହି ଅଭିନେତ୍ରୀ ଜଣକ ଦେଖିବାକୁ ବହୁତ ସୁନ୍ଦରୀ ଅଟନ୍ତି । ଏହି ଅଭିନେତ୍ରୀ ଜଣଙ୍କୁ ନେଇ ଏବେ ଖବର ଆସିଛି । 
ଅଭିନେତ୍ରୀ ରାନୀ ପଣ୍ଡା ଏବେ କାନ୍ଦୁ ଥିବାର ନଜର ଆସିଛନ୍ତି । ଆଉ କାନ୍ଦି କାନ୍ଦି ଏହି ଭିଡିଓ କରିଛନ୍ତି ଆଉ ଅନେକ କଥା ମଧ୍ୟ କହିଛନ୍ତି । ସେ କହିଛନ୍ତି କେହି ଜଣେ ବ୍ୟକ୍ତି କହିଛନ୍ତି ରାଣୀ ପଣ୍ଡାଙ୍କୁ ବାହା ହେବା ମନା ଆଉ ତାଙ୍କୁ ମାଆ ହେବା ମନା ଆଉ ତାଙ୍କୁ ଖଣ୍ଡଗିରି ମନା।
ରାନୀ ପଣ୍ଡା କହିଛନ୍ତି ଏହି ବ୍ୟକ୍ତି ଜଣକ ଯାହା ଲେଖିଛନ୍ତି ତାହା ସବୁ ଠିକ୍ । ଆଉ ଏହାସହ ରାଣୀ ପଣ୍ଡା କହିଛନ୍ତି ସେ କଣ ଗରିବ ଘରେ ଜନ୍ମ ହେବା ତାର ଭୁଲ । ନା ସେ ଏହି ଯାତ୍ରା ଜଗତକୁ ଆସିବା ଭୁଲ । ଅଜାଣତରେ କରିଥିବା ଭୁଲ ପାଇଁ ଆଜି ରାଣୀ ପଣ୍ଡା ଆଜି ଏତେ କଷ୍ଟ ସହୁଛନ୍ତି । ଏଇଟା କଣ ଠିକ୍ । 
ଆଉ ଏହାସହ ଅନେକ କଥା କହିଛନ୍ତି ରାଣୀ ପଣ୍ଡା । ଅଜାଣତରେ ହୋଇ ଯାଇଥିବା ଭୁଲ ପାଇଁ ଆଜି ସେ ବଦନାମ୍ ହେଉଛନ୍ତି । ଆଉ ତାଙ୍କୁ ଏତେ କଥା ଶୁଣିବାକୁ ମିଳୁଛି । ଅଜାଣତରେ କରିଥିବା ଭୁଲ ପାଇଁ ଆଜି ସେ ଲଢି ଲଢି ବଞ୍ଚିଛନ୍ତି ।
ରାଣୀ ପଣ୍ଡା କଣ ଏତେ ଖରାପ ଝିଅ ସେ କାହାର ବୋହୂ ହୋଇପାରିବ ନାହିଁ କାହାର ସ୍ତ୍ରୀ ହୋଇପାରିବ ନାହିଁ । ସେ କଣ ମାଆ ହୋଇ ପାରିବ ନାହିଁ । ଅଭିନେତ୍ରୀ ରାନୀ ପଣ୍ଡା ଏହିସବୁ କଥା କହି କହି କାନ୍ଦୁଛନ୍ତି । ଏହାସହ ସେ ଆହୁରି ଅନେକ କଥା କହିଛନ୍ତି । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହା ଶୁଣି ପାରିବେ ।
ରାଣୀ ପଣ୍ଡା କଣ ଏତେ ଖରାପ ଝିଅ ତାକୁ କେହି ବି ବୋହୂ କରି ନେବାକୁ ଚାହିଁବେ ନାହିଁ । ଏହି ସମାଜ ରାଣୀ ପଣ୍ଡାଙ୍କୁ ଏତେ ଅପମାନ ଆଉ ଏତେ କଥା କହିଛି । ତଥାପି ରାଣୀ ପଣ୍ଡା ଲଢି ଚାଲିଛନ୍ତି । ଅଜାଣତରେ କରିଥିବା ଭୁଲ ପାଇଁ ଆଜି ସେ ଏମିତି ହେଉଛନ୍ତି ।
ରାଣୀ ପଣ୍ଡା ଜୀବନରେ ଆଉ କିଛି ନାହିଁ । ଯଦି ଓଡ଼ିଶାବାସୀ ତାଙ୍କୁ ଭଲ ପାଉଥିବେ । ତାହେଲେ ତାଙ୍କୁ ଆର୍ଶୀବାଦ ଦିଅନ୍ତୁ । ଆଉ ଏଭଳି ତାଙ୍କୁ କୁହନ୍ତୁ ନାହିଁ ତାଙ୍କୁ ଭଲପାଇବା ଦିଅନ୍ତୁ । ଆଉ ଏହାସହ ତାଙ୍କୁ ଆର୍ଶୀବାଦ କରନ୍ତୁ ଯେଭଳି ସେ ଗରିବ ମାନଙ୍କ ସେବା କରିବେ ।