ଜଙ୍ଗଲ ଭିତରେ ଝିଅ ସହ କରିଦେଲେ ଖରାପ୍ କାମ, ଭିଡିଓ ବି ହୋଇଗଲା ରେକର୍ଡ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଅନେକ ପ୍ରକାରର ଖବର ଦେଖିପାରିବେ ।
ଆଜିକା ଯୁଗରେ ପାଠ ପଢୁଥିବା ପିଲାମାନେ ଏଭଳି ସବୁ କାମ କରନ୍ତି ଯାହା ଏହି ସମାଜ ପାଇଁ କଳଙ୍କିତ ଅଟେ । ପିଲାମାନେ ଏଭଳି କିଛି କାମ କରି ସବୁବେଳେ ଚର୍ଚ୍ଚାକୁ ଆସୁଛନ୍ତି । ଏହି ପିଲାମାନେ ଏଭଳି କରିବା ପୂର୍ବରୁ ଟିକେ ବି ତାଙ୍କ ଭବିଷ୍ୟତ କଥା ଭାବୁ ନାହାନ୍ତି । 
ପିଲାମାନେ ପାଠ ପଢ଼ିବା ବୟସରେ ପାଠପଢ଼ା ଛାଡ଼ି ରାସଲୀଳା କରୁଛନ୍ତି । ପ୍ରେମ କରି ଏଭଳି ସବୁ କାମ କରୁଛନ୍ତି ଯାହା ଏହି ସମାଜକୁ କଳୁଷିତ କରୁଛି । ସମାଜ ଉପରେ ପିଲାମାନଙ୍କର ଏହି କାମ ଖରାପ ପ୍ରଭାବ ପକାଉଛି ।
ପିଲାମାନେ ଭୁଲି ଯାଉଛନ୍ତି କି ତାଙ୍କର ବୟସ କେତେ ଆଉ ଏହି ବୟସରେ ସେମାନେ କଣ କରିବା କଥା । ଆଉ ଏଭଳି କିଛି ପିଲାମାନଙ୍କ ପାଇଁ ଆଜି ସବୁ ପିଲା ବଦନାମ ହେଉଛନ୍ତି । ଏହି ଭିଡିଓରେ ଆପଣମାନେ ଏଭଳି କିଛି ଘଟଣା ଦେଖିପାରିବେ । ଏହି ଭିଡିଓ ଏବେ ଭାଇରାଲ ହେଉଛି ।
ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ଯୁବକ ଆଉ ଜଣେ ଯୁବତୀ ଯିଏକି ଟ୍ୟୁସନ୍ ଯାଉଛନ୍ତି ସେମାନେ ଏକାଠି ଏଭଳି କାମ କରିଛନ୍ତି ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ଭିଡିଓରେ ଆପଣମାନେ ଦେଖିପାରିବେ ଟ୍ୟୁସନ୍ ଯାଉଥିବା ଝିଅଟି ଜଙ୍ଗଲ ଭିତରକୁ ତାର ପ୍ରେମିକ ସହ ଯାଇଛି । ଆଉ ସେଠାରେ ସେମାନେ ଖରାପ କାମ କରୁଥିବା ସମୟରେ ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ତାଙ୍କୁ ଦେଖି ଦେଇଥିଲେ ।
ଆଉ ଏହାପରେ ଲୋକମାନେ ସେହି ପ୍ରେମିକ ଆଉ ପ୍ରମିକାଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ଏହି ଭିଡ଼ିଓକୁ ନେଇ ଏବେ ସର୍ବସାଧାରଣରେ ଚର୍ଚ୍ଚା ହେଉଛି ।