Oye Vilian ଙ୍କ ଏମିତି ଆରମ୍ଭ ହୋଇଥିଲା ଭଲ ପାଇବା ଦେଖନ୍ତୁ ଭଲରେ ସରିଲା ନିର୍ବନ୍ଧ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ଅଞ୍ଚଳର ଖବର, ସେଲିବ୍ରେଟି ମାନଙ୍କ ବିଷୟରେ ଏବଂ ଏଭଳି ଅନେକ କଳାକାରଙ୍କ ବିଷୟରେ ଜାଣି ପାରୁଛନ୍ତି । ଆପଣମାନେ ଅନେକ ୟୁଟ୍ୟୁବରଙ୍କୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ୟୁଟ୍ୟୁବର ଯିଏକି ଅନେକ ଭିଡିଓ କରିଛନ୍ତି ତାଙ୍କ ବିଷୟରେ ଜାଣିପାରିବେ । 
ଏହି ୟୁଟ୍ୟୁବର ଜଣକର "ଓୟେ ଭିଲିଆନ" ନାମକ ଆକାଉଣ୍ଟ ଅଛି । ଏବେ ଏହି ୟୁଟ୍ୟୁବର ଜଣକ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତାଙ୍କ ନିର୍ବନ୍ଧରେ ଭାସ୍କର ନ୍ୟୁଜ ଚ୍ୟାନେଲ ପହଞ୍ଚି ଯାଇଥିଲେ । ଆଉ ସାକ୍ଷାତକାରରେ ତାଙ୍କ ବିଷୟରେ ଅନେକ କଥା ଜାଣି ପାରିଥିଲେ । ତାଙ୍କର ପ୍ରେମ ଅନଲାଇନରେ ହୋଇଛି । ସେମାନେ ଅନଲାଇନ୍ କୌଣସି ଆପରୁ ପରସ୍ପରକୁ ଜାଣିଥିଲେ । ଏହି ୟୁଟ୍ୟୁବର ଜଣଙ୍କୁ ଯିଏ ବିବାହ କରିବାକୁ ଯାଉଛନ୍ତି ସେ ଚାକିରୀ କରୁଛନ୍ତି ।
ଆଉ ବିବାହ ପରେ ପୁଣି ଚାକିରୀ କରିବେ ବୋଲି କହିଛନ୍ତି । ତାଙ୍କ ପ୍ରେମରେ ଝଗଡ଼ା ହୋଇଥାଏ । ଝିଅ ଜଣକ କହୁଛନ୍ତି ପୁଅ ଝଗଡ଼ା କରିଥାଏ ଏବଂ ଏହି ପୁଅ ଜଣକ କହୁଛନ୍ତି କି ସେ ଝଗଡ଼ା କରୁଛନ୍ତି । ଝଗଡ଼ା ବେଳେ ୟୁଟ୍ୟୁବର ଜଣକ କହିଥାନ୍ତି ତାଙ୍କୁ ସେ ଫୋନ କରିବେନି । ନଣନ୍ଦ ଆଉ ଭାଉଜଙ୍କର ସମ୍ପର୍କ ବହୁତ ନିବିଡ । ୟୁଟ୍ୟୁବର ଜଣକ ଏହି ଝିଅ ଜଣଙ୍କର ମେସେଜର ରିପ୍ଲେ ଦେଇଥିଲେ । ଆଉ ସେହି ଠାରୁ ତାଙ୍କର ପ୍ରେମ ଆରମ୍ଭ ହୋଇଥିଲା । ଆଉ ସେମାନେ ଏକାଠି ରହିଥିଲେ । ନଣନ୍ଦ ଜଣକ କହିଛନ୍ତି ତାଙ୍କ ଭାଉଜ ତାଙ୍କର ସବୁ କଥା ଶୁଣି ଥାଆନ୍ତି ।
ଆଉ ଯେତେବେଳେ ତାଙ୍କ ଭାଉଜ ତାଙ୍କ ଘରକୁ ଆସିଥିଲେ ସେତେବେଳେ ସେ ତାଙ୍କୁ ଯାଇ ଘରକୁ ଆଣିଥିଲେ । ଆଉ ସେ ସମସ୍ତଙ୍କ ସହିତ ବହୁତ ଶିଘ୍ର ମିଶି ଯାଆନ୍ତି । ନଣନ୍ଦ ଭାଉଜ ଜଣଙ୍କର ଭଲ ଗୁଣ କହିଛନ୍ତି । ୟୁଟ୍ୟୁବର ଜଣକ କହିଛନ୍ତି ସେ ଯଦି ତାଙ୍କ ପ୍ରେମିକା ଜଣଙ୍କର ମେସେଜ ରିପ୍ଲେ ଦେଇ ନଥାନ୍ତେ ତାହେଲେ ଆଜି ସେ ବୋଧେ ଏଇଠି ନଥାନ୍ତେ । ଏଭଳି ଅନେକ କଥା ଏହି ୟୁଟ୍ୟୁବର ଏବଂ ତାଙ୍କ ଭଉଣୀ ଆଉ ତାଙ୍କ ପ୍ରେମିକା ଏହି ସାକ୍ଷାତକାରରେ କହିଛନ୍ତି । ଆପଣ ଏହିସବୁ କଥା ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେ ଏହି ଖବର ଶୁଣି ସମସ୍ତେ ଖୁସି ଅଛନ୍ତି ।