ଓଡ଼ିଶାର ରତ୍ନ ଭଣ୍ଡାରରୁ ମିଳିଲା ସୁନା ଖଣି ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇବା ସହ ଅନେକ କିଛି ଖବର ପାଇପାରିବେ । ଏବେ ଏହି ଭିଡିଓରେ ଆପଣମାନେ ପୁରୀର ରତ୍ନ ଭଣ୍ଡାରକୁ ନେଇ ଆସିଥିବା ଖବର ଜାଣିପାରିବେ । ଏବେ ପୁରୀ ରତ୍ନ ଭଣ୍ଡାର ଭିତର ଗୃହ ଖୋଲାଯାଇଛି । ଆଉ ଏବେ ଏହାକୁ ନେଇ ଅନେକ ଖବର ଆସିଛି । ଏବେ ଓଡ଼ିଶାବାସୀଙ୍କ ପାଇଁ ଆସିଛି ଖୁସି ଖବର । 
ଆଉ ଏହି ଖବର ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଆପଣମାନେ ସମସ୍ତେ ଜାଣିଥିବେ ଓଡ଼ିଶା ହେଉଛି ପ୍ରାକୃତିକ ସମ୍ପଦର ଗନ୍ତାଘର । ଆଉ ଆମ ଓଡ଼ିଶାରେ ଅନେକ ଖଣିଜ ପଦାର୍ଥ ମିଳିଥାଏ । ଓଡ଼ିଶାରେ ସବୁ ପ୍ରକାରର ପ୍ରାକୃତିକ ସମ୍ପଦ ମିଳିଥାଏ ସେଥିପାଇଁ ଓଡ଼ିଶାକୁ ପ୍ରାକୃତିକ ସମ୍ପଦର ଗନ୍ତାଘର କୁହାଯାଇଥାଏ । ଏବେ ଓଡ଼ିଶାରେ ସୁନା ଖଣି ରହିଛି । ଆଉ ଏବେ ଏହାକୁ ନେଇ ଖବର ଆସିଛି । ଏହି ଖବର ଏବେ ଆପଣମାନେ ଜାଣିପାରିବେ ।
ଏବେ ରାଜ୍ୟ ସରକାର ଏନେଇ ପଦକ୍ଷେପ ନେବେ ଆଉ ସୁନା କିଭଳି ଆମକୁ ମିଳିପାରିବ ଏନେଇ ଏବେ ରାଜ୍ୟ ସରକାର ସୁନା ଉତ୍ତୋଳନ କରିବେ ବୋଲି ସୂଚନା ଦେଇଛନ୍ତି । ଏବେ ସରକାର ଏହି ଦିଗରେ ଯତ୍ନବାନ ହେବେ ବୋଲି ଜଣାପଡିଛି । ଏବେ ଓଡ଼ିଶାରେ ସୁନା ଖଣିର ସନ୍ଧାନ ମିଳିଛି । ଓଡ଼ିଶା ଏକ ରତ୍ନ ଗର୍ଭା ଅଞ୍ଚଳ । ଆଉ ଏବେ ଓଡ଼ିଶାରେ ସୁନା ଖଣିର ସନ୍ଧାନ ମିଳିଥିବା ବେଳେ ଏହାକୁ ନେଇ ଏବେ ତଦନ୍ତ କରାଯାଉଛି । ଏବେ ସରକାର ଅନେକ କିଛି ଖବର ଦେବା ସହ ଏନେଇ ଯତ୍ନବାନ ହୋଇଛନ୍ତି ।
ଓଡ଼ିଶାର ସମସ୍ତ ଖଣିକୁ ପୁନରୁଦ୍ଧାର କରିବା ସହିତ ଖଣିଜ ପଦାର୍ଥ ପାଇଁ ତତ୍ତ୍ଵାବଧାନ କରାଯାଉଛି । ପୂର୍ବ ସରକାରରେ ଅନେକ ଟଙ୍କା ଦିଆଯାଇଥିଲା । କେଉଁଠି କଣ ହେବ, କେଉଁଠାରେ ପୋଖରୀ ହେବ ଏଭଳି ଅନେକ କଥା ପାଇଁ ଅନେକ ଟଙ୍କା ସରକାର ନେଇଛନ୍ତି । ଯାଜପୁର ଜିଲ୍ଲା ପାଇଁ ମୋହନ ମାଝି ସରକାରଙ୍କ ଅମଳରେ ୩ ହଜାର କୋଟି ଟଙ୍କା ଦିଆଯାଇ ନାହିଁ । ଏହା ପୂର୍ବ ସରକାରଙ୍କ ଅମଳରେ କରାଯାଇଥିଲା । ଏହା ବବି ଦାସ କରିଥିଲେ ବୋଲି ରାଜନେତା କହିଛନ୍ତି । ଏହାସହ ଏହି ନେତା କହିଛନ୍ତି ସେମାନେ ଓଡ଼ିଶାବାସୀଙ୍କ ଟଙ୍କା ବର୍ବାଦ କରୁଥିଲେ ଏହାକୁ ନେଇ ମଧ୍ୟ ତଦନ୍ତ ହେବ ।