ମଧୁମିତାଙ୍କୁ ଛାଡି କେଉଁ ଝିଅକୁ ବାହା ହେବାକୁ ଚାହୁଁଥିଲେ ନୃଶଂସ ସ୍ୱାମୀ ଦେଖନ୍ତୁ ଆସିଲା ବଡ଼ ଖବର
Updated: Jul 26, 2024, 17:05 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ସାମ୍ବାଦିକା ମଧୁମିତାଙ୍କୁ ନେଇ ଆସିଥିବା ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ସାମ୍ବାଦିକା ଜଣକ ଆ-ତ୍ମ-ହ-ତ୍ୟା କରିଥିବା ଖବର ପାଇଥିବେ । ସାମ୍ବାଦିକା ମଧୁମିତା ପ୍ରେମ ବିବାହ କରିଛନ୍ତି । ସେ ପାଞ୍ଚ ବର୍ଷ ଭଲପାଇବା ପରେ ବିବାହ କରିଛନ୍ତି ।
ପ୍ରେମ ବିବାହ କରିବାର ପାଞ୍ଚ ମାସ ପରେ ସାମ୍ବାଦିକା ମଧୁମିତା ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ସେ ରେଳ ଧାରଣାରେ ନିଜ ପ୍ରାଣ ହରାଇଛନ୍ତି । ମଧୁମିତାଙ୍କ ସ୍ବାମୀ ନିଜ ସ୍ତ୍ରୀ ଥାଉ ଥାଉ ପର ଝିଅଙ୍କୁ ଭଲ ପାଉଥିଲେ । ଆଉ ଧିରେ ଧିରେ ଏହି କଥା ଜାଣି ପାରିଥିଲେ ମଧୁମିତା । ମଧୁମିତା ଏହି କଥା ଜାଣିବା ପରେ ଏଭଳି କାମ କରିଥିଲେ । ମଧୁମିତାଙ୍କୁ କେଉଁ ଝିଅ ପାଇଁ ଛାଡ଼ି ଦେଉଥିଲା ତାର ସ୍ଵାମୀ ? ପର ଝିଅk ସହିତ ଗପୁଛି ନୃଶଂସ ସ୍ବାମୀ । ସ୍ଵାମୀର ଅସଲ ଚେହେରା ଜାଣି ଦେଇଥିଲା ମଧୁମିତା ।
ଆଉ ଏହି ସତ କଥା ସବୁ ଜାଣିବା ପରେ ସ୍ବାମୀ ଜଣକ କହିଥିଲା କି ସେ ତାର ସ୍ତ୍ରୀକୁ ଛାଡ଼ିଦେବ । ସ୍ବାମୀ ଠାରୁ ମାଡ ଖାଇ ସ୍ତ୍ରୀ ମଧୁମିତା ରାତିରେ କାନ୍ଦୁଥିଲେ । ଆଉ ଏପଟେ ସ୍ବାମୀ ଜଣକ ସେହି ସ୍ତ୍ରୀକୁ ଛାଡ଼ିଦେଇ ପର ଝିଅ ସହ ଫୋନରେ କଥା ହେଉଥିଲା । ବାହାଘରକୁ ଚାରି ବର୍ଷ ପୁରିଛି କିନ୍ତୁ ଏହି ଯୁବକ ଜଣକ ପୁଣି ଆଉ ଅନେକ ଝିଅ ସହିତ ସମ୍ପର୍କ ରଖିଥିଲା । ଏହି ନୃଶଂସ ସ୍ବାମୀ ଜଣକ ଆଗରୁ ଜଣଙ୍କୁ ଛାଡପତ୍ର ଦେଇ ମଧୁମିତାଙ୍କୁ ବିବାହ କରିଥିଲେ । ଆଉ ଏହାପରେ ସେ ଅନେକ ଝିଅଙ୍କ ସହିତ ସମ୍ପର୍କ ରଖିଥିଲେ ।
ଚାରିମାସ ହେଲା ମଧୁମିତା ବାହାଘର ହୋଇଥିଲେ । ଆଉ ସ୍ବାମୀ ଶ୍ରୀଧର ଜେନାଙ୍କ ନାଁରେ ସବୁ କଥା ଶୁଣି ସେ ତାଙ୍କୁ ବୁଝେଇବା ପାଇଁ ଚେଷ୍ଟା କରିଥିଲେ । ଆଉ ସେ ତାଙ୍କୁ ବୁଝେଇ ଥିଲେ କିନ୍ତୁ ଏହି ସ୍ବାମୀ ଜଣକ ନବୁଝି ମଧୁମିତାଙ୍କୁ ଛାଡ଼ପତ୍ର ଦେଇଦେବେ ବୋଲି କହୁଥିଲେ । ଆଉ ସ୍ଵାମୀଙ୍କର ଏଭଳି କଥା ଶୁଣି ମଧୁମିତା ଭାଙ୍ଗି ପଡ଼ିଲେ । ସେ ଇନଷ୍ଟାଗ୍ରାମ ଭିଡିଓ କରି କହିଥିଲେ ତାଙ୍କ ସ୍ଵାମୀ ତାଙ୍କୁ ଛାଡ଼ିବାକୁ ଚାହୁଁଛନ୍ତି । ଏହି ସୈତାନ୍ ସ୍ବାମୀ ଜଣକ ଏଭଳି କାମ କରିବାର ଦେଖି ସହି ପାରିଲେ ନାହିଁ ମଧୁମିତା । ଆଉ ଶେଷରେ ସେ ନିଜେ ଆ-ତ୍ମ-ହ-ତ୍ୟା କରିଦେଲେ ।