ଦେଖନ୍ତୁ ପ୍ରଥମଥର ଶାଶୁଘରେ କେମିତି ଅଛନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ବୋହୂ ତମନ୍ନା - VIRAl VIDEO

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ଏବଂ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି।
ଓଲିଉଡ, ବଲିଉଡ ଏବଂ ସିନେମା ଜଗତର ସବୁ ଖବର ଆପଣମାନେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଓଲିଉଡ ଜଗତର ଜଣେ କଣ୍ଠଶିଳ୍ପୀଙ୍କ ପରିବାର ବିଷୟରେ କିଛି କଥା ଜାଣିପାରିବେ। 
ଆପଣମାନେ ସମସ୍ତେ ତ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କୁ ଜାଣିଥିବେ। ଏହି କଣ୍ଠଶିଳ୍ପୀ ଜଣକ ବହୁତ ସୁନ୍ଦର ଗୀତ ଗାଇଥାନ୍ତି । କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଦେଖିବାକୁ ବହୁତ ସୁନ୍ଦର ଆଉ ତାଙ୍କର ଗୀତ ମଧ୍ୟ ବହୁତ ସୁନ୍ଦର ଅଟେ ।
ସେ ଭଜନ ସହିତ ଆଧୁନିକ ଗୀତ ମଧ୍ୟ ଗାଇଛନ୍ତି । ନିକଟରେ ତାଙ୍କ ପରିବାରର କିଛି ଖବର ଆପଣମାନେ ପାଇଥିବେ । ନମିତା ଅଗ୍ରୱାଲ ଏବଂ ସିତାରାମ ଅଗ୍ରୱାଲଙ୍କ ବଡ ପୁଅ ସିଦ୍ଧାର୍ଥ ଅଗ୍ରୱାଲଙ୍କ ବିବାହ ହୋଇଥିଲା । 
ଆଉ ଏହି ବିବାହ ବହୁତ ଭଲରେ ସମ୍ପାଦନ ହୋଇଥିଲା। ନମିତା ଅଗ୍ରୱାଲଙ୍କ ବଡ ପୁଅ ସିଦ୍ଧାର୍ଥ ଅଗ୍ରୱାଲ ଓଲିଉଡ ଜଗତର ଅଭିନେତ୍ରୀ ତମନ୍ନାଙ୍କୁ ବିବାହ କରିଥିଲେ। ଏବେ ଅଭିନେତ୍ରୀ ତମନ୍ନାଙ୍କ ବିବାହ ସରି ଯାଇଛି ।
ଏବେ ତାଙ୍କ ଶାଶୁଘରେ ଅଛନ୍ତି ତମନ୍ନା । ଆଉ ସେ ଏବେ ନଜର ଆସିଛନ୍ତି । ଶାଶୁଘରେ ସେ ନୂଆ ବୋହୂ ହୋଇ ଆସିଛନ୍ତି । ସିଦ୍ଧାର୍ଥ ଟିଭି ଏବଂ ସିଦ୍ଧାର୍ଥ ମ୍ୟୁଜିକର ମାଲିକ ହେଉଛନ୍ତି ସିତାରାମ ଅଗ୍ରୱାଲ। 
ଆଉ ନମିତା ଅଗ୍ରୱାଲ ମଧ୍ୟ ଗୀତିକାର ଅଟନ୍ତି। ତମନ୍ନା ଯାହାକୁ ବିବାହ କରିଛନ୍ତି ତାଙ୍କୁ ସେ ପୂର୍ବରୁ ଭଲ ପାଉଥିଲେ। ଆଉ ଏବେ ତାଙ୍କ ଶାଶୂଘରକୁ ନେଇ ସେ ଖୁସିରେ ଅଛନ୍ତି । ଆପଣମାନେ ଏହି ଭିଡିଓରେ ଦେଖିପାରିବେ କି ଅଭିନେତ୍ରୀ ବହୁତ ଖୁସି ଅଛନ୍ତି ।
ସିଦ୍ଧାର୍ଥ ଅଗ୍ରୱାଲଙ୍କୁ ବିବାହ କରି ସେ ଖୁସି ଅଛନ୍ତି । ଆଉ ଏହାସହ ଅଭିନେତ୍ରୀ ତମନ୍ନା ଏଭଳି ଶାଶୁଘର ପାଇ ବହୁତ ଖୁସି ଅଛନ୍ତି । ଏବେ ସେ ତାଙ୍କ ଖୁସି ପ୍ରକାଶ କରିଛନ୍ତି । ତାଙ୍କ ଶାଶୁ ତାଙ୍କୁ ବଡ ଉପହାର ଦେଇଛନ୍ତି । ଏବେ ଏଭଳି ଅନେକ କଥା ସାମ୍ନାକୁ ଆସିଛି ।