ଗାଁ ଲୋକେ ଧରିଲେ ସୁଟ ବୁଟ ପିନ୍ଧା ମେଣ୍ଢା ଚୋର ଦେଖନ୍ତୁ ଗାଁ ଲୋକେ ଧରି ବହେ ଛେଚିଲେ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ସୁଟ୍ ବୁଟ୍ ପିନ୍ଧି ଗାଁରେ ପଶିଥିଲେ ଷ୍ଟାଇଲିସ ମେଣ୍ଢା ଚୋର। ମେଣ୍ଢା ଚୋରି କରି ନେଉ ନେଉ ମାଡି ବସି ପାନେ ଦେଲେ ଗାଁ ଲୋକେI କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଆଲିଗାଁରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ୨ଜଣଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଲୋକେ।
ବନ୍ଧୁଗଣ ଦୁଇ ମେଣ୍ଡା ଚୋରଙ୍କୁ ଗିରଫ ପୋଲିସ ହାତରେ ଧରାଇଛନ୍ତି ଆଲିଆ ଗ୍ରାମବାସୀ। ଖବର ମୁତାବକ ବିଳମ୍ୱିତ ରାତି ପ୍ରାୟ ୨ଟା ସମୟରେ ଏହି ଦୁଇଜଣ ଯୁବକ ଗୋଟିଏ ବାଇକରେ କୋରାପୁଟ ଜିଲ୍ଲା ସେମିଳିିଗୁଡା ବ୍ଲକ ଆଲିଆ ଗାଁକୁ ମେଣ୍ଢା ଚୋରି କରିବାକୁ ଆସିଥିଲେ। ଆଉ ମେଣ୍ଢାଟିକୁ ଚୋରୀ କରିନେଉଥିବା ସମୟରେ ହଠାତ ଦେଖି ନେଇଥିଲେ ଗାଁ ଲୋକେ। ଦୁଇଜଣ ଚୋରଙ୍କୁ ଦେଖି ଗ୍ରାମବାସୀ ଚିତ୍କାର କରିଥିଲେ। 
ତା'ପରେ ଦୁଇଜଣ ଚୋର ମେଣ୍ଢାକୁ ଗାଡ଼ି ପାଖରେ ରଖି ଦୌଡିବା ସମୟରେ ଦୁଇ ମେଣ୍ଢା ଚୋରକୁ କାବୁ କରି ନେଇଥିଲେ ଗ୍ରାମବାସୀ। ଆଉ ସାରାରାତି ଗାଁ ମଝିରେ ଗୋଟ ଗୋଡ଼ରେ ଠିଆ କରିଦେଲେ ଗ୍ରାମବାସୀ। ଆଉ ସକାଳେ ଏନେଇ ସେମିଳିିଗୁଡା ପୋଲିସକି ଅବଗତ କରାଇ ଥିଲେ। ଖବର ପାଇ ପୋଲିସ ଆଲିଆ ଗାଁକୁ ଆସି ଦୁଇ ମେଣ୍ଢା ଚୋରକୁ ଘଟଣାସ୍ଥଳରୁ ନେଇଯାଇଥିବା ବେଳେ ଏହାକୁ ନେଇ ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି।