ମା ସାମ୍ନାରେ ବାପାକୁ ହ-ତ୍ୟା କଲା ପୁଅ ଦେଖନ୍ତୁ ରାଜଧାନୀରେ ଘଟିଗଲା କେତେବଡ଼ ଅଘଟଣ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ରାଜଧାନୀରେ ଘଟିଥିବା ଘଟଣା ସମ୍ପର୍କରେ ଆପଣମାନେ ଜାଣିପାରିବେ । ଗତକାଲି ରାଜଧାନୀର ଘଟିଛି ବିଭତ୍ସ ହ-ତ୍ୟାକାଣ୍ଡ । ପୁଅର ଛୁରୀ ମାଡ଼ରେ ଚାଲି ଯାଇଛି ବାପାର ଜୀବନ । ଗତକାଲି ବିଳମ୍ବିତ ରାତିରେ ପାରିବାରିକ କଳହ ପାଇଁ ଏଭଳି ଘଟଣା ଘଟିଛି ବୋଲି ସୂଚନା ମିଳିଛି । 
ଏହି ଘଟଣା ମଞ୍ଚେଶ୍ୱର ଥାନା ରଙ୍ଗମାଟିଆ ଅଞ୍ଚଳର ଡିଏସପିଏଲ ହୋମସରେ । ପାରିବାରିକ କଳହ ଯୋଗୁଁ ବାପାକୁ ନିଜର ପୁଅ ଛୁରୀରେ ହ-ତ୍ୟା କରିଛି । ଛୁରୀରେ ପୁଅ ତାର ବାପାଙ୍କ ଛାତିକୁ ମାରିଥିଲା । ଆଉ ନିଜ ମାଆ ସାମ୍ନାରେ ବାପାର ଜୀବନ ନେଇଗଲା ପୁଅ ଜଣକ । ଏବେ ଏହି ବ୍ୟକ୍ତି ଜଣଙ୍କର ମୃ-ତଦେହ କ୍ୟାପିଟାଲ ହସ୍ପିଟାଲରେ ଅଛି । ଏହି ମୃ-ତ ବ୍ୟକ୍ତିଙ୍କ ନାମ ଅନିରୋଧ ଚୌଧୁରୀ । ଏହି ବ୍ୟକ୍ତି ଜଣକ ଘରୋଇ କଲେଜରେ ପାଠ ପଢ଼ାଉଥିଲେ । ଆଉ ତାଙ୍କ ପୁଅ ହେଉଛନ୍ତି ସୁନୀଲ ଚୌଧୁରୀ ।
ଆଉ ତାଙ୍କ ପୁଅ ଜଣେ ରିଟାର୍ଟ ନାଲକୋ ଅଫିସର । ଏଭଳି କଣ ଘଟଣା ଘଟିଲା ଆଉ ଏହି ଘଟଣା ପାଇଁ ପୁଅ ବାପାକୁ ଜୀବନରୁ ମାରିବାକୁ ପଛାଇଲା ନାହିଁ । ଏବେ ସୁନୀଲ ଚୌଧୁରୀ ଥାନାରେ ଅଟକ ଅଛନ୍ତି । ତାଙ୍କର ପଡୋଶୀ ଏହି ଘଟଣା ବିଷୟରେ ଜାଣି ନଥିଲେ । ଆଉ ଯେତେବେଳେ ସେମାନେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲେ ସେତେବେଳକୁ ତାଙ୍କୁ ମେଡ଼ିକାଲକୁ ନେଇ ଯାଇଥିଲେ । ସେମାନଙ୍କର ପାରିବାରିକ କଳହ ବିଷୟରେ ସେମାନେ ଜାଣି ନାହାନ୍ତି ବୋଲି କହିଥିଲେ । 
ଗୋଟେ ପୁଅ ବାପାକୁ ଏଭଳି ମାରିବା ଏକ ଆଶ୍ଚର୍ଯ୍ୟ ଘଟଣା । ଏହି ପୁଅ ଜଣକ ତାଙ୍କ ବାପାଙ୍କ ଠାରୁ ଅଲଗା ରୁହନ୍ତି । ଆଉ ସେମାନେ ତାଙ୍କ ବାପାଙ୍କୁ ଦେଖା କରିବାକୁ ଆସନ୍ତି । ଏବେ ଏହି ଘଟଣା ପୋଲିସ ଜାଣିବା ପରେ ଅନେକ କଥା ସାମ୍ନାକୁ ଆସିବ । କଣ ପାଇଁ ପୁଅ ଏଭଳି କରିଲା । ଆଉ ଏହାର କାରଣ କଣ । କାମ କିଛି ପାରିବାରିକ କଳହ ହୋଇଥିଲା କି ? ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସୁଥିବା ବେଳେ ଏହି ଘଟଣାର ସତ୍ୟତା ପୋଲିସ ତଦନ୍ତ ପରେ ଜଣାପଡ଼ିବ । ଏବେ ଏହି ଖବର ସାମ୍ନାକୁ ଆସିଛି ।