ଛତିଶଗଡ ମହାନଦୀରୁ ଭାସି ଆସିଲେ ଓଡ଼ିଶାରେ ପହଞ୍ଚି ବଞ୍ଚିଗଲେ ଏହି ମହିଳା

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମହିଳା ଛତିଶଗଡ ରାଜ୍ୟରୁ ଭାସି ଭାସି ଆସିଥିଲେ ଆଉ ସେ ଓଡ଼ିଶାରେ ନୂଆ ଜୀବନ ପାଇଲେ । ଏହି ମହିଳା ଜଣକ ଏବେ ନୂଆ ଜୀବନ ପାଇଛନ୍ତି । ଆପଣମାନେ ସମସ୍ତେ ତ ଏହି ଭିଡିଓରେ ଦେଖିପାରିବେ ଏହି ମହିଳା ଜଣଙ୍କୁ । 
ଏହି ମହିଳା ଜଣଙ୍କ ଗୋଡ଼ରେ ଶିଙ୍କୁଳି ପଡ଼ିଛି । ଏହି ମହିଳା ଜଣକ ପହଁରି ପହଁରି ଆସି ଛତିଶଗଡ ରାଜ୍ୟରୁ ଓଡ଼ିଶାକୁ ଆସିଛନ୍ତି । ଜୀବନ ସହ ଏଭଳି ସଂଘର୍ଷ କରୁଥିଲେ ଏହି ମହିଳା ଜଣକ । ମହାନଦୀର ପ୍ରଖର ସ୍ରୋତରେ ଏହି ମହିଳା ଜଣକ ଭାସି ଆସିଥିଲେ । ଏହି ମହିଳା ଜଣକ ଭାସି ଆସି ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଳି ପଣସଧା ଗାଁ ନଦୀ କୂଳରେ ଲାଗିଲେ । ଆଉ ସେ ଓଡ଼ିଶାରୁ ନୂଆ ଜୀବନ ପାଇଲେ । ଏହି ଦୃଶ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । 
୬୦ କିଲୋମିଟର ପାଣିରେ ପହଁରି ପହଁରି ଆସି ସେ ଶେଷରେ ନିଜ ଜୀବନ ପାଇଥିଲେ । ଆଉ ତାଙ୍କ ଗୋଡ଼ରେ ଶିଙ୍କୁଳି ବନ୍ଧା ହୋଇଥିଲା । ମହାନଦୀର ପ୍ରଖର ସ୍ରୋତରୁ ଏହି ମହିଳା ଜଣଙ୍କୁ ଉଦ୍ଧାର କରିଥିଲେ । ମତ୍ସ୍ୟଜୀବୀମାନେ ତାଙ୍କୁ ଉଦ୍ଧାର କରି ଏକ ଡଙ୍ଗାରେ ବସାଇଥିଲେ । ଆଉ ସେ ଡଙ୍ଗାରେ ବସାଇ ଏହି ମହିଳାଙ୍କୁ ଉଦ୍ଧାର କରିଥିଲେ । ଏହି ମହିଳା ଜଣଙ୍କୁ ଉଦ୍ଧାର କରି ଖାଇବାକୁ ଦେଇଛନ୍ତି ଲୋକମାନେ । ଏବେ ଏହି ମହିଳା ଜଣକ ନୂଆ ଜୀବନ ପାଇଛନ୍ତି ବୋଲି ଜଣାପଡିଛି । 
ଆଜି ସକାଳୁ ସକାଳୁ ଏହି ମହିଳା ଜଣଙ୍କୁ ଉଦ୍ଧାର କରିଥିଲେ । ଏବେ ଏହି ମହିଳା ଜଣକ ଛତିଶଗଡ ରାଜ୍ୟରୁ ଆସିଥିବା ସୂଚନା ମିଳିଛି । ଏହି ମହିଳା ଜଣକର କେହି ନାହାନ୍ତି ବୋଲି ସେ କହିଥିବା ବେଳେ ଏହି ମହିଳା ଜଣକ ଦୀର୍ଘ ୧୫ କିଲୋମିଟରରୁ ଭାସି ଭାସି ଆସିଛନ୍ତି । ଏହି ମହିଳା ଜଣକ ମାନସିକ ରୋଗୀ ବୋଲି ଜଣାପଡିଛି । ଏହି ମହିଳା ଜଣଙ୍କର କେହି ନାହାନ୍ତି ବୋଲି ଜଣାପଡିଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ଏହାକୁ ନେଇ ଏବେ ଖବର ଆସୁଛି ।