ଭଉଣୀ ଙ୍କୁ ଏହି ଫେସ ପ୍ୟାକ୍ ଲଗାଇବା ପଡ଼ିଲା ବହୁତ୍ ମହଙ୍ଗା କାନ୍ଦି କାନ୍ଦି ଗଡ଼ିଗଲେ ଭିଡିଓ ଦେଖିଲେ ହସି ହସି ତଳେ ଗଡ଼ି ଯିବେ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଝିଅ ମାନେ ତାଙ୍କ ମୁଖ ବା ତ୍ୱଚା ପ୍ରତି କେତେ ଯତ୍ନ ଶିଳ ଅଟନ୍ତି। ସେମାନେ ସର୍ବଦା ସୁନ୍ଦର୍ ମଧ୍ୟ ଦେଖା ଯିବା ପାଇଁ ଚାହିଁ ଥାଆନ୍ତି ଓ ଏଥି ପାଇଁ ସେମାନେ ନା ପ୍ରକାରର ଉପଶମ ମଧ୍ଯ କରିଥାଆନ୍ତି। ଯଦ୍ୱାରା ସେମାନେ ଗୋରା ହୋଇଯିବେ ଓ ତାଙ୍କ ମୁହଁ ଗ୍ଲୋ କରିବା।
ଏଥି ପାଇଁ ସେମାନଙ୍କୁ ଯେତେ କଷ୍ଟ ସହିବାକୁ ପଡିଲେ ମଧ୍ୟ ସହି ଯାଇ ଥାଆନ୍ତି। ତାଙ୍କ ମୁହଁରେ ଗୋଟେ ବ୍ରଣ ମଧ୍ୟ ବାହାରିଗଲେ ସେମାନେ ସଙ୍ଗେ ସାଙ୍ଗ ଟେନ୍ସନ ହେଇ ଯାଆନ୍ତି ଓ ତାର ଉପଶମ କରିବାରେ ଲାଗି ପଡନ୍ତି ଯେ ପର୍ଯ୍ୟନ୍ତ ସେ ବ୍ରଣ ତାଙ୍କ ମୁହଁ ରୁ ନଯାଇଛି। ସେହି ପରି ଗୋରା ହେବା ପାଇଁ ଅନେକ ପ୍ରକାରର କ୍ରିମ ଓ ଫେସ୍ ପ୍ୟାକ ମଧ୍ୟ ଲଗାଇ ଥାଆନ୍ତି। ଯେପରି ସେମାନେ ଗୋରା ଓ ସୁନ୍ଦର ଦେଖାଯିବେ।
ଆମେ ଏବେ ସେହି ସମ୍ପର୍କିତ ଏକ ଭିଡ଼ିଓ ଆପଣଙ୍କୁ ଦେଖାଇବାକୁ ଯାଉଛୁ। ଦେଖନ୍ତୁ ଏହି ଭିଡିଓ ଟିରେ କିପରି ଜଣେ ଯୁବତୀ ତାଙ୍କ ମୁଖରେ ଫେସ୍ ପ୍ୟାକ୍ ଲାଗିଛନ୍ତି। ଫେସ୍ ପ୍ୟାକ ସିନା ଲଗାଇ ଦେଇଛନ୍ତି ହେଲେ ତାହାକୁ ଛଡ଼ାଇବା ସମୟରେ ଯେଉଁ କଷ୍ଟ ତାହା କହିଲେ ନସରେ। ଦେଖନ୍ତୁ ଏହାକୁ ଛଡ଼ାଇବା ସମୟରେ ତାଙ୍କୁ କେତେ ମାତ୍ରାରେ କଷ୍ଟ ହେଉଛି।
ଏହାକୁ ଅନ୍ୟ ଦୁଇଜଣ ଯୁବତୀ ମିଶି ଛଡାଉ ଥିବା ସମୟରେ କେଡେ ଜୋରେ ଚିତ୍କାର କରି ଉଠୁ ଛନ୍ତି ଯୁବତୀ ଜଣକ ଓ ଯୋରେ ଚିତ୍କାର କରି ମଧ୍ୟ କାନ୍ଦିବାକୁ ଲାଗୁ ଛନ୍ତି। ଏହି ଭିଡିଓ ଟି ମଜାଦାର ହୋଇଥିବା ବେଳେ ସୋସିଆଲ ମିଡ଼ିଆ ରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ଆମକୁ ଜଣାଇବାକୁ ଭୂଲିବେନି।