ଦେଖନ୍ତୁ ଏହି ସମୟ କୋର୍ଟରେ ସାମ୍ନା ସାମ୍ନୀ ହେଲେ ଲୋକପ୍ରିୟ ଯୋଡ଼ି ଅନୁଭବ ବର୍ଷା ଆଉ ତା ପରେ - Exclusive

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ପାଇପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଆପଣମାନେ ସମସ୍ତେ ଓଲିଉଡ ଜଗତର ମହାନ୍ କଳାକାର ଅନୁଭବ ମହାନ୍ତିଙ୍କୁ ତ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ସେ ତାଙ୍କ ଅଭିନୟର ଯାଦୁରେ ଲୋକଙ୍କୁ ବାନ୍ଧି ରଖିଥାନ୍ତି ।
ଏହି ଅଭିନେତା ଜଣକ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ । ଆଉ ସେ ତାଙ୍କୁ ବିବାହ କରିବା ପରେ ତାଙ୍କର ପାରିବାରିକ ସମସ୍ୟା ଦେଖା ଦେଇଥିଲା । ଏହି ପାରିବାରିକ ସମସ୍ୟା ଆଜି ପର୍ଯ୍ୟନ୍ତ କୋର୍ଟରେ ଚାଲିଛି ।
ଆଉ ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ କଳହ ଏବେ ରାସ୍ତାରେ ପଡ଼ି ହାଟରେ ଗଡୁଛି । ଦିନକୁ ଦିନ ନୂଆ ନୂଆ ତଥ୍ୟ ଆସୁଛି ଏହି ପାରିବାରିକ ସମସ୍ୟାକୁ ନେଇ । ଏହି ସମସ୍ୟା ଏବେ ଆଉ ଏକ ଖବର ଆଣିଛି । 
ଏହି ଘଟଣାର ନୂଆ ମୋଡ ଦେଖାଦେଇଛି । ଏବେ ପୁଣି କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଅଭିନେତା ଅନୁଭବ ମହାନ୍ତି ଆଉ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ଡିଭି କେସ ଫାଇଲ କରିଥିଲେ । ଆଉ ଆଜି କୋର୍ଟ ୧୨.୩୦ ସମୟରେ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଡାକିଥିଲେ ।
ଆଉ ଏବେ ସେମାନେ କୋର୍ଟରେ ଅଛନ୍ତି । ଏବେ ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏହି ଘଟଣାକୁ ନେଇ ସବୁ ଆଡେ ଅନେକ କଥା ଆସୁଛି । ଏବେ କଲେକ୍ଟରଙ୍କ ପାଖକୁ ରିପୋର୍ଟ ପହଞ୍ଚି ଯାଇଛି । ଆଉ ଏହି ପ୍ରକ୍ରିୟା ଚାଲିଛି ।
ଆଜି ବର୍ଷାଙ୍କ ତରଫରୁ ତାଙ୍କ ଓକିଲ ପ୍ରମାଣ ଦେଇଛନ୍ତି । ଆଉ ଅନେକ ଡକ୍ୟୁମେଣ୍ଟ ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ତ ଏହି ଘଟଣାର ମୋଡ ବଦଳି ଯାଇନାହିଁ । ଆଉ ପାରିବାରିକ ସମସ୍ୟା ସମାଧାନ ହୋଇ ନାହିଁ । ଏହି ଘଟଣା ଏବେବି ଚାଲୁଛି । କୋର୍ଟଙ୍କ ଉପରେ ଏବେ ନିର୍ଭର ରହୁଛି କି ଆଗକୁ କଣ ହେବ ।
ଆଉ କେଉଁ ତଥ୍ୟ ସାମ୍ନାକୁ ଆସିବ । ଆଉ କଣ ସବୁ ଖବର ଜଣାପଡ଼ିବ । ଏହି ପାରିବାରିକ ସମସ୍ୟାର ଆଉ କିଛି ମୋଡ ଆସିଲେ ଏନେଇ ଖବର ଦେବେ ଓକିଲ । ଆଉ ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।