ବିଶ୍ବର ସବୁଠାରୁ ବଡ଼ ଟ୍ରେନ ଦୁର୍ଘଟଣା ଯେଉଁଥିରେ ଯାଇଛି ୧୭୦୦ ଯାତ୍ରୀଙ୍କ ଜୀବନ ଦେଖନ୍ତୁ କେମିତି ହୋଇଥିଲା ଏତେ ବଡ ଅଘଟଣ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏକ ବଡ ଟ୍ରେନ ଦୁର୍ଘଟଣା ବିଷୟରେ ଜାଣିପାରିବେ । ବିଶ୍ବର ସବୁଠାରୁ ବଡ ଟ୍ରେନ ଦୁର୍ଘଟଣା ହୋଇଛି । ଏହି ଟ୍ରେନରେ ୧୭୦୦ ଯାତ୍ରୀ ଯାତ୍ରା କରୁଥିଲେ । ଆଉ ହଠାତ୍ ଘଟିଲା ଏଭଳି କିଛି । ଏବେ ଏନେଇ ଆସିଥିବା ଖବର ଆପଣମାନେ ପାଇପାରିବେ ।
ବିଶ୍ବର ସବୁଠାରୁ ବଡ ଟ୍ରେନ ଦୁର୍ଘଟଣା ଘଟିଛି । ସୁନାମି ଆସିବା ଦ୍ଵାରା ଏଭଳି ଘଟଣା ଘଟିଥିଲା । ସୁନାମି ଆସିବା ଫଳରେ ଟ୍ରେନ ଭାସି ଯାଇଥିଲା । ହଠାତ୍ ମାଡ଼ି ଆସିଲା ସୁନାମି ଆଉ ଟ୍ରେନ ସହ ଘଟିଥିଲା ଏଭଳି କିଛି । ପଶ୍ଚିମବଙ୍ଗର ଦାର୍ଜିଲିଂରେ ଘଟିଥିଲା ଏହି ଘଟଣା । ଗତବର୍ଷ ଓଡ଼ିଶାର ବାଲେଶ୍ଵର ଜିଲ୍ଲାରେ ଘଟିଥିଲା ଟ୍ରେନ ଦୁର୍ଘଟଣା । ଆଉ ଏହି ଟ୍ରେନ ଦୁର୍ଘଟଣା ବିଷୟରେ ଆପଣମାନେ ସମସ୍ତେ ତ ଜାଣିଥିବେ । ଏହି ଟ୍ରେନ ଦୁର୍ଘଟଣା ସତରେ ସମସ୍ତଙ୍କ ମନରେ ଦୁଃଖ ଦେଇଥାଏ ।
ଆଜି ପର୍ଯ୍ୟନ୍ତ ଏହି ଟ୍ରେନ ଦୁର୍ଘଟଣା କାହାର ମନରୁ ଯାଏ ନାହିଁ । ଦୁନିଆର ସବୁଠାରୁ ବଡ ଦୁର୍ଘଟଣା ହେଉଛି ଏହି ଟ୍ରେନ ଦୁର୍ଘଟଣା । ଏହି ଟ୍ରେନ ଦୁର୍ଘଟଣାରେ ସବୁଠାରୁ ଅଧିକ ଲୋକଙ୍କ ଦେହାନ୍ତ ହୋଇଥିଲା । ଏହି କଥା ଶୁଣିଲେ ଆପଣଙ୍କ ମନରେ ଅନେକ କଥା ଆସୁଥିବ । ଆପଣଙ୍କ ମନରେ ଅନେକ ଭାବନା ଆସୁଥିବ । ଏଭଳି ଘଟଣା ଘଟିଛି ଯାହା ସବୁଠାରୁ ବଡ ଦୁର୍ଘଟଣା ଅଟେ । ଭାରତର ସବୁଠାରୁ ବଡ଼ ଦୁର୍ଘଟଣା ଶ୍ରୀଲଙ୍କାରେ ଘଟିଛି । ଶ୍ରୀଲଙ୍କାରେ ଏହି ଟ୍ରେନ ଦୁର୍ଘଟଣା ଘଟିବା ଦ୍ଵାରା ଅନେକ ଯାତ୍ରୀଙ୍କ ଦେହାନ୍ତ ହୋଇଛି ।
୨୦୦୪ ମସିହାରେ ଏହି ଦୁର୍ଘଟଣା ଘଟିଥିଲା । ଶ୍ରୀଲଙ୍କାର କଲୋମ୍ବୋ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଛୁଟି ଥିବାରୁ ଏହି ଟ୍ରେନରେ ଅନେକ ଯାତ୍ରୀ ଯାଉଥିଲେ । ୨୦୦୪ ମସିହାରେ ହୋଇଥିବା ସୁନାମି ଯୋଗୁଁ ଏହି ଘଟଣା ଘଟିଥିଲା । ୨୦୦୪ ମସିହାରେ ଘଟିଥିବା ସୁନାମି ଯୋଗୁଁ ଟ୍ରେନରେ ପାଣି ପଶି ଯାଇଥିଲା । ଆଉ ଏହି କାରଣରୁ ଅନେକ ଲୋକ ପାଣିରେ ବୁଡି ମୃ-ତ୍ୟୁବରଣ କରିଥିଲେ । ୧୫୦୦ ଯାତ୍ରୀ ଟିକେଟ କରି ଯାଇଥିବା ବେଳେ ଆଉ ୨୦୦ ଜଣ ଏହି ଟ୍ରେନରେ ଯାଇଥିଲେ ଆଉ ସୁନାମି ଯୋଗୁଁ ସମସ୍ତେ ପ୍ରାଣ ହରାଇଥିଲେ ।