ଏଥର ପେଟ୍ରୋଲ ଡିଜେଲରେ ଲାଗିବ ଏତିକି ଟଙ୍କା GST ! ଦେଖନ୍ତୁ ବର୍ତ୍ତମାନ ଆସିଲା ବହୁତ୍ ବଡ଼ ଖବର

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇବା ସହ ପେଟ୍ରୋଲିୟମ ଜିନିଷକୁ ନେଇ ଆସିଥିବା ଖବର ଜାଣିପାରିବେ । ପେଟ୍ରୋଲ ଆଉ ଡିଜେଲ ଭରିଲେ ଲାଗିବ GST । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । ଆଉ ଏହି ଖବର ଏବେ ଆପଣମାନେ ଜାଣିପାରିବେ ।
ଏଣିକି ଗାଡ଼ି ଚାଳକଙ୍କ ପକେଟକୁ ଛାଟ । ଗାଡ଼ିରେ ତେଲ ପକାଇଲେ ଦେବେ GST । ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବା ପରେ ଅନେକ କିଛି ପରିବର୍ତ୍ତନ ଆସିଛି । ଅନେକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖାଦେଇଛି । ଏହି ଦିନ ଠାରୁ ନୂଆ ନିୟମ ଲାଗୁ ହେବ । ନୂଆ ସରକାର ଗଠନ ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦିକ ସିର୍ପୁରି ଏକ ବଡ ଘୋଷଣା କରିଛନ୍ତି । ସେ ନୂଆ ନିୟମ ବାହାର କରିଛନ୍ତି । ସେ କହିଛନ୍ତି ପେଟ୍ରୋଲ ଏବଂ ଡିଜେଲ ଏବଂ ପ୍ରାକୃତିକ ଗ୍ୟାସ ଗୁଡ଼ିକ ଉତ୍ପାଦ ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ଉଦ୍ୟମ କରିବେ ।
ଏହାଦ୍ବାରା ସାଧାରଣ ଲୋକଙ୍କୁ ବହୁତ ଆରମ ମିଳିବ । Gst ପରିସରକୁ ପେଟ୍ରୋଲ ଆଉ ଡିଜେଲ ଭଳି ଜିନିଷ ଆଣିବାକୁ ଏହି ପଦକ୍ଷେପ ନୂଆ ନୁହେଁ । Gst ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଏକ ନୂଆ କଥା ନୁହେଁ । ଏହି ପରିସର ଭୁକ୍ତ ଏହା କରାଯାଇଛି । Gst ପରିସରର ପ୍ରାୟ ପ୍ରତ୍ୟେକ ବୈଠକରେ ଏହି ପ୍ରସଙ୍ଗ ଆଗତ କରାଯାଇଛି । ଅନେକ ରାଜ୍ୟ ଗୁଡ଼ିକ ମଧ୍ୟରେ ଏନେଇ ସହମତ ହୋଇପାରି ନାହିଁ । ପେଟ୍ରୋଲ ଆଉ ଡିଜେଲ ତୈଳରେ gst ଲାଗୁ ନଥିବାରୁ ରାଜସ୍ବ ଆୟ କମିଯାଇଛି ।
ସେଥିପାଇଁ ସରକାର ଏହି ନୂଆ ନିୟମ ବାହାର କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମନ ଗତ ନଭେମ୍ବର ମାସରେ କହିଥିଲେ GST ଅଧିନକୁ ପେଟ୍ରୋଲ ଆଉ ଡିଜେଲ ଆଣି ଗ୍ରାହକ ଅଧିକ ଲାଭବାନ ହେବେ । ଏଥିସହିତ ଦେଶରେ ବିଭିନ୍ନ ମୂଲ୍ୟ ଦେବାକୁ ପଡ଼ିବ ନାହିଁ । ସରକାର ୨୦୩୦ ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ଭରିବେ ବୋଲି ଆଶା ରଖିଛନ୍ତି । ଆଉ ଏହା ୨୦୨୫ ମସିହା ସୁଦ୍ଧା ପୂର୍ଣ୍ଣ ହୋଇଯିବ ବୋଲି ଆଶା କରାଯାଉଛି । ଏଭଳି ଅନେକ ଖବର ଏବେ ଆସିଛି ।