ଏଥର ATM ରୁ ଟଙ୍କା ଉଠାଇଲେ କଟିବ ଏତିକି ଟଙ୍କା ଦେଖନ୍ତୁ ଆସିଲା ବର୍ତ୍ତମାନର ସବୁଠାରୁ ବଡ଼ ଅପଡେଟ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଆଜିକାଲି ଦୁନିଆର ସବୁ ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଆପଣମାନେ ATM ବିଷୟରେ ତ ଅନେକ ଖବର ଜାଣି ପାରୁଛନ୍ତି । ATM ଲୋକମାନଙ୍କୁ ପ୍ରାୟ ସବୁ ସ୍ଥାନରେ ଟଙ୍କା ଯୋଗାଇ ଦେଇଥାଏ । ଲୋକ ଅସୁବିଧାରେ ଥିଲେ ATM ଯାଇ ଟଙ୍କା ଉଠାଇ ଥାଆନ୍ତି ।
ସବୁବେଳେ ବ୍ୟାଙ୍କ୍ ଯିବା ଆଉ ଟଙ୍କା ଉଠାଇବା ସମସ୍ତ ଲୋକଙ୍କ ପାଖରେ ସମ୍ଭବ ନୁହେଁ । କାହାର କେତେବେଳେ ଦରକାରୀ ପଡ଼ିବ ସେତେବେଳେ ଏହି ATM ସାହାଯ୍ୟ କରିଥାଏ । ଏବେ ଏହାକୁ ନେଇ ଆସିଛି ଖବର । ଏବେ ଖବର ଆସିଛି ମହଙ୍ଗା ହେବ କି ATM ରୁ ଟଙ୍କା ଉଠାଣ । ଦେବାକୁ ପଡିପାରେ କି ଆଉ କିଛି ଟଙ୍କା । ଏବେ ଏଭଳି କଥା ସାମ୍ନାକୁ ଆସୁଛି । କେତେ ଟଙ୍କା ପାଇଁ କେତେ ତାଙ୍କ ଦେବାକୁ ପଡ଼ିବ । ଏହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ATM ରୁ ଅଧିକ ଥର ଟଙ୍କା କାଢ଼ିଲେ ଦେବାକୁ ପଡ଼ିବ ଚାର୍ଜ ।
ଟଙ୍କା କାଢ଼ିବାର କିଛି ନିର୍ଦ୍ଦିଷ୍ଟ ସମୟ ଅର୍ଥାତ୍ ଆପଣମାନେ କେତେଥର ଟଙ୍କା କାଢ଼ିବେ ତାହାର ନିୟମ ରହିଛି ଆଉ ଏବେ ଏହା ଅଧିକ ହେଲେ ଚାର୍ଜ ଦେବାକୁ ପଡ଼ିବ । ଟ୍ରାଞ୍ଜାକ୍ସନ୍ ପିଛା ସର୍ବାଧିକ ୨୩ ଟଙ୍କା ଦେବାକୁ ପଡିବ ବୋଲି ଆସିଛି ଖବର । ଦିନକୁ ଦିନ ଦେଶରେ ଅନଲାଇନ୍ ଦ୍ଵାରା ଟଙ୍କା କାରବାର ବେଶ୍ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ମୁଖ୍ୟତଃ ନୋଟ୍ ବନ୍ଦୀ ପରେ ପରେ ଅନେକ ଲୋକ ଏହା ଉପରେ ନିର୍ଭରଶୀଳ ହୋଇ ପଡିଛନ୍ତି । ଛୋଟ ଦୋକାନରୁ ଆରମ୍ଭ କରି ବଡ ବଡ ଦୋକାନ ଏହି ବ୍ୟବସ୍ଥା କରୁଛନ୍ତି ।
ATM ରୁ ଟଙ୍କା କାଢିଲେ ମଧ୍ୟ କୌଣସି ଫି ଦେବାକୁ ପଡିନଥାଏ । ଅନେକ କମ୍ପାନୀ ଏହି କାରବାର ପାଇଁ ଫି ବୃଦ୍ଧି କରିବେ ବୋଲି କହିଛନ୍ତି । ଏହା ପୂର୍ବରୁ ୧୫ ଟଙ୍କା ଥିଲା ଆଉ ଏବେ ଏହା ୨୩ ଟଙ୍କା ହୋଇଯାଇଛି । ଏବେ ଲୋକମାନେ ପାଖରେ ଟଙ୍କା ରଖିବାକୁ ଭୟ କରୁଛନ୍ତି । ଆଉ ଏବେ ସେମାନେ ଅନେକ ପ୍ରକାରର ଅନଲାଇନ୍ କିମ୍ବା ATM ବ୍ୟବହାର କରୁଛନ୍ତି । ଏବେ ଏହି ATM କୁ ନେଇ ଅନେକ ଖବର ଆସୁଛି । ଆପଣମାନେ ଏବେ ସାବଧାନ ହୋଇ ଯାଆନ୍ତୁ ଆଉ ନିଜ ଟଙ୍କା ଉଠାଣ ଉପରେ ଅଙ୍କୁଶ ଲଗାନ୍ତୁ । ଏହି ଖବର ଆପଣଙ୍କୁ ଅନେକ ସାହାଯ୍ୟ କରିବ ।