ନିଜ ମୁହଁରେ ବାପା କହିଲେ ପୁଅର ମୃ-ତ୍ୟୁ କାହାଣୀ ଦେଖନ୍ତୁ କେମିତି ଚାଲିଗଲା ଭେଣ୍ଡିଆ ପୁଅ ଜୀବନ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଏବଂ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଯେଉଁ ଘଟଣା ଦେଖିବେ ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଏଭଳି ଘଟଣା କଷ୍ଟ ଦିଏ ବୋଲି ଜାଣିପାରିବେ । ସତରେ ଏହି ଘଟଣା ଯନ୍ତ୍ରଣାଦାୟକ ଅଟେ । ଗତକାଲି ତୋମାଣ୍ଡୋ ଥାନା ହୋଣ୍ଡାଇ ସୋରୁମ୍ ପାଖରେ ଏହି ଘଟଣା ଘଟିଛି । 
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଗୋଟିଏ ଗାଡ଼ି ଦେଖିପାରିବେ ଯାହାର ଅବସ୍ଥା ପୁରା ଭୟଙ୍କର ହୋଇଯାଇଛି । ଏହି କାର ଭିତରେ ପାଞ୍ଚ ଜଣ ଯୁବକ ଥିବାର ସୂଚନା ମିଳିଥିବା ବେଳେ ଏହି ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା । ଆଉ ଏହି ଗାଡ଼ି ଦୁର୍ଘଟଣାର ଶିକାର ହେବା ପରେ ସେହି ଗାଡ଼ିରେ ଥିବା ପାଞ୍ଚ ଜଣଙ୍କ ଭିତରୁ ଜଣଙ୍କର ମୃ-ତ୍ୟୁ ହୋଇଛି । ଆଉ ଚାରିଜଣ ମରଣ ସହିତ ସଂଗ୍ରାମ କରୁଛନ୍ତି । ଏହି କାରର ଅବସ୍ଥା ଆପଣମାନେ ଦେଖିଲେ ଅନେକ କଥା ଭାବିବେ । ଏହି ଗାଡ଼ି ଏଭଳି ଭାବରେ ଦୁର୍ଘଟଣା ହୋଇଛି ଯାହା ଶୁଣିଲେ ଛାତି ଥରି ଉଠିବ ।
ଏହି ମୃ-ତ-କ ଯୁବକ ଜଣକ ହେଉଛନ୍ତି ବିଶ୍ୱଜିତ୍ ରୟ । ପରିବାର ଲୋକେ ଦେଇଥିବା ସୂଚନା ଅନୁସାରେ ସେମାନେ କୌଣସି ଏକ ସ୍ଥାନରେ ଭୋଜି କରୁଥିଲେ । ଆଉ ସେମାନେ ସେଠାରେ ଭୋଜି କରିବା ପରେ ସେଠାରୁ ପ୍ରବଳ ନିଶା ପିଇ ଫେରିଥିଲେ । ସେମାନେ ବରୁଣେଇ ନାମକ ସ୍ଥାନରେ ଭୋଜି କରୁଥିଲେ ବୋଲି ସୂଚନା ମିଳିଛି । ଏହି ଯୁବକମାନେ ନିଶାସକ୍ତ ଅବସ୍ଥାରେ ଥିଲେ । ସେମାନେ କାରରେ ଘରକୁ ଫେରୁଥିବା ସମୟରେ ଗାଡ଼ି ଡିଭାଇଡର ସହିତ ଧକ୍କା ହୋଇଥିଲା ।
ସେମାନେ ଖୋର୍ଦ୍ଧାରୁ ଭୁବନେଶ୍ଵର ଆଡ଼କୁ ଆସୁଥିବା ସମୟରେ ଏଭଳି ଘଟଣା ଘଟିଥିଲା । ଏହି କାର୍ ଗୋଟିଏ ମାଲ ବୋଝେଇ ଟ୍ରକ ସହିତ ଧକ୍କା ହୋଇଥିଲା ଆଉ ଏହାପରେ ଏଭଳି ଘଟଣା ଘଟିଥିଲା । ଏହି ଦୁର୍ଘଟଣା ବହୁତ ଭୟାନକ ଥିଲା । ଆଉ ଏବେ ତାଙ୍କର ପରିବାର ଲୋକେ ଏହି ଘଟଣା ବିଷୟରେ ଜାଣିବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏବେ ତମା ଥାନା ପୋଲିସ ଏହି ଘଟଣାର ତଦନ୍ତ କରୁଛି । ତଦନ୍ତ ପରେ ଆଉ କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି ।