ଜନ୍ମ କଲା ମାକୁ ଏମିତି କରିଦେଲା ପୁଅ ଦେଖନ୍ତୁ ସୋସିଆଲ ମିଡିଆରେ Viral ହେଲା ଏହି ହୃଦୟ ବିଦାରକ ଦୃଶ୍ୟ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବାପା ମା କେତେ କଷ୍ଟରେ ଛୁଆକୁ ମଣିଷ କରିଥାନ୍ତି । ମାଆ ବହୁତ କଷ୍ଟ କରିଥାଏ ଛୁଆଟିକୁ ମଣିଷ କରିବା ପାଇଁ । କିନ୍ତୁ ଆଜିକା ଯୁଗରେ ଛୁଆମାନେ ଏଭଳି କରୁଛନ୍ତି ଯାହା ଠିକ୍ ନୁହେଁ ।
ସମାଜରେ ଏଭଳି ଛୁଆ ଅଛନ୍ତି ଯେଉଁମାନେ ଏହି ସମାଜ ପାଇଁ କଳଙ୍କ ଅଟେ । ମାଆଟି କେତେ କଷ୍ଟ କରି ପିଲାମାନଙ୍କୁ ପାଠ ପଢ଼ାଇ ବଡ ମଣିଷ କରିଥାଏ । ଆଉ ଏବେ ଏହି ପିଲାମାନେ ତାକୁ ମାଡ ମାରୁଛନ୍ତି । ଏବେ ଏଭଳି କିଛି ନିନ୍ଦନୀୟ ଘଟଣା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ଭିଡିଓ ଦେଖିଲେ ଆପଣମାନେ କହିବେ କି ଏଭଳି ପୁଅ ଭଗବାନ କାହାକୁ ନ ଦିଅନ୍ତୁ । ନିଜ ଜନ୍ମ କଲା ମାଆକୁ ଦାଣ୍ଡରେ ଗୋଡେଇ ଗୋଡେଇ ପିଟୁଛି ପୁଅ । ଏହି କଥାକୁ ନେଇ ଏବେ ଆସିଛି ଖବର ।
ଯେଉଁ ବୟସରେ ମାଆ ପାଖରେ ରହି ତାର ସେବା କରିବା କଥା ଆଉ ଭଲ କରି ଦୁଇପଦ କଥା ହେବା କଥା ସେହି ମାଆ ସହିତ ଏଭଳି କରୁଛି ପୁଅ । ପୁଅ ଜଣକ ଏଭଳି କରିବା ପୂର୍ବରୁ ଟିକେ ବି ଭାବିଲା ନାହିଁ । ଏବେ ଏହି ମାଆ ଜଣଙ୍କ ସହିତ ଏଭଳି କରୁଛନ୍ତି ପୁଅ ଜଣକ । ଏହି ବୁଢ଼ୀ ବୟସରେ ଏଭଳି କରିଛି ପୁଅ । ମାକୁ ମାରି ମାରି ରାସ୍ତାରେ ଦରମରା କରିଦେଇଛି । ଏବେ ମାଆ ଜଣକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ମାଆ ଜଣକ ଏବେ ଏଭଳି ଅବସ୍ଥାରେ ଅଛନ୍ତି ଯାହା ଆପଣମାନେ ଜାଣିଲେ ମନଦୁଃଖ କରିବେ ।
ଏହି ବୁଢ଼ୀ ମାଆ ଜଣଙ୍କର ବୟସ ହେଉଛି ୬୩ ବର୍ଷ । ଆଉ ୬୩ ବର୍ଷ ବୟସରେ ମହିଳାଙ୍କ ସହିତ ଏଭଳି କରିଛନ୍ତି ତାଙ୍କ ପୁଅ । ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଳା ପଟ୍ଟାମୁଣ୍ଡାଇ ବ୍ଲକ୍ ସେରପୁର ଗାଁରେ । ଏହି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଏବେ ବୃଦ୍ଧ ମାଆ ଜଣକ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ।ଆଉ ଏହି ଅଭିଯୋଗ ଆଧାରରେ ଏବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ଏହି ବୃଦ୍ଧ ମହିଳା ଜଣକ ନାମ ହେଉଛି ଶଶିକଳା । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।