କେବଳ ଏହି ଗୋଟିଏ ଭୁଲ ପାଇଁ କଟିଯିବ ୫୦ ଲକ୍ଷ ଲୋକଙ୍କ ରାସନ୍ କାର୍ଡ ଦେଖନ୍ତୁ କଣ ରହିଛି ଏହା ପଛର ସତ୍ୟାସତ୍ୟ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ରାସନ କାର୍ଡକୁ ନେଇ ଆସିଛି କିଛି ଖବର । ଆପଣମାନେ ସମସ୍ତେ ତ ରାସନ୍ କାର୍ଡ ବିଷୟରେ ଅନେକ କିଛି ସୂଚନା ପାଇ ପାରୁଛନ୍ତି । ଏବେ ରାସନ୍ କାର୍ଡକୁ ନେଇ ସରକାର ଅଧିକ ଗୁରୁତ୍ବ ଦେଇଛନ୍ତି । ସରକାର ଏବେ ଏହି ରାସନ୍ କାର୍ଡ ହିତାଧିକାରୀଙ୍କୁ ନେଇ ଯାଞ୍ଚ କରୁଛନ୍ତି । ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ରାସନ୍ କାର୍ଡ ପାଇବାକୁ ଯୋଗ୍ୟ ହୋଇଥିଲେ ମଧ୍ୟ ସେ ରାସନ୍ କାର୍ଡ ପାଉ ନାହାଁନ୍ତି ।
ଆଉ କିଛି ହିତାଧିକାରୀ ଅଛନ୍ତି ଯେଉଁମାନଙ୍କର ମୃତ୍ୟୁ ହୋଇଯାଇଛି କିନ୍ତୁ ସେମାନେ ରାସନ୍ କାର୍ଡ ଦ୍ଵାରା ସବୁ କିଛି ପାଉଛନ୍ତି । ଆଉ ଏବେ ରାସନ୍ କାର୍ଡକୁ ନେଇ ତାଲିକା ପ୍ରସ୍ତୁତ କରାଯାଇଛି । କେଉଁ ମାନଙ୍କର ରାସନ୍ କାର୍ଡ କଟିଯିବ ସେହି ବିଷୟରେ ଏହି ଭିଡିଓରେ ଆପଣମାନେ ଜାଣିପାରିବେ । ଯେଉଁମାନେ ଜାଲ ରାସନ୍ କାର୍ଡ ଥାଇ ଏହାର ଲାଭ ଉଠାଉଛନ୍ତି ସେମାନେ ସାବଧାନ ହୋଇ ଯାଆନ୍ତୁ । ଏଥର ୫୦ ଲକ୍ଷ ରାସନ୍ କାର୍ଡ କଟିଯିବ ବୋଲି ସୂଚନା ମିଳିଛି । ଏବେ ଏହି ତାଲିକା ସାମ୍ନାକୁ ଆସିଛି ।
ଏହି ତାଲିକାରେ ଲେଖା ଯାଇଛି କି କେଉଁ ମାନଙ୍କର ରାସନ୍ କାର୍ଡ ରହିବ ଆଉ କେଉଁ ମାନଙ୍କର କଟିଯିବ । ଏବେ ନୂଆ ସରକାର ଆସିବା ପରେ ଅନେକ କିଛି ଯାଞ୍ଚ୍ କରୁଛି । ଏହି ସବୁ ଯାଞ୍ଚ କରିବା ଭିତରୁ ରାସନ୍ କାର୍ଡ ଯାଞ୍ଚ ତାଙ୍କର ଏକ ମୁଖ୍ୟ କାମ ବୋଲି ଜଣାପଡିଛି । ଏହି ଫାଇଲରେ ଯାହାର ନାମ ଥିବ ତାହାର ରାସନ୍ କାର୍ଡ କଟିଯିବ । ଏବେ ସବୁ ଏଭଳି ରାସନ୍ କାର୍ଡ ହିତାଧିକାରୀଙ୍କ ରାସନ୍ କାର୍ଡ ସବୁଦିନ ପାଇଁ କଟି ଯିବ । ଏମିତିକି ଅନେକ ବଡ ବଡ ଲୋକ ରାସନ୍ କାର୍ଡରେ ଚାଉଳ ଆଉ ଗହମ ଏବଂ ଅନ୍ୟାନ୍ୟ ସେବା ପାଉଛନ୍ତି ।
ପୂର୍ବ ସରକାରଙ୍କ ସମୟରେ ଏଭଳି ଅନେକ ଦୁର୍ନୀତି ହେଉଛି । ଏବେ ଯୋଗାଣ ମନ୍ତ୍ରୀ କହିଛନ୍ତି ଅନେକ କଥା । ରାସନ୍ କାର୍ଡହିତାଧିକାରୀଙ୍କ ସଂଖ୍ୟା ୯୬ ଲକ୍ଷ ରହିଥିବା ବେଳେ ଏହା ଭିତରେ ୫୦ ଲକ୍ଷ ହିତାଧିକାରୀ ଏହାର ଯୋଗ୍ୟ ନୁହଁନ୍ତି ବୋଲି ଜଣାପଡିଛି । ଏବେ ଏହାକୁ ନେଇ ଯାଞ୍ଚ କରାଯାଉଛି । ପୂର୍ବ ସରକାର ଥିବା ବେଳେ ଯେଉଁସବୁ ଦୁର୍ନୀତି ଚାଲିଥିଲା ଏନେଇ ଯାଞ୍ଚ କରି ଏସବୁ ବନ୍ଦ କରିବାକୁ କୁହାଯାଉଛି । ଏବେ ଅନେକ କିଛି ତଥ୍ୟ ତାଙ୍କ ହାତକୁ ଆସି ଯାଇଛି । ଆଉ ଏହି ଖବର ଏବେ ଆପଣମାନେ ଜାଣିପାରିଲେ ।