ଆଉ ପାରିବିନି, ମତେ ଏବେ ଛାଡି ଦିଅ, ଝିଅ ର ଭିଡିଓ ହେଇଗଲା viral

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଅଞ୍ଚଳର ଖବର ପାଇପାରିବେ । ଆଜିକାଲି ଦୁନିଆରେ ଏଭଳି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏମିତି କିଛି ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ନିନ୍ଦନୀୟ ଅଟେ । 
ଆପଣମାନେ ଏମିତି କିଛି ଘଟଣା ଏବେ ସୋସିଆଲ ମିଡିଆରେ ଦେଖି ପାରୁଥିବେ । ଏବେ ଏମିତି ଏକ ଖବର ଭାଇରାଲ ହେଉଛି ଯାହା ଆପଣଙ୍କ ମନରେ ଅନେକ ଭାବନା ଆଣିବ । ଏମିତି କିଛି ଘଟଣା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଆଜିକାଲି ଦୁନିଆରେ ସମସ୍ତେ ତ ପ୍ରେମ କରୁଛନ୍ତି । ସେ ଛୋଟ ପିଲା ହେଉ କି ବଡ ପିଲା ସମସ୍ତେ ପ୍ରେମ କରୁଛନ୍ତି । ଯେଉଁମାନଙ୍କର ବୟସ ବି ହୋଇନାହିଁ ସେମାନେ ବୁ ପ୍ରେମ କରିବାକୁ ପଛାଉ ନାହାନ୍ତି । ଯେଉଁମାନେ ପ୍ରେମର ଅର୍ଥ କଣ ବୁଝି ନାହାନ୍ତି ସେମାନେ ବି ପ୍ରେମ କରୁଛନ୍ତି ।
ଏହି ଘଟଣା ଏହି ପ୍ରେମକୁ ନେଇ ଆସିଛି । ଲୋକମାନେ ପ୍ରେମ କରି ଭୁଲି ଯାଉଛନ୍ତି ତାଙ୍କ ବୟସ ଆଉ ସେମାନେ କଣ କରୁଛନ୍ତି । ଭଲପାଇ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓରେ ଦେଖିପାରିବେ ସ୍କୁଲରେ ପାଠ ପଢୁଥିବା ଝିଅଟି ସ୍କୁଲ ଯିବା ବଦଳରେ ତାର ପ୍ରେମିକ ସହ ଜଙ୍ଗଲକୁ ଯାଇଛି । ଆଉ ଏହି ଜଙ୍ଗଲ ବାଟ ଦେଇ ଯାଉଥିବା ଲୋକମାନେ ଏହି ଭିଡିଓ କରିଛନ୍ତି । 
ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ସ୍କୁଲ ଝିଅ ତାର ପ୍ରେମିକ ସହ ଜଙ୍ଗଲରେ ଯାଇ ରାସଲୀଳା କରୁଥିଲା । ଆଉ ଏହି ସମୟରେ ତାଙ୍କୁ ଧରି ନେଇଥିଲେ କିଛି ଯୁବକ । ସେଠାରେ ଯୁବକମାନେ ତାଙ୍କୁ ଦେଖି ତାଙ୍କର ଭିଡିଓ କରିଥିଲେ । ଆଉ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ । ଏହାପରେ ସେହି ସ୍କୁଲ ଛାତ୍ରୀ ଜଣକ ବା ସେହି ଝିଅଟି କହିଥିଲା କି ତାର ବାପା ଆଉ ତାର ପ୍ରେମିକର ବାପା ଏହି ବିଷୟରେ ଜାଣିଛନ୍ତି । ପାଠ ପଢିବା ବୟସରେ ଏଭଳି କାମ କରିବା ଠିକ୍ ନୁହେଁ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।