Hotel ରେ ପରପୁରୁଷ ସହ ଖରାପ କାମ ହେଉଥିବା ବେଳେ ଅଚାନକ ପହଁଚିଗଲା ସ୍ଵାମୀ, ଆଉ ତାପରେ ଯାହା ହେଲା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ସମୟରେ କିଭଳି ଅଘଟଣ ମାନ ଘଟିବାରେ ଲାଗୁଛି ତାହା ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ।
ସୋସିଆଲ ମିଡିଆରେ ଏଭଳି ଅନେକ କଥା ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥାଏ। ଆଜିକାଲି ଘରେ ଘରେ ହେଉଛି ସ୍ମାର୍ଟ ଫୋନ୍ ଆଉ ଏହି ସ୍ମାର୍ଟ ଫୋନ୍ ପାଇଁ ଏକ ସାଧାରଣ ଘଟଣା ମଧ୍ୟ ଖୁବ ସହଜରେ ଭାଇରାଲ ହୋଇ ଯାଇଥାଏ।
ଆମେ ଏବେ ଆପଣଙ୍କୁ ସେହି ଘଟଣା ସମ୍ପର୍କରେ ଆପଣଙ୍କୁ କହିବାକୁ ଯାଉଛୁ। ଗୋରଖପୁର ରେ ଜଣେ ମହିଳା ନିଜ ସ୍ଵାମୀ ଙ୍କ ନାମରେ ଏଭଳି ଅଭିଯୋଗ ଆଣିଛନ୍ତି ଯାହାକୁ କି ଆପଣ ମାନେ ବିଶ୍ବାସ ମଧ୍ୟ କରି ପାରିବେ ନାହିଁ।
ମହିଳା ଜଣକ ଏହା କହିଛନ୍ତି କି ତାଙ୍କର ସ୍ୱାମୀ ତାଙ୍କ ଘରକୁ ଯାଇଥିଲେ। ଆଉ ସେହି ସମୟରେ ରାତିରେ ମହିଳା ଜଣକ ତାଙ୍କ ଭାଉଜ ଙ୍କ ସହ ଘର ଭିତରେ ଆପତ୍ତି ଜନକ ଅବସ୍ଥାରେ ନଜର ଆସିଥିଲେ।
ମହିଳା ଜଣକ ଏହା ମଧ୍ୟ କହିଛନ୍ତି କି ତାଙ୍କର ସ୍ୱାମୀ ତାଙ୍କୁ ଯୌତୁକ ଜନିତ ଖୁବ୍ ମାରପିଟ ମଧ୍ୟ କରୁଥିଲେ। ଯାହାର ପ୍ରତିବାଦ ଅନେକ ଦିନ ଧରି କରି ଆସୁଥିଲେ।
ମାତ୍ର ଯେତେବେଳେ ମହିଳା ଜଣକ ତାଙ୍କର ଭାଉଜଙ୍କୁ ଏଭଳି ଅବସ୍ଥାରେ ଦେଖି ଦେଇଥିଲେ। ସେତେବେଳେ ସେହି ଏହି ଘଟଣାର ପ୍ରମାଣ ପାଇଁ ଭିଡିଓ କରିବାକୁ ଯାଉଥିବା ସମୟରେ ସ୍ୱାମୀ ଙ୍କ ନଜର ତାଙ୍କର ସ୍ତ୍ରୀ ଉପରେ ପଡ଼ି ଯାଇଥିଲା। ଆଉ ସେ ରାଗି ଯାଇଥିଲେ।
ଏବଂ ସ୍ତ୍ରୀ ଙ୍କୁ ସେ ଏକ ଘରେ ଭିତରେ ବନ୍ଦ କରି ତାଙ୍କୁ ଖୁବ୍ ମାରପିଟ୍ କରିବାକୁ ଲାଗିଲେ। ଏହାପରେ ଯେତେବେଳେ ମାରପିଟ୍ ଅତିଶୟ ହେବାକୁ ଲାଗିଲା ସେତେବେଳେ ମହିଳା ଜଣକ ଆସି ଥାନାରେ ତାଙ୍କର ସ୍ୱାମୀ ଙ୍କ ନାମରେ ଏତଲା ଦେଇଥିଲେ।
ଏବେ ଏହି ଏତଲା ଆଧାରରେ ପୋଲିସ ତଦନ୍ତ କରିବା ପରେ ଉକ୍ତ ବ୍ୟକ୍ତି ଜଣକୁ ଗିରଫ ମଧ୍ୟ କରିଛି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।