ସ୍କୁଲ ରେ ମିଳୁଛି ହୋଟେଲ ଖାଦ୍ୟ ଦେଖନ୍ତୁ କେମିତି ଚାଲିଛି ଅତିଥି ଚର୍ଚ୍ଚା  ଦେଖନ୍ତୁ ଏହି ସୁଲ ର ନିଆରା ବାତାବରଣ

 
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଭିଡିଓ ଦେଖିଥିବେ । ଆଉ ସୋସିଆଲ ମିଡିଆରେ ସବୁ ସହରର ଖବର ବିଷୟରେ ଆପଣମାନେ ଜାଣିଥିବେ । ଆଉ ଏମିତି କିଛି ଭଲ କଥାକୁ ନେଇ ଏବେ ଏକ ଘଟଣା ସାମ୍ନାକୁ ଆସିଛି । ଆଉ ଆପଣମାନେ ସମସ୍ତେ ଜାଣିଥିବେ ସ୍କୁଲରେ ପାଠପଢା ହୁଏ ଆଉ ଖେଳ ନାଚ ଗୀତ ଏହିସବୁ ହୋଇଥାଏ । ଆଉ ସ୍କୁଲରେ ପିଲାଙ୍କୁ ପାଠ ପଢିବା ପାଇଁ ଅଧିକ କୁହାଯାଇଥାଏ । ଆଉ ଅଲଗା ସମୟରେ ଖେଳକୁଦ କରିବାକୁ କୁହାଯାଏ ।
ଆଉ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆପଣ ଅନେକ କଥା ଦେଖିପାରିବେ ଆଉ ଜାଣିପାରିବେ । ଆଉ ଏହି ଭିଡିଓ ଦେଖିଲା ପରେ ଆପଣ ମଧ୍ୟ ବହୁତ ଖୁସି ହୋଇପାରିବେ । ଆଉ ଏମିତି ଅନେକ ଘଟଣା ଏବେ ସାମ୍ନାକୁ ଆସୁଛି ଯାହା ବହୁତ ଭଲ ଅଟେ । ଆଉ ଏହି ଭିଡିଓରେ ଦେଖିବାକୁ ମିଳୁଛି ସ୍କୁଲରେ ପାଠପଢୁଥିବା ପିଲାଙ୍କୁ ଧନ୍ଦାମୂଳକ ଶିକ୍ଷା ଦିଆଯାଇଥାଏ । ଆଉ ଏହି ହୃଦୟସ୍ପର୍ଶୀ ଘଟଣା ଆସିଛି ବାରିପଦା ଅଞ୍ଚଳରୁ ।
ଏହି ଅଞ୍ଚଳରେ ଦେଖିବାକୁ ମିଳିଛି କି ବାରିପଦା ସହରର ଭାଗପୁର ଚନ୍ଦ୍ରପୁର ଉଛ ବିଦ୍ୟାଳୟ ବହୁତ ସୁନ୍ଦର ସ୍କୁଲ, ଆଉ ସୁନ୍ଦର ଶ୍ରେଣୀ ଗୃହ ଆଉ ସୁନ୍ଦର ପରିବେଶ ଅଟେ । ଆଉ ଏହି ସ୍କୁଲରେ ପଶିବା ପରେ ଲେଖା ହୋଇଛି ଅତିଥି ଦେବ ଭଵଃ । ଆଉ ଏହି ଶବ୍ଦର ଅର୍ଥକୁ ପିଲାମାନେ ବହୁତ ଭଲଭାବରେ ପାଳନ କରୁଛନ୍ତି । ଆଉ ନୀତିବାଣୀ ସତରେ ପାଳନ ହେଉଛି ।ଅତିଥି ଆସିଲେ ପିଲାମାନେ ତାଙ୍କୁ ପୁଷ୍ପ ଚନ୍ଦନ ଦେଇ ସ୍ବାଗତ କରୁଛନ୍ତି । ଆଉ ତାଙ୍କୁ ମଙ୍କଟେଲ ପିଇବାକୁ ଦେଉଛନ୍ତି ।
ଆଉ ସ୍କୁଲରେ ଶିକ୍ଷା ଦିଆଯାଉଛି ଧନ୍ଦା ମୁଳକ ଶିକ୍ଷା । ଆଉ ପିଲାମାନେ ପାଠ ପଢ଼ିବା ସହିତ ଧନ୍ଦାମୂଳକ ଶିକ୍ଷା ମଧ୍ୟ ପାଉଛନ୍ତି । ଆଉ ଏହି ସ୍କୁଲକୁ ନେଇ ଏବେ ଚର୍ଚ୍ଚା ହେଉଛି । ଆଉ ପିଲାମାନେ ସ୍ୟାଣ୍ଡୱିଚ ଆଉ ବିଭିନ୍ନ ପ୍ରକାରର ଥଣ୍ଡା ପାନୀୟ ବନାଉଛନ୍ତି । ପିଲାମାନଙ୍କୁ ଆତ୍ମ ନିର୍ଭର କରିବା ପାଇଁ ଏମିତି ହସ୍ପିଟାଲିଟି ଆଉ ଫୁଡ୍ ଆଣ୍ଡ ବେଭର୍ଷ ଆଦି ଶିକ୍ଷା ଦିଆଯାଉଛି । ଆଉ ପିଲାମାନେ ଏହିସବୁକୁ ବହୁତ ଭଲ ପାଉଛନ୍ତି । ଆଉ ସତରେ ଏହା ଏକ ବହୁତ ଭଲ ଉପାୟ । ଆଉ ଏହି ପର୍ଯ୍ୟଟନ କ୍ଷେତ୍ର ସମୃଦ୍ଧ ହେବ ।