ଦଶମ ଶ୍ରେଣୀ ଛାତ୍ରୀ କ୍ଲାସ ବାହାନା ରେ ଜଙ୍ଗଲ ରେ ସହପାଠୀ ସହ ସମ୍ପର୍କ ରଖିବାରେ ବ୍ୟସ୍ତ....

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଖୁବ ଭାଇରାଲ୍ ହୋଇଥାଏ। ତାହାକୁ ଦର୍ଶକ ମାନେ ଦେଖିବା ପାଇଁ ଯେତିକି ପସନ୍ଦ କରନ୍ତି ସେତିକି ମାତ୍ରାରେ ନିନ୍ଦା ମଧ୍ୟ କରିଥାନ୍ତି।
ଆଜିକାଲି ସୋସିଆଲ ମିଡ଼ିଆ ପାଇଁ ଅନେକ ସାଧାରଣ ଘଟଣା ମଧ୍ୟ ଖୁବ ସହଜରେ ହିଁ ଭାଇରାଲ୍ ହୋଇ ଯାଉଛି। ଆଉ ଏହା ଆମ ସମାଜ ପାଇଁ ଯେତେ ଭଲ ସେତିକି ଖରାପ୍ ମଧ୍ୟ ହୋଇଥାଏ।
ଆଉ ଏବେ ସୋସିଆଲ ମିଡ଼ିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖିବା ପରେ ଆପଣ ତାହାର ନିନ୍ଦା ନକରି ରହି ପାରିବେ ନାହିଁ।
କାରଣ ଦିଲ୍ଲୀ ରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିବା ପରେ ଆପଣ ମାନେ ବିଶ୍ବାସ ମଧ୍ୟ କରି ପାରିବେ ନାହିଁ।ଆଜ୍ଞା ହଁ ଦିଲ୍ଲୀ ର ଏକ ପୋଲ ତଳେ ଜଣେ ନାବାଳକ ଦୁଇଜଣ ନାବାଳିକା ଙ୍କୁ କିସ୍ କରୁଥିବା ଦୃଶ୍ୟ ନଜର ଆସିଥିଲା।
ଆଉ ସବୁଠାରୁ ବଡ଼ କଥା ହେଉଛି କି ଦୁହେଁ ସ୍କୁଲ୍ ପିଲା ଥିଲେ। ସେମାନେ ସ୍କୁଲ୍ ପିଲା ହୋଇ ମଧ୍ୟ ଏଭଳି କିଛି କରିଛନ୍ତି ଯାହାକୁ କି କେହି ବିଶ୍ବାସ କରି ପାରୁ ନାହାଁନ୍ତି।
ଆଉ ଏହି ଦୃଶ୍ୟ ଦେଖିବା ପରେ ଆପଣ ମାନେ ଜାଣି ପାରୁଥିବେ କି ଆଜିକାଲି ଯୁବପିଢୀ ମାନେ କେଉଁ ଆଡ଼କୁ ଗତି କରିବାରେ ଲାଗିଛନ୍ତି। ଏହା ବର୍ତ୍ତମାନ ର ଯୁବପିଢୀ ମାନଙ୍କ ପାଇଁ ଖୁବ୍ ଖରାପ୍ ମଧ୍ଯ ଅଟେ। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଏହାକୁ ଲୋକମାନେ ମଧ୍ୟ ଖୁବ ନିନ୍ଦା କରିବାରେ ଲାଗି ପଡିଛନ୍ତି। ଏବଂ ସେମାନେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ରଖିଛନ୍ତି। ସେମାନେ କହିଛନ୍ତି କି ଏହା ଆମ ସମାଜ ଉପରେ ନିଶ୍ଚିତ ଭାବରେ ଖରାପ ପ୍ରଭାବ ପକାଉଛି।
ତେବେ ଏହି ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଭିଡିଓ ଦେଖିବା ପରେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।